Monthly Archives

July 2023

କଣ୍ଟାବାଞ୍ଜି ବନାଞ୍ଚଳ ପକ୍ଷରୁ ଭାଲୁଖାଇ ଗ୍ରାମଠାରେ ବନ ମହୋତ୍ସବ ପାଳିତ

ବେଲପଡା, (ଭୋଜରାଜ ଦଣ୍ଡସେନା) : ଆଜି ବଲାଙ୍ଗିର ଜିଲ୍ଲାର ବେଲପଡା ଅନ୍ତର୍ଗତ ଭାଲୁଖାଇ ଗ୍ରାମଠାରେ କଣ୍ଟାବାଞ୍ଜି ବନାଞ୍ଚଳ ଦ୍ୱାରା ବନ ମହୋତ୍ସବ ପାଳନ କରାଯାଇଛି । ଏହି ବନ ମହୋତ୍ସବରେ ମୁଖ୍ୟ ଅତିଥି ଭାବରେ ସରପଞ୍ଚ ଶ୍ରୀମତୀ ନିର୍ମା ନାଗ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ
Read More...

ଜରାସିଂହା ବୁଢ଼ିଆଈ ଦେବୀଙ୍କ କାଦୋଯାତ୍ରା ଉଦ୍‌ଯାପିତ

ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ବୁଢ଼ିଆଈ ଦେବୀ ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ଜରାସିଂହାରେ ବହୁ ପ୍ରତୀକ୍ଷିତ କୃଷି ଭିତ୍ତିକ ପର୍ବ ବୁଢ଼ିଆଈ ଯାତ୍ରା ବା କାଦୋଯାତ୍ରା ସୋମବାର ଉଦ୍‌ଯାପିତ ହୋଇଯାଇଛି । ପୂର୍ବ ପ୍ରସ୍ତୁତି ଅନୁସାରେ ସୋମବାର ୧୧ଟା ସମୟରେ
Read More...

୨୨ମାସ ପରେ ପୂରଣ ହେଲା ସ୍ଥାୟୀ ବ୍ଳକ ଶିକ୍ଷା ଅଧିକାରୀ ପଦବୀ

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ ଦେଓଗାଁ ବ୍ଳକ ଶିକ୍ଷା କାର୍ଯ୍ୟାଳୟ ପରିସରରେ ନୂତନ ଭାବେ ଦେଓଗାଁ ବ୍ଳକ ଶିକ୍ଷା ଅଧିକାରୀ ଭାବେ ମମତା ମହାଡ଼ିକ ଯୋଗଦାନ କରିଛନ୍ତି । ତାଙ୍କୁ ଆନୁଷ୍ଠାନିକ ଭାବେ କାର୍ଯ୍ୟାଳୟରେ ବିଆର୍‌ସିସି ଅଜିତ ମିଶ୍ର, ଏବିଇଓ କବିରାଜ ମାଝୀ ସହ ଶିକ୍ଷା
Read More...

କନ୍ଧପାଲିପଡା ବନ୍ଧର ପୁନଃ ଉଦ୍ଧାରକୁ ନେଇ ଜଳ ସତ୍ୟାଗ୍ରହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି କନ୍ଧପାଲିପଡା ବନ୍ଧ ଭିତରେ ବଲାଙ୍ଗିର କ୍ରିୟାନୁଷ୍ଠାନ କମିଟି, ପଡାବାସୀ ଓ କଂଗ୍ରେସ ଦଳ ପକ୍ଷରୁ ବନ୍ଧର ପୁନଃ ଉଦ୍ଧାରକୁ ନେଇ ଜଳ ସତ୍ୟାଗ୍ରହ ଆନ୍ଦୋଳନ ଆପଣାଯାଇଥିବା ଦେଖିବାକୁ ମିଳିଛି । ଏହି ବନ୍ଧର ପାଣି ଉପରେ ତିନୋଟିରୁ ଚାରୋଟି ପଡାବାସୀ ନିର୍ଭର
Read More...

ବୁଡି ଅଞ୍ଚଳରେ ବିଦ୍ୟୁତ ଓ ପାନୀୟ ଜଳ ବନ୍ଦ ପ୍ରସଙ୍ଗ, ବିସ୍ଥାପିତଙ୍କ ପ୍ରତି ପ୍ରଶାସନ ସମ୍ବେଦନହୀନ ନହେଉ : ଲୋଇସିଂହା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ମାଗୁରବେଢାଠାରେ ଚାଲିଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପରେ ବୁଡିବାକୁ ଯାଉଥିବା ଗାଁମାନଙ୍କର ପ୍ରଶାସନ ବିଦ୍ୟୁତ ଓ ପାନୀୟ ଜଳ ସଂଯୋଗ ବିଚ୍ଛିନ୍ନ କରିଦେଉଛି । ଫଳରେ ବିସ୍ଥାପିତ ଲୋକମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଏହି ଘଟଣାରେ
Read More...

ମାହେଶ୍ୱରୀ ସଂଗଠନ ତରଫରୁ ସପ୍ତାହ ବ୍ୟାପୀ ବନମହୋତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାହେଶ୍ୱରୀ ସଂଗଠନ ତରଫରୁ ସପ୍ତାହ ବ୍ୟାପୀ ବନମହୋତ୍ସବ, ସଚେତନତା ଏବଂ ସମ୍ଭାବନାର ପର୍ବ ଗତକାଲି ତୃତୀୟ ଦିନରେ ପହଞ୍ôଚଛି । ତୃତୀୟ ଦିବସରେ ମାହେଶ୍ୱରୀ ମହିଳା ଶାଖାର ସଦସ୍ୟମାନେ ସ୍ୱଧାର ଗୃହକୁ ଯାଇ ସେଠାକାର ଅନ୍ତେବାସୀଙ୍କ ଗହଣରେ ବୃକ୍ଷରୋପଣ ଓ ତାର
Read More...

ରୋଟାରି କ୍ଲବ ରିଭରସାଇଡର ଦଶମ ସ୍ଥାପନା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସମାଜରେ ଅନେକ ବ୍ୟକ୍ତି ବିଶେଷ ନିରବଚ୍ଛିନ୍ନ ଭାବେ ଉତ୍ସର୍ଗୀକୃତ ସେବା ଯୋଗାଇ ଆସୁଛନ୍ତି । ସେମାନଙ୍କୁ କୃତଜ୍ଞତା ଜ୍ଞାପନ ପୂର୍ବକ ସମ୍ମାନିତ କରିବା ରୋଟାରିର ଏକ ବିଶେଷ କର୍ତ୍ତବ୍ୟ ଭାବେ ବିବେଚିତ ହୋଇଥାଏ । ଛେଣ୍ଡ କଲୋନୀ ସ୍ଥିତ ଗୋପବନ୍ଧୁ ପାଠାଗାର
Read More...

ସ୍କୁଲ ସାମ୍ନାରେ ବିପଦ ସଂକୁଳ ଅବସ୍ଥାରେ ଡ୍ରେନ କାର୍ଯ୍ୟ : ସାଧାରଣରେ ଅସନ୍ତୋଷ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଆମ୍ବପାଲି ଗାଁରେ ପୂର୍ତ୍ତ ବିଭାଗ ଦ୍ୱାରା ଚାଲିଥିବା ସ୍କୁଲ ସାମ୍ନାରେ ବିପଦ ସଂକୁଳ ଅବସ୍ଥାରେ ଡ୍ରେନ କାମ ଅସଂପୂଣ୍ଣ ହୋଇ ପଡିରହିଛି କ୍ଷ ଉକ୍ତ ଡ୍ରେନରେ ସ୍କୁଲ ଛାତ୍ରଛାତ୍ରୀମାନେ ଆସୁଥିବା ସମୟରେ ପଡି ଆହତ ହେଉଥିବା
Read More...

ସଇଁତଲାରେ ବିଜେପି ଦଳର ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜେପି ଦଳ ତରଫରୁ ସଇଁତଲା ବ୍ଲକ ଫପସି ନାରୀକଟା କମ୍ୟୁନିଟି ହଲଠାରେ ଗତ ରବିବାର ବିଜେପି ବରିଷ୍ଠ ନେତା ମହେନ୍ଦ୍ର ଠାକୁରଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ସଂଯୁକ୍ତ
Read More...

ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୪ର ତାଲପାଲିପଡାକୁ ପରିଦର୍ଶନ କଲେ ପୌରାଧ୍ୟକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୪ର ତାଲପାଲିପଡାକୁ ପରିଦର୍ଶନ କରିଛନ୍ତି ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ଶ୍ରୀମତୀ ସାହୁ ପରିଦର୍ଶନ କରି ପଡାରେ ଥିବା ବିଭିନ୍ନ ସମସ୍ୟା ଉପରେ ଅବଗତ ହେବା ସହ ସମସ୍ୟାଗୁଡିକର ଶୀଘ୍ର ସମାଧାନ ପାଇଁ
Read More...