ରେଳ ଉପଭୋକ୍ତା ସଂଘ ତରଫରୁ ରେଳ ଷ୍ଟେସନ ପରିଦର୍ଶନ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ରେଳ ଉପଭୋକ୍ତ ସଂଘର ସଭାପତି ତଥା ଜେଡ୍ଆରୟୁସିସି ସଭ୍ୟ ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ଟିମ୍ କାଲି ହଠାତ୍ ରେଳ ଷ୍ଟେସନକୁ ଯାଇ ପ୍ରତ୍ୟକ୍ଷ ଭାବରେ ଯାତ୍ରୀମାନଙ୍କ ସମସ୍ୟା ବୁଝିଥିଲେ । ୯୨ ବର୍ଷ ହେଉଥିବା ରେଳ ଷ୍ଟେସନରେ!-->…
Read More...
Read More...