tur
Daily Archives

ବଡ଼୍‌ ତେଲେନ୍‌ପାଲି କେ ତିନ୍‌ହିଁ ଦିଗୁ ରୁଥୁଛେ ଲୋୟର୍‌ ସୁକ୍‌ତେଲ୍‌ ଡେମ୍‌ ପାଏନ୍‌ : କ୍ଷତିପୂରଣ୍‌ ଦାବୀ ଥି ୩୦ଟା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଡ଼୍‌ ତେଲେନ୍‌ପାଲି କେ ତିନ୍‌ହିଁ ଦିଗୁ ରୁଥୁଛେ ଲୋୟର୍‌ ସୁକ୍‌ତେଲ୍‌ ଡେମ୍‌ ପାଏନ୍‌ । ଇଆଡେ଼ ଯେ ଗାଁର୍‌ ୩୦ଟା ପରିବାର୍‌ କ୍ଷତିପୂରଣ୍‌ ନେଇଁ ପାଏବାର୍‌ ତାଏଲ୍‌ ବଲି ଅଭିଯୋଗ କର୍‌ବାର୍‌ ସାଙ୍ଗେ ଗାଁ ଭୂଇଁ ଛାଡ଼୍‌ବାର୍‌କେ ନାରାଜ୍‌ । ଗାଁ
Read More...

ଯୁବ ଓ କ୍ରୀଡା ମନ୍ତ୍ରଣାଳୟ ଭାରତ ସରକାରଙ୍କ ତରଫରୁ କାର୍ଯ୍ୟକ୍ରମ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବରପାଲି ବରଦାନୀ ଭବନଠାରେ ଭାରତ ସରକାରଙ୍କ ଯୁବ ଓ କ୍ରୀଡା ମନ୍ତ୍ରଣାଳୟର ସହଯୋଗରେ ଆଜି ବରପାଲି ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାଖା ତରଫରୁ ସ୍ୱାସ୍ଥ୍ୟ, ଭଲ ମଣିଷ ଏବଂ କ୍ରୀଡା ଉପରେ ଅଖିଳ ଭାରତୀୟ ସ୍ଥରରେ ଏକ କାର୍ଯ୍ୟକ୍ରମ
Read More...

ତୁରେକେଲା ଏଫ୍‌ପିଓର ଏମ୍‌ଡି ଦିଲ୍ଲୀ ସ୍ଵାଧୀନତା ଦିବସ ସମାରୋହକୁ ଆମନ୍ତ୍ରିତ

ତୁରେକେଲା, (କୈଳାସ ସଗ୍ରିଆ) : ଭାରତ ସରକାରଙ୍କ କେନ୍ଦ୍ରୀୟ ଯୋଜନାରେ ତଥା କାର୍ଯ୍ୟକାରୀ ସଂସ୍ଥା ନାବାର୍ଡ ଏବଂ ସିବିବିଓ ମହାଶକ୍ତି ଫାଉଣ୍ଡେସନ ଦ୍ୱାରା ଗଠିତ ତୁରେକେଲା କୃଷକ ଉତ୍ପାଦକ କମ୍ପାନୀର ପରିଚାଳନା ନିର୍ଦେଶିକା ଶ୍ରୀମତୀ ସ୍ନିଗ୍ଧା ମେହେର ଚଳିତ ବର୍ଷ ଦିଲ୍ଲୀ ସ୍ଵତନ୍ତ୍ରତା
Read More...

ମେହେରମୁଣ୍ଡା ସିଂ କୋଚିଂ ସେଣ୍ଟରଠାରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମେହେରମୁଣ୍ଡା ସିଂ କୋଚିଂ ସେଣ୍ଟରଠାରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସମ୍ବର୍ଦ୍ଧନା ସଭା ରଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ସୈନିକ ସଂଘର ସଂପାଦକ ପ୍ରତାପ ଚନ୍ଦ୍ର ରଥ, ସମ୍ମାନିତ
Read More...

ଗଞ୍ଜାମ ସହର ପାଳିବନ୍ଧ ଅଞ୍ଚଳର ଜଣେ ବୃଦ୍ଧ ନିଖୋଜ ଅଭିଯୋଗ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ସହର ତଳି ଅଞ୍ଚଳ ଲକ୍ଷ୍ମୀପୁର ଗାଁ, ପାଳିବନ୍ଧ ପଞ୍ଚାୟତର ଜଣେ ବୃଦ୍ଧ କେଉଁଆଡ଼େ ଚାଲିଯାଇଛନ୍ତି ବୋଲି ଗଞ୍ଜାମ ସହର ଥାନାରେ ଗତ ୪ ତାରିଖରେ ଅଭିଯୋଗ ଦିଆଯାଇଛି । ଖବର ନେବାରେ ଜଣାଯାଇଛି ଯେ, ଡ଼ି.ବୁଦ୍ଧିଆ ରେଡ୍ଡୀ (୭୪) ଘରେ କଳିକଜିଆ ହୋଇ
Read More...

ଡେଲାଙ୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନବାଗତ ଛାତ୍ରଛାତ୍ରୀଙ୍କ ସ୍ୱାଗତ ଉତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଚଳିତ ଅଗଷ୍ଟ ୧ ତାରିଖ ଦିନ ଡେଲାଙ୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀରେ ନାମ ଲେଖାଇଥିବା ନବାଗତ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଜି ପ୍ରଥମ ଦିନରେ ପ୍ରାୟ ୨୦୦ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।
Read More...

ନକଲି ଇଞ୍ଜିନ ଅଏଲ୍‌ କାରଖାନା ଠାବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ରାଳବରେ ନକଲି ଇଞ୍ଜିନ ଅଏଲ୍‌ କାରଖାନା ଠାବ କରି ୩ ଜଣଙ୍କୁ ଗିରଫ କଲା ପୋଲିସ ।ସୂଚନା ଅନୁସାରେ ସୁକୁଣ୍ଡାରେ ଗୋଳନ୍ଥରା ଓ ବଡ଼ବଜାର ଥାନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୨ ଶହ ଲିଟର ନକଲି ଇଞ୍ଜିନ ଅଏଲ୍, ହଜାରେରୁ ଅଧିକ ଡବା ଜବତ
Read More...

ଛତ୍ରପୁରସ୍ଥ ଗଞ୍ଜାମ ଡିଆରଡ଼ିଏ କ୍ୟାମ୍ପସରେ କାଫେ ଉଦ୍‌ଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ହେଡ଼କ୍ୱାଟରର ଡିଆର୍‌ଡ଼ିଏ କ୍ୟାମ୍ପସରେ ଅତ୍ୟାଧୁନିକ ବ୍ୟଞ୍ଜନ ଧର୍ମି ଖାଦ୍ୟରୁଚି କିଚେନ୍ କେନଟିନ୍ ଅବା ସଦରମହକୁମା ଛତ୍ରପୁରର ଦ୍ୱିତୀୟ "କାଫେ" ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି
Read More...

ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଗଞ୍ଜାମ ଏନ୍‌ଏସି ଇଓ ଅଭିନାଶ ମିଶ୍ର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରର ବିଭିନ୍ନ ୱାର୍ଡରେ ମୁକ୍ତା ଯୋଜନାରେ ଚାଲିଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି ଏନ୍‌ଏସି ଇଓ ଅବିନାଶ ମିଶ୍ର । ୩ ନମ୍ବର ୱାର୍ଡର ଦୁର୍ଗାଦେବୀ ସାହି ପୁଇଁତୋଳା ରୋଡ଼, ୱାର୍ଡ ନଂ ୬ର ପାର୍କିଂ ସ୍ଥଳ, ୫ ନମ୍ବର ୱାର୍ଡର ଭେଣ୍ଡିଙ୍ଗ
Read More...

ସାବଧାନ ଅପରାଧୀ : ସିସିଟିଭି ନଜରରେ ଗଞ୍ଜାମ ସହର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରର ବିଭିନ୍ନ ବିଦ୍ୟୁତ ଖୁଣ୍ଟରେ ଲାଗିଲା ସିସିଟିଭି । ଏବେ ସିସିଟିଭି ନଜରରେ ପୁରା ଗଞ୍ଜାମ ସହର । ସାବାଡ୍‌ ହେବେ ଅପରାଧୀ । ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ନିଜସ୍ୱ ହାତ ପାଣ୍ଠିରୁ ଗଞ୍ଜାମ ସହରରେ ବିଭିନ୍ନ ସ୍ଥାନରେ ସିସିଟିଭି
Read More...