jittmm
Daily Archives

ବଲାଙ୍ଗିର ପାଟଣେଶ୍ୱରୀ ମନ୍ଦିରର ପୁନଃଉଦ୍ଧାର ଦାବୀରେ ଧାରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ କାହିିଁ କେଉଁ କାଳରୁ ପାଟଣାର ଇଷ୍ଟଦେବୀ ମା' ପାଟଣେଶ୍ୱରୀ ପୂଜା ପାଇ ଆସୁଛନ୍ତି । ଏହି ମନ୍ଦିରର ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ସମେତ ସୌଦର୍ଯ୍ୟକରଣକୁ ଗୁରୁତ୍ୱ ଦିଆନଯାଉଥିବାରୁ ଆଜି ଦେବାଳୟ ସୁରକ୍ଷା କମିଟି ପକ୍ଷରୁ ମନ୍ଦିର
Read More...

ଜନ୍ମଦିନରେ ରକ୍ତଦାନ କରି ଉଦାହରଣ ସୃଷ୍ଟି କଲେ ରାଜେନ୍ଦ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ନିଜ ଜନ୍ମ ଦିନରେ ସମାଜସେବୀ ତଥା ସଂଗଠକ ରାଜେନ୍ଦ୍ର ପ୍ରସାଦ ପଣ୍ଡା ରକ୍ତଦାନ କରି ଉଦାହରଣ ସୃଷ୍ଟି କରିଛନ୍ତି । ଆର୍‌ଜିଏଚ୍‌ଠାରେ ରକ୍ତ ଆବଶ୍ୟକ ହେଉଥିବା ଜଣେ ନାବାଳିକା ମଞ୍ଜୁ ମୁଣ୍ଡାରୀ (୧୬)ଙ୍କୁ ଶ୍ରୀ ପଣ୍ଡା ରକ୍ତଦାନ କରି ନିଜର ମହାନତା
Read More...

ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ତିନି ଦଫା ଦାବୀପତ୍ର ପ୍ରଦାନ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଆଜି ତିନି ଦଫା ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଇଓଙ୍କ ଜରିଆରେ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ରିଂଜା ଛକଠାରୁ ଏକ ବିଶାଳ
Read More...

ଫାଇଭ ଟି ସଚିବଙ୍କୁ କଂଗ୍ରେସର ୫ଟି ପ୍ରଶ୍ନ, ସଚିବଙ୍କ ଗସ୍ତକୁ ବିରୋଧ କରିବା ପାଇଁ କଂଗ୍ରେସର ସଜବାଜ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆସନ୍ତା ୭ ତାରିଖ ଦିନ ଫାଇଭ ଟି ସଚିବ ଭି.କେ. ପାଣ୍ଡିଆନ ଲୋଇସିଂହା ବ୍ଲକ ଅଞ୍ଚଳ ଗସ୍ତ କରିବେ । ତେବେ ସଚିବଙ୍କ ଏହି ଗସ୍ତ କାର୍ଯ୍ୟକ୍ରମକୁ ଲୋଇସିଂହା ବ୍ଲକ କଂଗ୍ରେସ ବିରୋଧ କରିବା ସହିତ ଗଣମାଧ୍ୟମ ଜରିଆରେ ସ୍ଥାନୀୟ ସ୍ୱାର୍ଥ ବିଜଡିତ ପାଞ୍ଚଟି ପ୍ରଶ୍ନ
Read More...

ଅସହାୟ ଦମ୍ପତ୍ତିଙ୍କୁ ସହାୟତାର ହାତ ବଢ଼ାଇଲେ ସ୍ୱେଚ୍ଛାସେବୀ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ଖଲିଆପାଲି ଗାଁର ରେଚ ବରିହା ଓ ତାଙ୍କ ପତ୍ନୀ ବାସନ୍ତୀ ବରିହା । ବୟସ ୫୦ ପାଖପାଖି । ଦୀର୍ଘ ୧୫ ବର୍ଷ ହେଲା ଗୋଟିଏ ଛୋଟ ଝାଟିମାଟି କୁଡିଆ ଘରେ ରହି ଆସୁଛନ୍ତି । ଉଭୟଙ୍କ ଆଧାର କାର୍ଡ ଅଥବା ଭୋଟର କାର୍ଡ ଭଳି କୌଣସି ପରିଚୟ ପତ୍ର ନ ଥିବାରୁ
Read More...

ନବ ନିଯୁକ୍ତ ଯୁବ କଂଗ୍ରେସ ସଭାପତି ସମ୍ବର୍ଦ୍ଧିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସର ନବ ନିଯୁକ୍ତ ସଭାପତି ସଂଜୀବ ନାଗଙ୍କୁ ଲୋଇସିଂହା ବ୍ଲକ କଂଗ୍ରେସ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ବ୍ଲକ କଂଗ୍ରେସ ସଭାପତି ଅରବିନ୍ଦ ସାହୁ, ବରିଷ୍ଠ କଂଗ୍ରେସ ନେତା ମୋହିତ ମିଶ୍ର, ଅଶୋକ
Read More...

ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଉଦଯାପିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଉଦ୍‌ଯାପିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପରମାନନ୍ଦ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ
Read More...

ସୁକତେଲ ଡେମରୁ ଗାଇସିଲେଟ ଅଞ୍ଚଳର ଚାଷ ଜମି ପାଇଁ କେନାଲ ମାଧ୍ୟମରେ ପାଣି ଦେବାକୁ ଦାବୀ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିର ମରୁଡି ଓ ଦାଦନ ପ୍ରବଣ ଅଞ୍ଚଳ ଗାଇସିଲାଟ ବ୍ଲକ ସ୍ୱାଧୀନତାର ୭୫ ବର୍ଷ ବିତିଯାଇଥିଲେ ସୁଦ୍ଧା ସବୁ କ୍ଷେତ୍ରରେ ଅବହେଳିତ । ନିର୍ବାଚନ ବେଳେ ନେତାମାନେ ବାରମ୍ବାର ପ୍ରତିଶୃତି ଦେଇ ଭୋଟ ହାତେଇ
Read More...

ଉତ୍କଳ ସ୍ନେହୀ ମହିଳା ସମିତି ଆନୁକୂଲ୍ୟରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ-ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉତ୍କଳ ସ୍ନେହୀ ମହିଳା ସମିତି ଆନୁକୂଲ୍ୟରେ ଛେଣ୍ଡ୍ କଲୋନୀ ସ୍ଥିତ ଗୋପବନ୍ଧୁ ପାଠାଗାର ସଭାଗୃହରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ ସମିତିର ସଭାନେତ୍ରୀ ସବିତା ସାହୁଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି
Read More...

୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ହରିଶଙ୍କର ଗସ୍ତକୁ ନେଇ ଚାଲିଛି ଯୋରଦାର ପ୍ରସ୍ତୁତି

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଆସନ୍ତାକାଲି ଅଗଷ୍ଟ ୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ. ପାଣ୍ଡିଆନ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ତଥା ପଶ୍ଚିମାଞ୍ଚଳର ପ୍ରସିଦ୍ଧ ଶୈବକ୍ଷେତ୍ର ହରିଶଙ୍କର ପୀଠକୁ ଗସ୍ତରେ ଆସୁଥିବା ନେଇ
Read More...