Monthly Archives

July 2023

କଟକ-ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର : କଟକ-ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ମିଳିଥିବା ସୂଚନା ଅନୁସାରେ, କଟକର ତ୍ରିଶୂଳିଆ ଛକରୁ ଭୁବନେଶ୍ୱରର ରାଜଭବନ ଛକ ଯାଏ ୨୪ଟି ସ୍ଥାନରେ ଜିଓ ଟେକନିକାଲ ଇନଭେଷ୍ଟିଗେସନ ହେବ । ଏବେ ୩୦ ଫୁଟ ତଳରୁ ମାଟି ଖନନ କରାଯାଉଛି । ପ୍ରତି ଦେଢ଼ ମିଟର
Read More...

ଗତ ବିଳମ୍ବିତ ରାତିର ବର୍ଷାରେ ବଲାଙ୍ଗିର ମ୍ୟୁନିସିପାଲିଟିକୁ ପଶିଲା ପାଣି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ବିଲମ୍ୱିତ ରାତିରେ ବଲାଙ୍ଗିର ସହରରେ ବର୍ଷା ହୋଇଥିବା ବେଳେ ବଲାଙ୍ଗିର ମ୍ୟୁନିସିପାଲିଟି ଭିତରକୁ ପାଣି ପଶି ଯାଇଥିବା ଦେଖିବାକୁ ମିଳିଛି । ମ୍ୟୁନିସିପାଲିଟି ଭିତରେ ଥିବା ଚେୟାର, ଟେବୁଲ୍ ସବୁ ପାଣିରେ ଭାସୁଥିବା ଦେଖିବାକୁ ମିଳୁଛି । ତେବେ ସହରର
Read More...

ମାଲବାହୀ ରେଳ ଧକ୍କାରେ ୨ ହାତୀ ମୃତ

ପାଟଣା : ମାଲବାହୀ ରେଳ ଧକ୍କାରେ ୨ ହାତୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଦୈତାରୀ ବନାଞ୍ଚଳ ଯଖପୁରା-ବାଂଶପାଳ ରେଳପଥର ଆମ୍ବଧରା ନାଳ ଏବଂ କୋଠଘାଟି ମଧ୍ୟବର୍ତ୍ତୀ ୧୪୧/୧୪-୧୫ ରେଳ ଲାଇନରେ ବିଳମ୍ବିତ ରାତିରେ ହାତୀ ରେଳ ଧାରଣା ପାର ସମୟରେ ମାଲବାହୀ ରେଳଟି ହାତୀ ପଲଙ୍କୁ ଧକ୍କା ଦେଇଥିଲା
Read More...

ଉତ୍ତରପ୍ରଦେଶରେ ପ୍ରବଳ ବର୍ଷା ଏବଂ ବଜ୍ରପାତ ଜନିତ କାରଣ ପାଇଁ ଗତ ୨୪ ଘଣ୍ଟା ମଧ୍ୟରେ ୩୪ ଜଣଙ୍କ ମୃତ୍ୟୁ

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ପ୍ରବଳ ବର୍ଷା ଏବଂ ବଜ୍ରପାତ ଜନିତ କାରଣ ପାଇଁ ଗତ ୨୪ ଘଣ୍ଟା ମଧ୍ୟରେ ୩୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ୧୭ ଜଣଙ୍କର ବଜ୍ରପାତରେ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣଙ୍କର ପାଣିରେ ବୁଡ଼ି ଏବଂ ଅନ୍ୟ ୫ ଜଣଙ୍କର ବର୍ଷା ଯୋଗୁଁ ମୃତ୍ୟୁ ହୋଇଛି ।
Read More...

ବଜ୍ରପାତରେ ୪ ମୃତ, ୨ ଗୁରୁତର

ଭୁବନେଶ୍ୱର : ବଜ୍ରପାତରେ ପୃଥକ ପୃଥକ ସ୍ଥାନରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ହୋଇଥିବା ସୂଚନା ମିଳିଛି । ବୋରିଗୁମ୍ମା ବ୍ଲକ ଅଞ୍ଚଳ ଗାଁରେ ମା’ପୁଅଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି । ବିଲରେ କାମ କରୁଥିବା ବେଳେ ଉଭୟଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ନାଲକୋଥାନା
Read More...

ବିଆଇପିଏଫ୍‌ ବିଦ୍ୟାଳୟରେ ବନ ମହୋତ୍ସବ

ଚୌଦ୍ୱାର : ଚୌଦ୍ୱାର ସ୍ଥିତ ବିଆଇପିଏଫ୍ ବିଦ୍ୟାଳୟରେ ବନ ମହୋତ୍ସବ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ନିହାର ରଞ୍ଜନ ଭୁୟାଁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ୟ୍ୟାକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ଫୁଲ, ଫଳ ଏବଂ ଔଷଧିୟ ବୃକ୍ଷର ଚାରା ରୋପଣ
Read More...

ଭୟଙ୍କର ଦୁର୍ଘଟଣା : ବସ୍‌କୁ ପଛପଟୁ ଧକ୍କା ଦେଲା ଟ୍ରକ୍‌

ଆନନ୍ଦପୁର : ଓଡିଶାରେ ଲଗାତାର ଭାବେ ଘଟିଚାଲିଛି ଦୁର୍ଘଟଣା । ବିଳମ୍ବିତ ରାତିରେ ଆନନ୍ଦପୁର ସାତକୋଶିଆ ଘାଟିରେ ଯାତ୍ରୀବାହୀ ବସ୍‌କୁ ପଛପଟୁ ଧକ୍କା ଦେଲା ଚାଉଳ ବୋଝେଇ ଟ୍ରକ୍‌ । ସୂଚନା ଅନୁଯାୟୀ ବିଳମ୍ବିତ ରାତିରେ ସାଇଶଙ୍କର ବସ(ଓଡି୧୧ ଇ୩୭୯୨) ନିଜ ଗନ୍ତବ୍ୟସ୍ତଳକୁ ଫେରୁଥିଲା । ସେହି
Read More...

ସ୍କୁଲ୍ ଭ୍ୟାନ୍ ଧକ୍କାରେ ବାଇକ୍ ଚାଳକ ମୃତ

ବ୍ରହ୍ମବରଦା : ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଭୁବନ ନଦୀ ବନ୍ଧ ରାସ୍ତାରେ ସ୍କୁଲ୍ ଭ୍ୟାନ୍ ଧକ୍କାରେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଯୁବକ ଜଣକ ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ କଦମପାଳ ଗ୍ରାମର ଅମନ ମହାନ୍ତି ବୋଲି ଜଣାପଡ଼ିଛି । ଦୁର୍ଘଟଣା ଘଟାଇବା ପରେ
Read More...

ଓଡ଼ିଶା ଜର୍ଣ୍ଣାଲିଜିମ୍‌ ଆୱାର୍ଡ-୨୦୨୩ରେ ସମ୍ମାନିତ ହେବେ ୬ଜଣ ବରିଷ୍ଠ ସାମ୍ବାଦିକ

ଭୁବନେଶ୍ୱର : ନୂଆଦିଲ୍ଲୀର ‘ପଲ୍ଲୀବାଣୀ ମିଶନ’ ପକ୍ଷରୁ ଦିଆଯାଉଥିବା ଓଡ଼ିଶା ଜର୍ଣ୍ଣାଲିଜିମ୍‌ ଆୱାର୍ଡ ଚଳିତ ମାସ ୨୨ ତାରିଖରେ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍‌ ସେଣ୍ଟରରେ ପ୍ରଦାନ କରାଯିବ । ପୁରସ୍କୃତ ହେବେ ଓଡ଼ିଶାର ୬ଜଣ ବରିଷ୍ଠ ସାମ୍ବାଦିକ । ଗତ ୫ ବର୍ଷ ହେଲା ପ୍ରଦାନ
Read More...

ଯୁକ୍ତ ୨ ନାମଲେଖା ପାଇଁ ଗ୍ରହଣ କରାଯିବ ହ୍ୱାଟସ୍‌ଆପ୍‌ରେ ଇଣ୍ଟିମେସନ୍‌ ଲେଟର : ୧୩ ତାରିଖ ଯାଏଁ ଚାଲିବ ଆଡମିସନ୍

ଭୁବନେଶ୍ୱର : ଯୁକ୍ତ ୨ ନାମଲେଖା ପାଇଁ ହ୍ୱାଟସ୍‌ଆପ୍‌ ଇଣ୍ଟିମେସନ୍‌ ଲେଟର ଗ୍ରହଣ କରାଯିବ । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ହାୟାର ସେକେଣ୍ଡାରୀ ସ୍କୁଲ୍‌ର ଅଧ୍ୟକ୍ଷଙ୍କୁ ଚିଠି ହୋଇଛି । ନାମଲେଖାଇବା ପାଇଁ ପ୍ରଥମ ମେଧା ତାଲିକାରେ ସ୍ଥାନ ପାଇଥିବା
Read More...