Monthly Archives

August 2023

ତରଭା ବ୍ଲକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଜିଲ୍ଲାର ବ୍ଲକସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ତରଭା ବ୍ଲକ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି
Read More...

ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦାବୀରେ ସ୍ଥାନୀୟ ବ୍ଲକ ସହିତ ଡାକ୍ତରଖାନା…

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦାବୀରେ ସୋମବାର ଖପ୍ରାଖୋଲ ବ୍ଲକ ଯୁବମଞ୍ଚ ନେତୃତ୍ୱରେ ଅଞ୍ଚଳର ଶହ ଶହ ମହିଳା ଓ ପୁରୁଷ ଏକ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ପାଟଣାଗଡ଼ ଉପଜିଲ୍ଲାପାଳ,
Read More...

ହେଭେନ୍ ରାଇଟ୍ସର ପ୍ରଥମ ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ହେଭେନ୍ ରାଇଟ୍ସ ସାହିତ୍ୟ ପରିବାରର ପ୍ରଥମ ସନ୍ଧ୍ୟାରେ ପ୍ରଥମ ସଭା ଗୁଗୁଲ ମିଟ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତସଭାରେ ମୁଖ୍ୟ ଅତିଥି ଭାବରେ ସାହିତ୍ୟିକ ତଥା ମାର୍ଗଦର୍ଶକ ଜିତେନ୍ଦ୍ର ଗିରି ଯୋଗ ଦେବା ସହ ଏହାର ସମ୍ପାଦିକା ସୁଶ୍ରୀ ଋତମ୍ଭରା ପତି ଏବଂ
Read More...

ନିଜ ଜନ୍ମ ଦିନରେ ବୃକ୍ଷରୋପଣ କଲେ ଟିଟିଲାଗଡ଼ ସହରର ସୁଚିସ୍ମିତା ଷଡ଼ଙ୍ଗୀ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ନିଜ ଜନ୍ମଦିନରେ ତଥା ନିଜ ବଡ଼ ଭାଇ ସ୍ୱର୍ଗତ ରାଜେଶ ଗୋପାଲ ଷଡ଼ଙ୍ଗୀଙ୍କ ସ୍ମୃତି ବୃକ୍ଷରୋପଣ କରି ଚର୍ଚ୍ଚାରେ ଅଛନ୍ତି ଟିଟିଲାଗଡ଼ ସହରର ସୁଚିସ୍ମିତା ଷଡ଼ଙ୍ଗୀ । ସୁଚିସ୍ମିତା ଟିଟିଲାଗଡ଼ର ସହରର ବାସିନ୍ଦା ହୋଇଥିବା ବେଳେ ଟିଟିଲାଗଡ଼ ସହରର
Read More...

ଶେଷ ସୋମବାରରେ ଜଳାଭିଷେକ ପାଇଁ କାଉଡ଼ିଆଙ୍କ ଭିଡ଼

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ପବିତ୍ର ଶ୍ରବଣ ମାସର ଶେଷ ସୋମବାରରେ ଶିବ ଲିଙ୍ଗରେ ଜଳାଅଭିଷେକ କରି ପୁଣ୍ୟପ୍ରାପ୍ତି ସକାଶେ ରବିବାର ପୁଣ୍ୟତୋୟା ଋଷିକୁଲ୍ୟା ନଦୀ ଘାଟରେ କାଉଡିଆଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ କାଉଡ଼ିଆମାନେ ବିଭିନ୍ନ ଯାନ
Read More...

ଚନ୍ଦ୍ରମଣି ନାଟ୍ୟ ସଂଘର ଶତ ବାର୍ଷିକୀ

ମଞ୍ଚସ୍ଥ ହେବ "ଏଇ ଯେ ସୂର୍ଯ୍ୟ ଉଏଁ" ଓ "ପରଶୁର ଉତ୍ତର ଦାୟିତ୍ଵ" ମ.ରାମପୁର, (ହେମନ୍‌ନ୍ତ ସାହୁ) : ଓଡ଼ିଶାର ଅନ୍ୟତମ ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ଚନ୍ଦ୍ରମଣି ନାଟ୍ୟ ସଂଘ ଆସନ୍ତା ନଭେମ୍ବର ମାସରେ ଶତ ବାର୍ଷିକୀ ଉତ୍ସବ ମହାସମାରୋହରେ ପାଳନ କରିବ । ଏହି ମହୋତ୍ସବ ଅବସରରେ ଓଡ଼ିଶାର
Read More...

ସ୍ପେଶାଲ ଅଲମ୍ପିକ୍ସ, ଓଡ଼ିଶା ଆନୁକୂଲ୍ୟରେ ନେତୃତ୍ୱ ବିକାଶ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶା ଭିନ୍ନକ୍ଷମ ଅନୁଷ୍ଠାନର ଆବାହକ ସରୋଜ ମହାନ୍ତିଙ୍କ ଆହ୍ଵାନରେ ହୋମ୍ ଆଣ୍ଡ ହୋପ୍ ବିଦ୍ୟାଳୟ ପରିସରରେ ସୁନ୍ଦରଗଡ଼ ଜିଲ୍ଲା ସ୍ପେଶାଲ ଅଲମ୍ପିକ୍ସ କମିଟି ତରଫରୁ ନେତୃତ୍ୱ ବିକାଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସୁନ୍ଦରଗଡ଼ ଜିଲ୍ଲାର ଭିନ୍ନକ୍ଷମଙ୍କ
Read More...

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ବିଭୁଦତ୍ତ ବେହେରାଙ୍କ ସଭାପତିତ୍ୱ, ସାଧାରଣ ସଂପାଦକ ବିକ୍ରମଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱ ତଥା
Read More...

ୟୁଥ ହଷ୍ଟେଲସ ଆସୋସିଏସନ୍ ଅଫ୍ ଇଣ୍ଡିଆର ୧୧୪ତମ ପ୍ରତିଷ୍ଠା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ୟୁଥ ହଷ୍ଟେଲସ ଆସୋସିଏସନ୍ ଅଫ୍ ଇଣ୍ଡିଆର ରାଉରକେଲା ଶାଖା ପକ୍ଷରୁ ୧୧୪ତମ ପ୍ରତିଷ୍ଠା ଦିବସ ସେକ୍ଟର ୩ କାର୍ଯ୍ୟାଳୟଠାରେ ପାଳିତ ହୋଇଯାଇଛି । ରାଉରକେଲା ଶାଖାର ଅଧ୍ୟକ୍ଷ ବୁଦ୍ଧଦେବ ବାସୁଙ୍କ ଅଧ୍ୟକ୍ଷତା ଓ ମୋନାଲିସା ଗୌଡଙ୍କ ସଂଯୋଜନାରେ ଆୟୋଜିତ ଏହି
Read More...

ଖଣ୍ଡାୟତ କ୍ଷତ୍ରୀୟ ମହାସଭାର ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରୀୟ ମହାସଭା, ଇସ୍ପାତ ନଗର କମିଟି ତରଫରୁ ଆସନ୍ତା ଖଡ୍ଗ ଶୋଭାଯାତ୍ରା ନେଇ ଏକ ପ୍ରସ୍ତୁତି ବୈଠକ ସେକ୍ଟର ୩ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଥିବା ଖଡ୍ଗ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସଦସ୍ୟ ବାବାଜୀ ଚରଣ
Read More...