Monthly Archives

August 2023

ଆଜି ମୋର ପୁରୁଣା କର୍ମ ଭୂମିସ୍ଥଳ ଆସି ମୁଁ ଗର୍ବିତ : ଭି.କେ. ପାଣ୍ଡିୟାନ

ଛତ୍ରପୁର ମୋର କର୍ମ ଭୂମି, ଛତ୍ରପୁର ଆସିଲେ ମୋ ଘରକୁ ଆସିଲା ଭଳି ମୁଁ ଗର୍ବିତ : ଭି.କେ. ପାଣ୍ଡିୟାନ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ମିନି-ଷ୍ଟାଡିୟମରେ ବ୍ୟୋମ-ଯାନରେ ଅବତରଣ କରି ମୁଖ୍ୟ-ଷ୍ଟାଡିୟମକୁ ବାହାନ ଯୋଗେ ସଭା-ମଞ୍ଚ ସ୍ଥଳକୁ
Read More...

ନବ ନିଯୁକ୍ତ ସେନା ବାହିନୀମାନଙ୍କୁ ଅଭିନନ୍ଦନ

ଶିବତଲା‌, (କେପିଏନ୍‌ଏସ୍‌) : ଶିବତଲା‌ ସେବା ଶାନ୍ତି ସଙ୍ଗଠନ ତରଫରୁ ରବିବାର ଶିବତଲା ସହୀଦ କିଶୋର ମଲ୍ଲିକ ସ୍ମୃତି ପୀଠ ସ୍ଥଳରେ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଭାରତୀୟ ସେନା ବାହିନୀରେ ଶିବତଲା ପଞ୍ଚାୟତର ଶତାଧିକ ଯୁବକ ନିୟୋଜିତ ଥିବା ବେଳେ ନବ ନିଯୁକ୍ତ ଯୁବକମାନଙ୍କୁ
Read More...

ସ୍ଵତନ୍ତ୍ର ଉପକାରାଗାରରେ ଥିବା ବିଚାରାଧୀନ କଏଦୀର ସନ୍ଦେହଜନକ ମୃତ୍ୟୁ

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ସୁନ୍ଦରଗଡ଼ ଜିଲ୍ଲା ବଣାଇ ସ୍ଥିତ ସ୍ଵତନ୍ତ୍ର ଉପକାରାଗାରରେ ଥିବା ବିଚାରାଧୀନ କଏଦୀର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାରୁ ଜଣାପଡିଛି ଯେ, କେ.ବଲାଙ୍ଗ ଥାନା ଅନ୍ତର୍ଗତ ଲଙ୍ଗଳକଟା ଗ୍ରାମର ଜଣେ ୨୮ ବର୍ଷିୟ ଯୁବକ ଶୁକରାମ ମୁଣ୍ଡା ଗତ ୨୦୨୦ ମସିହାରୁ
Read More...

ହାଇୱା ଗାଡ଼ି ଚଢାଇ ଦୁଇ କିନ୍ନରଙ୍କୁ ହତ୍ୟା କରି ଚାଳକ ଫେରାର

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଥାନା ୧୪୩ ନମ୍ବର ଜାତୀୟ ରାଜପଥ ରଜାମୁଣ୍ଡା ବାଇପାସ ନିକଟରେ ଗତକାଲି ଭୋର ସକାଳ ସମୟରେ ଏକ ହାଇୱା ଗୋଡ଼ାଇ ଗୋଡ଼ାଇ ପଛରୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଦୁଇ କିନ୍ନରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୂଚନାରୁ
Read More...

ପଥରରେ ଚାପି ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟଣା : ଶେଷ କୃତ୍ୟ ସମ୍ପନ୍ନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଝାରେଡି ଗ୍ରାମର ନାରାୟଣ ନାହାକ (୪୨) ଓ ମଧୁରଚୁଆ ଗ୍ରାମର ବିଷ୍ଣୁ ନାୟକ (୨୪)ଙ୍କ ପଥରରେ ଚାପି ହୋଇ ମୃତ୍ୟୁ ଘଟଣାକୁ ନେଇ ଉଭୟ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମୃତକ ଦୁଇ ଶ୍ରମଜୀବୀ ସମ୍ପର୍କରେ ମାମୁଁ ଭଣଜା ।
Read More...

ଷଷ୍ଠ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣା : କ୍ଷତିପୂରଣ ଓ ନ୍ୟାୟ ଦାବୀରେ ରାଜପଥ ଅବରୋଧ : ପ୍ରତିଶୃତି ପରେ ହଟିଲା

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବାଟାଗୁଡ଼ା ସରକାରୀ ଆଶ୍ରମ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନା । ନ୍ୟାୟ ଦାବୀରେ ସ୍କୁଲ୍ ସମ୍ମୁଖ ୫୯ ନଂ ଜାତୀୟ ରାଜପଥ ଅବରୋଧ କଲେ ଉତ୍ୟକ୍ତ ଲୋକେ । ପ୍ରଧାନ
Read More...

ନିଫା ଆନୁକୂଲ୍ୟରେ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଜି୨୦ ସମିଟ ଭାରତରେ ଅନୁଷ୍ଠିତ ହେବା ପାଇଁ ସ୍ଥିର ହୋଇଛି । ଏହି ଅବସରରେ ନିଫା ତରଫରୁ ସାରା ଦେଶରେ ପାଞ୍ଚଶହ ଜାଗାରେ ଆଜି ବସୁଧୈବ କୁଟୁମ୍ବକମର ନାରାଦେଇ ଗ୍ଳୋବାଲ ସାଇକେଲ ରାଇଡିଙ୍ଗ କରିବାର ନିଷ୍ପତ୍ତି ନିଆଯାଇଥିଲା ।
Read More...

ଆଗଲପୁର ନୂତନ ଥାନା ଅଧିକାରୀଙ୍କୁ ମା’ ଛେଲିଆପାଟ ସେବା ସଂଗଠନ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଭରସୂଜା ଗ୍ରାମର ମା' ଛେଲିଆପାଟ ସେବା ସଂଗଠନ ତରଫରୁ ଆଗଲପୁର ନୂତନ ଥାନା ଅଧିକାରୀ ବାସୁଦେବ ଭୋଇଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଉକ୍ତ ସ୍ୱାଗତ ସମ୍ବର୍ଦ୍ଧନାରେ ମା' ଛେଲିଆପାଟ ସେବା ସଂଗଠନ ସଦସ୍ୟ
Read More...

ଅସହାୟ ଅବସ୍ଥାରେ ପଡି ରହିଥିବା ବୃଦ୍ଧଙ୍କୁ ସହାୟ ହେଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଣେ ବୃଦ୍ଧ ବ୍ୟକ୍ତି ଅସହାୟ ଅବସ୍ଥାରେ ଗେଟସରୋବର ବନ୍ଧ ନିକଟରେ ପଡି ରହିଥିବାର ସୂଚନା ପାଇଥିଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ । ସୂଚନା ପାଇ ସଂଗଠନର ସଦସ୍ୟମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ପଚରାଉଚରା ପରେ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ
Read More...

ମ୍ୟୁଜିକ ସର୍କଲରେ ମାସିକ ନୃତ୍ୟ ସଙ୍ଗୀତ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ସଂଭ୍ରାନ୍ତ ସାଂସ୍କୃତିକ ଅନୁଷ୍ଠାନ ମ୍ୟୁଜିକ ସର୍କଲ ପରିସରରେ ନିୟମିତ ରୂପେ ନୃତ୍ୟ, ସଂଗୀତ, ଚିତ୍ରକଳା ପ୍ରଭୃତି ଶିକ୍ଷାଦାନ କରାଯାଇଥାଏ । ଚଳିତ ଅଗଷ୍ଟ ମାସ ୨୫ ତାରିଖ ଦିନ ଅନୁଷ୍ଠାନର ମାସିକ ଆସର ଅବସରରେ ଏକ ବିଶେଷ କାର୍ଯ୍ୟକ୍ରମ
Read More...