Daily Archives

ଟିଟିଲାଗଡ଼ ନିକଟସ୍ଥ କୋଇଲା ବୋଝେଇ ଡବଲ ଡାଇମଣ୍ଡ ଟ୍ରେନ ଦୁଇ ଭାଗ ହୋଇ କଟିଲା : ୨ ଘଣ୍ଟା ଧରି ଅଟକିଲା

ଟିଟିଲାଗଡ, (ସଞ୍ଜୟ କୁମାର ସାହୁ) : ଟିଟିଲାଗଡ଼ ନିକଟସ୍ଥ ଖଜୁରପଡ଼ା ରେଳ ଫାଟକ ନିକଟରେ ଡବଲ ଡାଇମଣ୍ଡ ମାଲବାହି ଟ୍ରେନ ଡବା ମଝିରୁ କପ୍ଲିଂ ଛିଣ୍ଡି ଆଠ ଗୋଟି କୋଇଲା ବୋଝେଇ ଡ଼ବା ଅଧାରୁ କଟି ଥିବା ବେଳେ ପ୍ରାୟ ୨ ଘଣ୍ଟା ଧରି କୋଇଲା ମାଲ ବୋଝେଇ ଟ୍ରେନଟି ଅଟକି ରହିଥିଲା । ପାଖାପାଖି
Read More...

ସିନିୟର୍ ସିଟିଜେନ ଆସେମ୍ଳିର ସାମାଜିକ ସେବା କାର୍ଯ୍ୟକ୍ରମ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ୭୭ତମ ସ୍ୱାଧୀନତା ଦିବସ ଅବସରରେ ଲୋଇସିଂହା ସିନିୟର ସିଟିଜେନ ଆସେମ୍ଳି ପକ୍ଷରୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଚିକିତ୍ସିତ ହେଉଥିବା ଇନଡୋର ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା । ଏଥିସହିତ କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟର
Read More...

ସିଲେଇ ଶିକ୍ଷା କେନ୍ଦ୍ର ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହିଳାମାନଙ୍କୁ ସ୍ୱାବଳମ୍ବୀ ଓ ସ୍ୱରୋଜଗାରକ୍ଷମ କରିବା ଲକ୍ଷ୍ୟ ନେଇ ଏକ ସିଲେଇ ଶିକ୍ଷା କେନ୍ଦ୍ର ଟିକ୍ରାପଡା ସ୍ଥିତ ଭଗତସିଂ କ୍ଲବ ନିକଟରେ ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଅଜିତ ପାଲ, ସୁପ୍ରିମ ଟାକ୍ସ ଜେନେରାଲ ହସ୍‌ପିଟାଲ,
Read More...

ଡ. ବି.ଆର୍‌. ଆମ୍ବେଦକର ପାଠାଗାରଠାରେ ୭୭ତମ ସ୍ୱାଧୀନତା ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ତାଲପାଲିପଡ଼ା ସ୍ଥିତ ଡ. ବି.ଆର୍‌.ଆମ୍ବେଦକର ପାଠାଗାରଠାରେ ୭୭ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ସର୍ବ ପ୍ରଥମେ ମୁଖ୍ୟ ଅତିଥି ଭାବେ ଡ.ଅର୍ଜୁନ ମୁଗ୍ରୀ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ ଓ ଗୁରୁଶ୍ରୀ
Read More...

୭୭ତମ ସ୍ୱାଧୀନତା ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଇନ୍ଦିରା ନଗର ସ୍ଥିତ ଶ୍ରୀ ଶ୍ରୀ ଶବରୀ ନାରାୟଣ ମନ୍ଦିର (ଧର୍ମଶାଳା) ପରିସରରେ ୭୭ତମ ସ୍ୱାଧୀନତା ଦିବସ ଅବସରପ୍ରାପ୍ତ ଡାକ କର୍ମଚାରୀ ସଂଘ, ଜୟଦେବ କଳା ସଂସଦ ଓ ବିଶ୍ୱାବସୁ ସଂଘ ବଲାଙ୍ଗିରଙ୍କ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ
Read More...

ଧର୍ମପରାୟଣା ମହିଳା ସରସ୍ୱତୀ ସାହୁଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସହରର କନ୍ଧପାଲିପଡ଼ାର ଜଣେ ଧର୍ମପରାୟଣା ମହିଳାଙ୍କ ପରଲୋକ ହୋଇଯାଇଛି । ମହିଳା ଜଣକ ହେଉଛନ୍ତି କନ୍ଧପାଲିପଡ଼ାର ସରସ୍ୱତୀ ସାହୁ (୯୭) । ବୃଦ୍ଧାବସ୍ଥା ଜନିତ ରୋଗରେ ଦୀର୍ଘ ଦିନ ହେଲା ସେ ପଡ଼ୀତ ଥିଲେ । ଗତ ବିଳମ୍ବିତ ରାତ୍ରୀରେ ତାଙ୍କର
Read More...

ଭୀମଡୁଙ୍ଗୁରୀ ପର୍ଯ୍ୟଟନସ୍ଥଳୀରେ ବନ ମହୋତ୍ସବ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଭୀମଡୁଙ୍ଗୁରୀ ପର୍ଯ୍ୟଟନସ୍ଥଳୀଠାରେ ୭୭ତମ ସ୍ୱାଧୀନତା ଦିବସ ଅବସରରେ ଏକ ସାମୁହିକ ବୃକ୍ଷ ରୋପଣ(ବନମହୋତ୍ସବ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମକୁନ୍ଦପୁର ଗ୍ରାମପଞ୍ଚାୟତ ଓ ବନବିଭାଗର
Read More...

ଲୋଇସିଂହା ବିଧାୟକଙ୍କ ଦ୍ୱାରା ଲୋକାର୍ପିତ ହେଲା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟଯାନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଦୁର୍ଗମ ଅଞ୍ଚଳର ଦରିଦ୍ର ଓ ନିଷ୍ପେସିତ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ଏକ ସ୍ୱାସ୍ଥ୍ୟଯାନ ଲୋଇସିଂହା ବିଧାୟକ ଡ ମୁକେଶ ମହାଲିଙ୍ଗଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି । ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ବିଧାୟକ ଶ୍ରୀ
Read More...

ଫୁଲକିମୁଣ୍ଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଫୁଲକିମୁଣ୍ଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ତରଫରୁ ବୁଧବାର ଖପ୍ରାଖୋଲ ତହସିଲ କାର୍ଯ୍ୟାଳୟ ପରିସରରେ ପ୍ରାୟ ବିଭିନ୍ନ ପ୍ରଜାତି ବୃକ୍ଷ ଯଥା ନିମ୍ୱ, ପିପଲ, ଜାମୁ, କରଞ୍ଜ, କୃଷ୍ଣଚୂଡ଼ା ଆଦି ବୃକ୍ଷ ରୋପଣ କାର୍ଯ୍ୟକ୍ରମ
Read More...

୨ ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା କଲେ ବେଲପଡ଼ା ସରପଞ୍ଚ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ପଂଚାୟତ କାର୍ଯ୍ୟାଳୟଠାରେ ୨ ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା କରିଛନ୍ତି ବେଲପଡା ପଂଚାୟତର ସରପଞ୍ଚ । ଆୟୋଜିତ କାର୍ଯ୍ୟକ୍ରମରେ ବେଲପଡା ପଂଚାୟତ ସରପଂଚ ଖରତ ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ
Read More...