ସିଭିଲ କୋର୍ଟ ପରିସରରେ ସିନିୟର ସିଭିଲ ଜଜ୍ଙ୍କ ପେପରଲେସ୍ କୋର୍ଟ ଉଦ୍ଘାଟିତ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସିଭିଲ କୋର୍ଟ ପରିସରରେ ଆଜି ସକାଳ ୯. ୩୦ରେ ସିନିଅର ସିଭିଲ ଜଜ୍ଙ୍କ ପେପରଲେସ୍ କୋର୍ଟ ଉଦ୍ଘାଟିତ ହୋଇଯାଇଛି । ଆଭାସି ମାଧ୍ୟମରେ ଏହାକୁ ଉଦ୍ଘାଟନ କରିଛନ୍ତି ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡ଼. ଜଷ୍ଟିସ୍ ଏସ୍ ମୁରଲୀଧର, ବଲାଙ୍ଗିର!-->…
Read More...
Read More...