tur
Daily Archives

ଉପଜିଲ୍ଲାପାଳଙ୍କ ନିଲଜିପତରାର ମଧ୍ୟମ ଜଳସେଚନ ପ୍ରକଳ୍ପ ନିରୀକ୍ଷଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଝାରବନ୍ଧ ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଲଉଡିର୍ଦାହା ପଞ୍ଚାୟତର ନିଲଜିପତରା ଗ୍ରାମବାସୀ ତାଙ୍କ ଗ୍ରାମରେ ଥିବା ମଧ୍ୟମ ଜଳସେଚନ ପ୍ରକଳ୍ପ ‘ଘାଟି’ରୁ ସଞ୍ଚିତ ବର୍ଷାଜଳ ଚାଲି ଯାଉଥିବା ଯୋଗୁଁ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ
Read More...

ଉଦ୍‌ଘାଟିତ ହେଲା ଏସ୍‌ଏଚ୍‌ଜି ମା’ମାନଙ୍କ ପାଇଁ ସ୍ୱତନ୍ତ୍ର ରାକ୍ଷୀ ଷ୍ଟଲ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଉଦ୍‌ଘାଟିତ ହୋଇଯାଇଛି ଏସ୍‌ଏଚ୍‌ଜି ମା’ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ରାକ୍ଷୀ ଷ୍ଟଲ୍‌ । ଏହାକୁ ଉଦ୍‌ଘାଟନ କରିଛନ୍ତି ଡିଆଇସିଓ ଓର୍‌ମାସ୍‌ ଅର୍ଦ୍ଧେନ୍ଦୁ ପାଲ୍‌ । ବଲାଙ୍ଗିର ସହରର ଚିଲ୍‌ଡ୍ରେନ୍‌ ପାର୍କ ପାଖରେ ଏସ୍‌ଏଚ୍‌ଜି ମା’ମାନଙ୍କ ବ୍ୟବସାୟରେ
Read More...

ଚୋରକୁ ଧରି କୋର୍ଟ ଚାଲାଣ କଲା ବଲାଙ୍ଗିର ଟାଉନ ଥାନା ପୁଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ସମ୍ବଲପୁର ରୋଡ଼ ସ୍ଥିତ ପଟେଲ ନର୍ସିଂହୋମ୍‌ ନିକଟ ଏକ ଗ୍ୟାରେଜ୍‌ରୁ ବିଭିନ୍ନ ପ୍ରକାରର ସାମଗ୍ରୀ ଚୋରି ହୋଇଥିବା ନେଇ ବଲାଙ୍ଗିର ଟାଉନ ଥାନାରେ କିଛି ଦିନ ତଳେ ଅଭିଯୋଗ କରିଥିଲେ ଦୋକାନ ମାଲିକ । ଅଭିଯୋଗକୁ ଭିତ୍ତି କରି ବଲାଙ୍ଗିର ଟାଉନ
Read More...

ବ୍ରହ୍ମପୁରର ଆଶାୟୀ ବିଧାୟିକା ପ୍ରାର୍ଥୀ ସରିତା

ବ୍ରହ୍ମପୁର : ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥୀ ଭାବେ ସରିତା ପଣ୍ଡାଙ୍କ ନାମ ଚର୍ଚ୍ଚାରେ ରହିଛି । ଶ୍ରୀମତୀ ପଣ୍ଡା ଜଣେ ସମାଜସେବୀ ଭାବେ ଗତ ଦୁଇ ଦଶନ୍ଧି ଧରି ନିଜର ପରିଚୟ ସୃଷ୍ଟି କରିଛନ୍ତି । ସେ ସମାଜ ସେବାକୁ ନିଜର ବ୍ରତ ଭାବେ ଗ୍ରହଣ କରିଛନ୍ତି । ମାଟି ପାତ୍ରରେ
Read More...

ମହିଳା ଚାଷୀମାନଙ୍କୁ ଫଳ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ବିଭିନ୍ନ ଗାଁର ମହିଳା ଦଳ ଓ ଉତ୍ପାଦକ ଗୋଷ୍ଠୀ ମହିଳା ସଦସ୍ୟାମାନଙ୍କୁ ବାସୁଦେବ ପଣ୍ଡା ଫାଉଣ୍ଡେସନ ଓ ସଷ୍ଟେନେବୁଲ ଗ୍ରୀନ ଇନିସେଟଭିର ସହଯୋଗରେ ଶ୍ରମିକ ଶକ୍ତି ସଙ୍ଘ ଦ୍ଵାରା ଆମ୍ବ, ଲେମ୍ବୁ, ଡାଳିମ୍ବ, ଜାମୁକୋଳି
Read More...

ବଲାଙ୍ଗିର ଶାନ୍ତିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ଶୋଚନୀୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଶାନ୍ତିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନାହିଁ ନଥିବା ସମସ୍ୟା ଦେଖିବାକୁ ମିଳିଛି । ୧୯୭୨ ମସିହାରୁ ସ୍ଥାପିତ ହୋଇଥିବା ଏହି ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପାଠ ପଢ଼ୁଥିବା ବେଳେ ସମୁଦାୟ ୮୫ ଜଣ ଛାତ୍ରଛାତ୍ରୀ ଏବେ ଏଠାରେ
Read More...

ସାପ କାମୁଡ଼ାରେ ପ୍ରାଣ ହରାଇଥିବା ପରିବାରକୁ ସହାୟତାର ହାତ ବଢାଇଲା ବିଜେଡ଼ି

କାଶୀପୁର : କାଶୀପୁର ବ୍ଲକ ସିପିଯୋଡି ଗ୍ରାମରେ ସାପ କାମୁଡାରେ କୈଳାସ ବିଶିଙ୍କ ପତ୍ନୀ ବୃନ୍ଦା ବିଶି ଏବଂ ୧୧ ବର୍ଷର ପୁଅ ବିଜୟଙ୍କ ମୃତ୍ୟୁ ହୋଇଥିଲା । ଗୁରୁବାର ରାତିରେ ମାଆ ଓ ପୁଅ ଶୋଇଥିବା ବେଳେ ଉଭୟଙ୍କୁ ସାପ କାମୁଡ଼ିଥିଲା । ମୃତକଙ୍କ ଦଶାହ କାର୍ଯ୍ୟ ଅବସରରେ ବିଜେଡି ନେତାମାନେ
Read More...

ମାଆ-ପୁଅଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଟାଙ୍ଗରପାଲିରୁ ମାଆ ଓ ପୁଅଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ଜଣଙ୍କ ହେଲେ ଜ୍ୟୋସ୍ନାରାଣୀ ଦାସ । ସେ ଗମ୍ଭାରକଟା ସ୍କୁଲରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ଥିଲେ । ମୃତ ପୁଅ ହେଲେ ସୁଧିର ପଣ୍ତା । ଦିନକ ପୂର୍ବରୁ ଉଭୟ ମାଆ ଓ ପୁଅ
Read More...

ଭାରତୀୟ ଜନତା ଯୁବମୋର୍ଚ୍ଚାର ‘ନୂତନ ଭୋଟର ସଚେତନତା’ ଅଭିଯାନ କାର୍ଯ୍ୟକ୍ରମ ଶୁଭାରମ୍ଭ

ଭୁବନେଶ୍ୱର : ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ପକ୍ଷରୁ ରବିବାର ରାଜ୍ୟ କାର୍ଯ୍ୟାଳୟଠାରେ “ନୂତନ ଭୋଟର ସଚେତନତା” ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଲା ଯେଉଁ ଯୁବକ ଓ ଯୁବତୀମାନଙ୍କୁ ୨୦୨୪ ଜାନୁଆରୀ ସୁଦ୍ଧା ୧୮ବର୍ଷ ହୋଇଥିବ ସେମାନେ
Read More...

କାଉଡ଼ିଆଙ୍କ ଉପରେ ଚଢିଗଲା କାର୍ : ୨ ମୃତ,୧୦ରୁ ଅଧିକ ଆହତ

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଆସିକା ଭେଜିପୁଟ ଭେଟନଇ ରାସ୍ତାରେ କାଉଡ଼ିଆଙ୍କ ଉପରେ ଚଢିଗଲା କାର୍‌ । ରବିବାର ବିଳମ୍ବିତ ରାତିରେ ଆସିକା ଋଷିକୁଲ୍ୟା ସଙ୍ଗମ ସ୍ଥଳରୁ ଜଳ ନେଇ ଅରଖପୁର ତାରକେଶ୍ୱର୍ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । କାର ମାଡିଯାଇ ଦୁଇ କାଉଡିଆଙ୍କ ମୃତ୍ୟୁ ହୋଇଥିବା
Read More...