Monthly Archives

July 2023

ବିଜେଡିରେ ଯୋଗଦେଲେ ଶତାଧିକ ବିଜେପି କର୍ମକର୍ତ୍ତା

ବେଲପଡା, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ବେଲପଡା ବ୍ଲକ ସରପଞ୍ଚ ସଂଘ ସଭାପତି ତଥା ବେଲପଡା ସରପଞ୍ଚ ଓ କପାଣି ସରପଞ୍ଚ ଏବଂ ବେଲପଡା ବ୍ଲକ ଅନ୍ତର୍ଗତ ବିଜେପିର ୧୧୦ ଜଣ କର୍ମକର୍ତ୍ତା ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ
Read More...

୧୪ରୁ ବଲାଙ୍ଗିରରେ ରାଜ୍ୟ ସିନିଅର ବ୍ୟାଡମିଣ୍ଟନ ର‍୍ୟାଙ୍କିଂ ପ୍ରତିଯୋଗିତା

ସାରା ରଜ୍ୟରୁ ଭାଗନେବେ ୧୩୦ରୁ ଉର୍ଦ୍ଧ୍ୱ ପୁରୁଷ ଓ ମହିଳା ଖେଳାଳି୧୪ରେ ଉଦ୍‌ଘାଟନ, ୧୬ରେ ଉଦ୍‌ଯାପନୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ଜୁଲାଇ ୧୪ ତାରିଖରୁ ବଲାଙ୍ଗିର ସ୍ଥିତ ପିଆର୍‌ ହାଇସ୍କୁଲ ଇନ୍‌ଡୋର୍‌ ବ୍ୟାଡମିଣ୍ଟନ ଷ୍ଟାଡିଅମ୍‌ରେ ଓଡିଶା ସିନିଅର ବ୍ୟାଡମିଣ୍ଟନ
Read More...

ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନରେ କାର୍ଯ୍ୟରତ ସ୍ୱୟଂ ସହାୟକ ଦଳର ମହିଳାମାନଙ୍କୁ ନେଇ ଦକ୍ଷତା ବିକାଶ ତାଲିମ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌର ପରିଷଦ ତରଫରୁ ସ୍ଥାନୀୟ ସାମ୍ବାଦିକ ଭବନଠାରେ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନରେ କାର୍ଯ୍ୟରତ ସ୍ୱୟଂ ସହାୟକ ଦଳର ମହିଳାମାନଙ୍କୁ ନେଇ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସହର ବିକାଶ ବିଭାଗର ଯୁଗ୍ମ
Read More...

ଭାଜପା ସଂଯୁକ୍ତ ମୋର୍ଚ୍ଚା ବୈଠକରେ ଯୋଗ ଦେବେ ରାଜ୍ୟ ସଭାପତି ମନମୋହନ ସାମଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟିର ମହାଜନ ସମ୍ପର୍କ ଯାତ୍ରା ପରିପ୍ରେକ୍ଷୀରେ ଆସନ୍ତା ୧୮ ତାରିଖ ଦିନ ପଦ୍ମପୁର ଠାରେ ଭାଜପା ପାର୍ଟି ତରଫରୁ ଆୟୋଜିତ ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀରେ ରାଜ୍ୟ ସଭାପତି ମନମୋହନ ସାମଲ ଯୋଗ ଦେବେ ବୋଲି ପାର୍ଟି କାର୍ଯ୍ୟାଳୟ ତରଫରୁ
Read More...

ଅଗଷ୍ଟ ମାସ ପାଇଁ ଜିଲ୍ଲା ପ୍ରଶାସନର ଜନ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଗଷ୍ଟ ମାସ ପାଇଁ ଜିଲ୍ଲା ପ୍ରଶାସନର ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଛି । ସୂଚନା ଅନୁସାରେ ଅଗଷ୍ଟ ୦୭ ତାରିଖ ସୋମବାର ଦିନ ସକାଳ ଘ ୧୦.୩୦ ମି ସମୟରେ ଜିଲ୍ଲା ମୁଖ୍ୟାଳୟଠାରେ ଅନୁଷ୍ଠିତ ହେବ । ସେହିପରି ୧୪ ତାରିଖ ସୋମବାର ଦିନ ସକାଳ ଘ ୧୦.୩୦
Read More...

ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ସମୀକ୍ଷା ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣି) : ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଭାଗୃହରେ ଏକ ସମୀକ୍ଷା ବୈଠକ ହୋଇଯାଇଛି । ଏଥିରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ପଦ୍ମପୁର ଉପଜିଲ୍ଲାପାଳ ସଦାକର କୁମ୍ଭାର, ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ୬ଟି ବ୍ଲକର ବିଡିଓ, ଏନ୍‌ଏସି କାର୍ଯ୍ୟନିର୍ବାହୀ
Read More...

ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ଵାରା ପରିଚାଳିତ ଜବାହାର ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ଆରମ୍ଭ ହୋଇଛି । ସେମାନେ ଅନଲାଇନରେ www.navodaya.gov.inରେ ଅଗଷ୍ଟ ମାସ ୧୦ ତାରିଖ ମଧ୍ୟରେ ଆବେଦନ କରିବାକୁ ନବୋଦୟ ବିଦ୍ୟାଳୟ ସମିତି
Read More...

ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ଓ ପନିପରିବାର ଆକାଶଛୁଆଁ ଦରବୃଦ୍ଧି ନିୟନ୍ତ୍ରଣ କରିବା ଦାବୀରେ ସିପିଆଇଏମ୍‌ର…

ରାଉରକେଲା, (ସସ୍ମିତା ପ୍ରଧାନ) : ସିପିଆଇଏମ୍, ରାଉରକେଲା ଆଂଚଳିକ କମିଟି ପକ୍ଷରୁ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ଯଥା ଖାଇବା ତେଲ, ଡାଲି, ଆଳୁ, ପିଆଜ, ମସଲା ଓ ପନିପରିବାର ଆକାଶଛୁଆଁ ଦରବୃଦ୍ଧି ଯୋଗୁଁ ସାଧାରଣ ଲୋକଙ୍କ ଦୈନଦିନ ଜୀବନ ଦୁର୍ବିସହ ହୋଇପଡ଼ିଛି । କରୋନା ମହାମାରୀ ପରେ
Read More...

ଜୁନିୟର ରେଡକ୍ରସ ତରଫରୁ ଛାତ୍ରୀଙ୍କୁ ମେଡିକାଲ ଖର୍ଚ୍ଚ ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ମାୟାବର୍ହା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଢୁଥିବା ଜଣେ ଛାତ୍ରୀଙ୍କୁ ଭାରତୀୟ ରେଡକ୍ରସ ତରଫରୁ ମେଡିକାଲ ଖର୍ଚ୍ଚ ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଉକ୍ତ ସ୍କୁଲର ଅଷ୍ଟମ ଶ୍ରେଣୀରେ ପଢୁଥିବା ଶ୍ୱେତା ଘିବେଲା ନାମକ ଜୈନିକ ଛାତ୍ରୀ ଖେଳ
Read More...

ମନିଗାଁ ଗ୍ରାମ ପଞ୍ଚାୟତର ଆବାସ ଯୋଜନା ପ୍ରଦାନରେ ମହାଦୁର୍ନୀତି ପ୍ରତିବାଦରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼,( ସଞ୍ଜୟ କୁମାର ନାୟକ) ; ଟିଟିଲାଗଡ ବ୍ଲକ ଅନ୍ତର୍ଗତ ମନିଗାଁ ଗ୍ରାମ ପଞ୍ଚାୟତର ଆବାସ ଯୋଜନା ବଣ୍ଟନରେ ମହା ଦୁର୍ନୀତି ଅଭିଯୋଗ କରି ଟିଟିଲାଗଡ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ସିବିଆଇ ତଦନ୍ତ ଦାବି କରି ବସିଛନ୍ତି ମନିଗାଁ ଗ୍ରାମର ଆଦିତ୍ୟ ସାହୁ। ପୁର୍ବରୁ
Read More...