ପୁଅ ବୋହୂ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଲେ ମା’ : ଅଭିଯୋଗକୁ ଖଣ୍ଡନ କଲେ ବୋହୂ
ବଲାଙ୍ଗିର, (କେପିଏନ୍ଏସ୍) : ଦୀର୍ଘ ୧୦ ବର୍ଷ ହେଲା ପୁଅ ବୋହୂ ନିର୍ଯାତନା ଦେଉଥିବା ନେଇ ଗତକାଲି ଜଣେ ମହିଳା ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ତାଙ୍କ ବୋହୂ । ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ଶାନ୍ତିପଡ଼ା ନିକଟସ୍ଥ ଚନ୍ଦ୍ରଶେଖରନଗରରେ ।!-->…
Read More...
Read More...