Daily Archives

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରତିଷ୍ଠା ଦିବସ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁରରେ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୩୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ କିଶୋର ଚନ୍ଦ୍ର ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପରିଚାଳନା କମିଟି ସଭାପତି
Read More...

ରାଜ୍ୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାରେ ଯୋଗଦେବେ ଦିବ୍ୟା ଦୀପାନ୍ଵୀତା

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ରାଜ୍ୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାରେ ଯୋଗଦେବା ପାଇଁ ମନୋନୀତ ହୋଇଛନ୍ତି । ରାୟଗଡ଼ାଠାରେ ଅନୁଷ୍ଠିତ ସମ୍ଭାଗସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାଠାରେ ଯୋଗଦେଇ ସରସ୍ୱତୀ ଶିଶୁ ବିଦ୍ୟା
Read More...

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଶ୍ମଶାନକୁ ପୋଡାହେବା ପାଇଁ ଶବ ଯାଇଥିଲା । ଜୁଇ ପ୍ରସ୍ତୁତ ହେବାକୁ ବାକିଥିବା ବେଳେ ଶ୍ମଶାନରେ ପହଞ୍ଚି ଯାଇଥିଲା ପୋଲିସ । ଆଉ ହତ୍ୟା ସନ୍ଦେହରେ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବଲାଙ୍ଗିର ପଠାଇଥିବା ଜଣାପଡିଛି । ସୋନପୁର ଟାଉନ ଥାନା ଚମାରପଡାର
Read More...

ଜିଲ୍ଲାର ସାମଗ୍ରିକ ବିକାଶ ପ୍ରସଙ୍ଗକୁ ନେଇ ୧୧ ଦଫା ଦାବୀରେ ନାଗରିକ ସୁରକ୍ଷା କମିଟି ଆହ୍ୱାନରେ ମହାସମ୍ମିଳନୀ…

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବିକାଶ ପ୍ରସଙ୍ଗକୁ ନେଇ ୧୧ ଦଫା ଦାବୀରେ ନାଗରିକ ସୁରକ୍ଷା କମିଟି ଆହ୍ୱାନରେ ଆଜି ରାଉରକେଲା ଭଞ୍ଜଭବନ ପ୍ରେକ୍ଷାଳୟରେ ମହାସମ୍ମିଳନୀ ବରିଷ୍ଠ ସାହିତ୍ୟିକ ଓ ସ୍ତମ୍ଭକାର ଭୂପେନ ମହାପାତ୍ର, ଐତିହାସିକ ଡଃ ପ୍ରଭାତ ମଲ୍ଲିକ ଓ
Read More...

ରାଜ୍ୟସ୍ତରୀୟ ବଡି ବିଲଡିଂ ପ୍ରତିଯୋଗିତା ଆସନ୍ତା ୨୭ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ସମର୍ପଣ ଓ ଓଡିଶା ବଡି ବିଲଡିଂ ଆଣ୍ଡ ଫିଟ୍‌ନେସ୍‌ ଆସୋସିଏସନ୍‌ର ମିଳିତ ଆନୁକୂଲ୍ୟରେ ଏକ ରାଜ୍ୟସ୍ତରୀୟ ବଡି ବିଲଡିଂ ପ୍ରତିଯୋଗିତା ଆସନ୍ତା ୨୭ ତାରିଖ ଦିନ ଭଂଜଭବନଠାରେ ଅନୁଷ୍ଠିତ ହେବ ବୋଲି ରାଉରକେଲା କ୍ଲବରେ ଆୟୋଜିତ ଏକ ସାମ୍ବାଦିକ
Read More...

ଏସ୍‌ବିଆଇରେ ସ୍ୱାସ୍ଥ୍ୟ ସଚେତନତା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ଆମ୍ରି ହସ୍ପିଟାଲ, ଭୁବନେଶ୍ୱର ଆନୁକୂଲ୍ୟରେ ଷ୍ଟେଟ ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ନେଇ ଏସ୍‌ବିଆଇ ରାଉରକେଲା ଟାଉନସିପ୍‌ ଶାଖାରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ସଚେତନତା ଶିବିର ଆର୍‌ବିଓ (ଏସ୍‌ବିଆଇ) ରାଉରକେଲାଙ୍କ ପ୍ରତ୍ୟକ୍ଷ
Read More...

ୟୁରୋପିଆନ ପ୍ରତିନିଧି ଦଳଙ୍କ ରାଉରକେଲା ପରିଦର୍ଶନ

ରାଉରକେଲା, (ସସ୍ମିତା ପ୍ରଧାନ) : ଏକ ୟୁରୋପିଆନ ପ୍ରତିନିଧି ଦଳ (ଜର୍ମାନୀ ଓ ଅଷ୍ଟ୍ରିଆ)ର ରାଷ୍ଟ୍ରଦୂତ ସେଠାକାର ସଂସ୍କୃତି ଓ ଶିକ୍ଷାର ଭାବ ବିନିମୟ ଉଦ୍ଦେଶ୍ୟରେ ରାଉରକେଲାଠାରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ପରିପେକ୍ଷୀରେ ସେଣ୍ଟ୍ରାଲ ପାର୍କଠାରେ ରୋଟାରୀ କ୍ଲବ
Read More...

ଝାରବନ୍ଧରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଜିଲ୍ଲାର ଝାରବନ୍ଧ ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ବରଗଡ଼ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ପ୍ରକଳ୍ପ ନିର୍ଦ୍ଦେଶକ, ପଦ୍ମପୁର ଉପଜିଲ୍ଲାପାଳ, ଝାରବନ୍ଧ ବିଡ଼ିଓ, ତହସିଲଦାର୍ ଓ ସମସ୍ତ
Read More...

ରାସ୍ତା କଡ଼ରୁ ଜବର୍‌ ଦଖଲ୍‌ ହଟାଇଲା ବଲାଙ୍ଗିର ଜିଲ୍ଲା ପ୍ରଶାସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ମୁଖ୍ୟ ରାସ୍ତା କଡ଼ରୁ ଜବର୍‌ ଦଖଲ୍‌ ହଟେଇବା ଆରମ୍ଭ କରିଛି ଆଜି ପ୍ରଶାସନ । ଆଜି ପୂର୍ବାହ୍ନରେ ବଲାଙ୍ଗିର କଚେରୀ ଛକରୁ ପାଟଣାଗଡ଼ ପଟକୁ ଯାଇଥିବା ମୁଖ୍ୟ ରାସ୍ତା କଡ଼ର ଉଠା ଦୋକାନ ସବୁ ରାସ୍ତା ଉପରକୁ ମାଡ଼ି ଆସିଥିବା ବେଳେ ଏହାକୁ ହଟାଇବା
Read More...

ପ୍ରଧାନ ଶିକ୍ଷକଙ୍କ ମନମୁଖୀ କାର୍ଯ୍ୟ ପ୍ରତିବାଦରେ ଉପରବାହାଲ ହାଇସ୍କୁଲ ସମ୍ମୁଖରେ ଗ୍ରାମବାସୀଙ୍କ ବିକ୍ଷୋଭ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଚାଉଳ ବିକ୍ରି କରି ଫାଇଭ-ଟି ସ୍କୁଲ ପାଇଁ ଇନଭର୍ଟର କିଣିଲେ ପ୍ରଧାନ ଶିକ୍ଷକ । ଝାଡୁଦାର ଥାଇ ମଧ୍ୟ ଛାତ୍ରୀମାନେ ସ୍କୁଲ ଗୃହ ସଫା କରୁଛନ୍ତି । ରାତ୍ର ଜଗୁଆଳି ପ୍ରତିଦିନ ସ୍କୁଲକୁ ଆସୁନାହାନ୍ତି । ଅନେକ ସମୟରେ ଶ୍ରେଣୀଗୃହ ଗୁଡିକର କବାଟ ଝରକା ଖୋଲା
Read More...