Monthly Archives

July 2023

ଅସହାୟ ବୃଦ୍ଧଙ୍କୁ ଉଦ୍ଧାର କଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ

ବଲାଙ୍ଗିର ଗାନ୍ଧୀନଗରପଡା ଆକ୍ସିସ ବ୍ୟାଙ୍କ ନିକଟରୁ ଗତରାତିରେ ଜଣେ ଅସହାୟ ବୃଦ୍ଧଙ୍କୁ ଉଦ୍ଧାର କରିଛି ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ । ଅସହାୟ ବୃଦ୍ଧ ଜଣକ ଗତ ଦୁଇଦିନ ତଳେ ପ୍ରବଳ ବର୍ଷା ହେବା ଯୋଗୁଁ କେଉଁ ଆଡୁ ଆସି ଗାନ୍ଧୀନଗରପଡା ଆକ୍ସିସ୍‌ ବ୍ୟାଙ୍କ ନିକଟରେ ଥିବା ଏକ ଅସ୍ଥାୟୀ
Read More...

ଟ୍ରକକୁ ଧକ୍କା ଦେଲା କାର, ଅଢେଇ ଟନ୍‌ ଟମାଟୋ ଲୁଟି ନେଇ ଫେରାର୍‌ ହୋଇଗଲେ କାର୍‌ ଆରୋହୀ

ବେଙ୍ଗାଲୁରୁ : କର୍ଣ୍ଣାଟକ ଠାରେ ଟ୍ରକରୁ ଟମାଟୋ ଚୋରିର ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଅଛି । ଟମାଟୋ ନେଇ ଯାଉଥିବା ଏକ ଟ୍ରକକୁ ଗୋଟିଏ କାର ଧକ୍କା ଦେଇଥିଲା । ଆଉ ଦୁର୍ଘଟଣା ପରେ କାରରେ ଥିବା ଯୁବକମାନେ ଟ୍ରକରୁ ଅଢେଇ ଟନ୍‌ ଟମାଟୋ ନେଇ ଫେରାର୍‌ ହୋଇଯାଇଛନ୍ତି । ପୁଲିସ ଠାରୁ ମିଳିଥିବା
Read More...

ଓଡ଼ିଶା ଷ୍ଟେଟ୍ ବ୍ରିଗେଡ ବିଦ୍ୟାଳୟର ଶ୍ରେଣୀ ଗୃହ କୋଠା ଉଦ୍‌ଘାଟନ

ମ.ରାମପୁର,(ହେମନ୍ତ ସାହୁ ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ଅନ୍ତର୍ଗତ ସିମାନ୍ତବର୍ତ୍ତି ପଞ୍ଚାୟତ ମୋହନଗିରି ଠାରେ ଆଜି ଓଡ଼ିଶା ଷ୍ଟେଟ୍ ବ୍ରିଗେଡ ବିଦ୍ୟାଳୟର ଶ୍ରେଣୀ ଗୃହ କୋଠା ଉଦ୍‌ଘାଟନ ହେଇ ଯାଇଛି । ମେନେଜିଙ୍ଗ ଟ୍ରଷ୍ଟି ବିବତ୍ସି ପୋଢ଼ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି
Read More...

ଖପ୍ରାଖୋଲ ଅଞ୍ଚଳରେ ବିଦ୍ୟୁତ ବିଭ୍ରାଟ ଯୋଗୁଁ ଜନସାଧାରଣ ହନ୍ତସନ୍ତ : ଘନଘନ ବିଦ୍ୟୁତ କାଟ ଯୋଗୁଁ ଲୋକେ ତ୍ରାହି ତ୍ରାହି…

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ସବଷ୍ଟେସନ ଅଞ୍ଚଳରେ ଦୀର୍ଘ ଦିନ ହେଲାଣି ବିଦ୍ୟୁତ ବିଭ୍ରାଟ ଲାଗି ରହୁଥିବାରୁ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି । ଘନଘନ ବିଦ୍ୟୁତ୍‌ କାଟ୍‌ ଯୋଗୁଁ ଲୋକେ ତ୍ରାହିତ୍ରାହି ଡାକୁଛନ୍ତି । ଅଘୋଷିତ ବିଦ୍ୟୁତ୍‌ କାଟ ଏଠାକାର ନିତିଦିନିଆ
Read More...

ମହାନ ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନଙ୍କ ସ୍ମୃତି ପୀଠର ବିକାଶ କରାଯିବ

ତାଳଚେର ମେଡିକାଲ୍ କଲେଜ୍‌ ପବିତ୍ର ମୋହନଙ୍କ ନାମରେ ନାମିତ ହେବ ଭୁବନେଶ୍ୱରରେ ହେବ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଭୁବନେଶ୍ୱର : ଓଡିଶା ପ୍ରଜାମଣ୍ଡଳ ଆନ୍ଦୋଳନର ଅଗ୍ରଗଣ୍ୟ ସାରଥି, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମହାନ ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନ ସ୍ୱାଧିନତା ତଥା ସ୍ୱାଧିନତା
Read More...

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା କରାଯାଉଥିବା ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ସମୀକ୍ଷା କଲେ…

ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ୧୮ ହଜାରରୁ ଅଧିକ ଅଭିଯୋଗ ଗ୍ରହଣ କରାଯାଇଛି : ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କଲେ ୫ଟି ସଚିବଜନ ଅଭିଯୋଗ ଶୁଣାଣିକୁ ଅଗ୍ରାଧିକାର ଦିଅ : ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ-ସବୁ ବିଭାଗ, ଜିଲ୍ଲା କର୍ତ୍ତୃପକ୍ଷ
Read More...

ଟିଟିଲାଗଡ଼ ସହରର ବୁଦ୍ଧିଜୀବୀମାନଙ୍କୁ ନେଇ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ଆଲୋଚନାଚକ୍ର ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳାଠାରେ ଟିଟିଲାଗଡ଼ର ବିଧାୟିକା ତଥା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ସଭାପତିତ୍ୱରେ ଟିଟିଲାଗଡ ସହରର ବୁଦ୍ଧିଜୀବୀମାନଙ୍କୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି
Read More...

ସେକେଣ୍ଡ ହେଣ୍ଡ ବାଇକ୍‌ ବିକିବା ବାହାନାରେ ୬୫ ହଜାର ଟଙ୍କା ଠକେଇ, ଗିରଫ୍‌ କଲା ପୋଲିସ

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ସେକେଣ୍ଡ୍‌ ହେଣ୍ଡ୍‌ ବାଇକ୍‌ ବିକିବା ବାହାନାରେ ଜଣେ ଅଭିଯୁକ୍ତ ୬୫ ହଜାର ଟଙ୍କା ଠକି ନେଇଥିବା ବେଳେ ପୁଇଁନ୍ତଲା ପୁଲିସ ଅଭିଯୁକ୍ତକୁ ଗିରଫ୍‌ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଭେଡେ଼ନ୍‌
Read More...

ବଲାଙ୍ଗିର ସହରର ରାଜୀବନଗରରେ ବେଆଇନ ରନ୍ଧା ମଦ କାରବାରରେ ଜଣଙ୍କୁ ଗିରଫ କଲା ଟାଉନ ପୁଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ରାଜୀବନଗରର ଏକ ଘରେ ଚଢାଉ କରି ଟାଉନ ପୁଲିସ ମଦ ଜବତ କରିଛି । ଏହି ଘଟଣା ରେ ଜଣେ ଯୁବକକୁ ଗିରଫ କରାଯାଇଛି । ଗିରଫ ଯୁବକ ଜଣକ ହେଲା ଗୌର ସାହୁ । ସୂଚନା ଅନୁସାରେ ଗୌର ବେଆଇନ ଭାବରେ ମଦ ବିକ୍ରି କରୁଥିବା ନେଇ ଟାଉନ ପୁଲିସ ଖବର ପାଇଥିଲା ।
Read More...

ଡାକ୍ତର ଶ୍ରୀମତୀ ସୁସ୍ମିତା ଦାଶଙ୍କ ମହନୀୟତା

ବରଗଡ଼, (କେପିଏନ୍‌ଏସ୍‌) : ବରଗଡ଼ ଜିଲ୍ଲା କଟାପାଲି ଗ୍ରାମର ମାନିନୀ ଜାଲ ଅତି କମ ବୟସରେ ନିଜ ପିତାଙ୍କୁ ହରାଇ ବାପ ଛେଉଣ୍ଡ ହୋଇଯାଇଥିଲେ । ଘରେ ଗୋଟେ ଛୋଟ ଭାଇ ଆଉ ମା' । ମା' ଦିନ ମଜୁରୀ କାମ କରି ପରିବାର ପୋଷଣ କରୁଥିବା ବେଳେ ଝିଅର ପାଠ ପଢ଼ିବାର ଇଚ୍ଛା ଥିବା ସତ୍ୱେ ଅର୍ଥ ଅଭାବରୁ
Read More...