Daily Archives

ରାସ୍ତା ତଳକୁ ଖସିଲା ଚୋରା ଦେଶୀ ମଦ ବୋଝେଇ ସ୍କର୍ପିଓ

ଢେଙ୍କାନାଳ : ରାସ୍ତା ତଳକୁ ଖସିଲା ଚୋରା ଦେଶୀ ମଦ ବୋଝେଇ ସ୍କର୍ପିଓ । ଗାଡିରେ ବୋଝଇ ହୋଇ ଯାଉଥିବା ବିପୁଳ ପରିମାଣରେ ଦେଶୀ ମଦ ସହ ଜଣଙ୍କୁ ଅଟକ ରଖିଛି ଅବକାରୀ ବିଭାଗ । ସୂଚନା ଅନୁସାରେ, ବିଶେଷ ସୁତ୍ରରୁ ଖବର ପାଇ ଶନିବାର ବିଳମ୍ବିତ ରାତିରେ ଢେଙ୍କାନାଳ ଅବକାରୀ ବିଭାଗର ୨ଟି ଟିମ୍
Read More...

ବାପା ଛେଉଣ୍ଡ ୩ ଜଣଙ୍କୁ ଥଇଥାନ କଲା ପ୍ରଶାସନ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବଲଧା ପଞ୍ଚାୟତ ସାନମୂଲା ଗାଁର ବାପା ଛେଉଣ୍ଡ ୩ ପୁଅଙ୍କୁ ଥଇଥାନ କଲା ବ୍ଲକ ପ୍ରଶାସନ । ବଲଧା ପଂଚାୟତ ସାନମୂଳା ଗାଁର ମୃତକ ମହେନ୍ଦ୍ର ଭୋଇଙ୍କ ପତ୍ନୀ ଉର୍ବଶୀ ଭୋଇ । ୫ ପୁଅ ଝିଅଙ୍କ ସହ ସୁରୁଖୁରୁରେ କାଳ
Read More...

ଗୋଦାମ୍‌ରୁ ତାର ଚୋରି କରି ଟାଉନ ପୋଲିସ ହାତରେ ଧରାପଡିଲେ ଦୁଇ ଯୁବକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତାର ଗୋଦାମ୍‌ରୁ ତାର ଚୋରି ଅଭିଯୋଗରେ ଦୁଇ ଜଣଙ୍କୁ ଟାଉନ ପୋଲିସ ଗିରଫ କରିଥିବା ଜଣାପଡିଛି । ଗିରଫ ଦୁଇ ଜଣ ହେଲେ ପୁଇଁନ୍ତଲା ଥାନା ଅନ୍ତର୍ଗତ ଦଶପୁର ଗାଁର ଅଭିଷେକ କୁମ୍ଭାର (୨୨) ଓ ଶାନ୍ତନୁ ମହାନନ୍ଦ (୩୧) । ସୂଚନା ଅନୁସାରେ ଗତ କିଛି ଦିନ ତଳେ
Read More...

ଜନକଲ୍ୟାଣ ମଞ୍ଚର ପ୍ରଭାବ ଯୋଗୁଁ ମରାମତି ହେଲା ରାଜରାସ୍ତା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ କଲ୍ୟାଣପୁର ଓ ଖୋର୍ଦ୍ଧା ପେଟଟନାୟକିଆ ରାସ୍ତା ଅତ୍ୟନ୍ତ ଖରାପ ହୋଇଯାଇଥିଲା । ସବୁବେଳେ ଏହି ରାସ୍ତାରେ ଦୁର୍ଘଟଣା ଘଟି ଲୋକମାନେ ମୃତ୍ୟୁ ମୁଖରେ ପଡୁଥିଲେ । ଏହି ବିଷୟରେ ବାରମ୍ବାର ଗଣମାଧ୍ୟମରେ ପ୍ରକାଶ ପାଉଥିଲେ ମଧ୍ୟ ପୂର୍ତ୍ତ ବିଭାଗ କି
Read More...

ରୋଟାରୀ କ୍ଳବ ତରଫରୁ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଓ ରୋଗୀଙ୍କୁ ଔଷଧ ବିତରଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆନ୍ଧ୍ର ପ୍ରଦେଶର ମଙ୍ଗଳାପାଲେୟମ୍‌ର ଶ୍ରୀଗୁରୁଦେବ ଚାରିଟେବଲ୍ ଟ୍ରଷ୍ଟ ଆନୁକୂଲ୍ୟରେ ତଥା ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ଇଷ୍ଟ୍ ସହାୟତାରେ ଛତ୍ରପୁର ବ୍ଲକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣପୁର ଗ୍ରାମରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର
Read More...

ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ତିନି ଦଫା ଦାବୀ ନେଇ ସ୍ମାରକପତ୍ର ପ୍ରଦାନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘର ରାଜ୍ୟ ଓ ଜିଲ୍ଲା ସଂଘର ଆହ୍ୱାନ କ୍ରମେ ଗଞ୍ଜାମ ବ୍ଲକ ପକ୍ଷରୁ ତିନି ଦଫା ଦାବୀ ରାଜ୍ୟ ମୁଖ୍ୟାଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଗଞ୍ଜାମ ବ୍ଲକର ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନେଇ
Read More...

ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧୀକାରୀଙ୍କ ଅବସର ଗ୍ରହଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧୀକାରୀ ଡକ୍ଟର ସନ୍ତୋଷ କୁମାର ପଣ୍ଡା ଅବସର ଗ୍ରହଣ କରିଛନ୍ତି । ସେ ବଲାଙ୍ଗିର ଜିଲ୍ଲାରେ ନୂତନ ଭାବେ ଯୋଗଦାନ କରିଥିବା ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧୀକାରୀ ଆଲୋକ କୁମାର ନାୟକଙ୍କୁ ଦାୟିତ୍ଵ ହସ୍ତାନ୍ତର
Read More...

ନବବଧୂ ମୃତ୍ୟୁ ଘଟଣା : ଜେଲ ଗଲେ ସ୍ୱାମୀ, ଶ୍ୱଶୁର ଓ ଶାଶୁ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବିବାହର ତିନି ମାସ ନ ପୂରୁଣୁ ଶାଶୁ ଘର ଲୋକେ ଦେଇଥିଲେ ଯୌତୁକ ନିର୍ୟ୍ୟାତନା । ନିର୍ଯ୍ୟାତନା ସହ୍ୟ କରି ନପାରି ଶେଷରେ ବିଷ ପିଇ ଜୀବନ ହାରିଥିଲେ ନବବଧୂ । ଏନେଇ ଝିଅର ବାପ ଘର ପକ୍ଷରୁ ହୁମା ଫାଣ୍ଡିରେ ଏତଲା ଦେଆଯାଇଥିଲା । ଉକ୍ତ ଘଟଣାରେ ସ୍ୱାମୀ
Read More...

ସାଲେଭଟାରେ ୨୦ତମ ଜ୍ଞାନ ବିଜ୍ଞାନ ମେଳା

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ ସାଲେଭଟା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ୨୦ତମ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହାକୁ ବିଦ୍ୟା ମନ୍ଦିର ପରିଚାଳନା ସମିତି କୋଷାଧ୍ୟକ୍ଷ ଅରବିନ୍ଦ ସତପଥି ପ୍ରଦୀପ ପ୍ରଜ୍ୱଳନ ପ୍ରୂର୍ବକ ପୂଜା
Read More...

ସୁବର୍ଣ୍ଣରେଖା ଆନୁକୂଲ୍ୟରେ ଆତ୍ମରକ୍ଷା କୌଶଳ ଓ ବିପର୍ଯ୍ୟୟ ପ୍ରଶମନ ପାଇଁ ଉଦ୍ୟମ ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ସୁବର୍ଣ୍ଣରେଖା ଆନୁକୂଲ୍ୟରେ ବ୍ୟାସ ଭବନ ପରିସରରେ ଏକ ସମୟୋପଯୋଗୀ ତଥା ଉପାଦେୟ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା । ଏଥିରେ ଅନୁଷ୍ଠାନର ସଭାପତି ମନୋରଞ୍ଜନ ଦାସ ପୌରୋହିତ୍ୟତା
Read More...