Monthly Archives

July 2023

ଭାଲୁ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର

ନୂଆପଡ଼ା : ଭାଲୁ ଆକ୍ରମଣରେ ବାପାଙ୍କ ଜୀବନ ଚାଲିଯାଇଥିବା ବେଳେ ପୁଅ ଗୁରୁତର ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ସକାଳୁ ବାପ-ପୁଅ ଗାଧୋଇ ଯାଇଥିବା ବେଳେ ଏକ ଭାଲୁ ଆସି ଉଭୟ ବାପ ପୁଅଙ୍କୁ ଆକ୍ରମଣ କରିଥିଲା । ଫଳରେ ବୃଦ୍ଧ ବାପା ଘନଶ୍ୟାମ ପଟେଲ (୭୦)ଙ୍କ ମୃତ୍ୟୁ ହୋଇଥିବା ବେଳେ
Read More...

ତୁରେକେଲାଠାରେ କ୍ଲଷ୍ଟରସ୍ତରୀୟ ବୈଠକ ଅନୁଷ୍ଠିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ତୁରେକେଲା କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ନେଇ ଶନିବାର ଦିନ ତୁରେକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ
Read More...

ଘଣ୍ଟବାହାଲି କ୍ଳବ୍‌ ଓ କଲେଜ ପ୍ରିନ୍‌ସିପାଲ୍‌ଙ୍କ ଘରୁ ଡକାୟତି ଘଟଣାର ପର୍ଦାଫାଶ, ଜଣେ ନାବାଳକ ସହ ୬ ଜଣିଆ ଡକାୟତି…

ଢୋଲ, ନିଶାନ , ତାସା,ଏସି, ବାଇକ, ପିସ୍ତଲ ସହ ମାରଣାସ୍ତ ଜବତ ହୋଇଥିବା ସାମ୍ବାଦିକ ସମ୍ବିଳନୀ ସୂଚନା ଦେଲେ ଟିଟିଲାଗଡ଼ ଏସଡ଼ିପିଓ ଅଙ୍କିତା କୁମ୍ଭାର ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅଞ୍ଚଳରୁ ଜଣେ ନାବାଳକ ସହ ୬ ଜଣିଆ ଡକାୟତି ଗ୍ୟାଙ୍ଗକୁ ଗିରଫ
Read More...

ଜିଲ୍ଲା ନିୟୋଜନ କାର୍ଯ୍ୟାଳୟଠାରେ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ, ସୁବର୍ଣ୍ଣପୁରଠାରେ “ବିଶ୍ୱ ଯୁବ ଦକ୍ଷତା ଦିବସ” ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାସ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଅଚ୍ୟୁତ ସିଂ, ଜିଲ୍ଲା ମଙ୍ଗଳ
Read More...

ହସ୍ତତନ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ଓ ବିଭାଗୀୟ ସମୀକ୍ଷା ବୈଠକ ସହ କ୍ଷେତ୍ର…

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରିତା ସାହୁ ଏକଦିବସୀୟ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ବିଭାଗୀୟ କାର୍ଯ୍ୟାଳୟରେ ସମସ୍ତ ବିଭାଗୀୟ ଉନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଜିଲ୍ଲାରେ ବୁଣାକାରମାନଙ୍କ ଉଦ୍ଦେଶ୍ୟରେ
Read More...

ବିଜୁ ଏକ୍ସପ୍ରେସ ୱେରେ ଦୁର୍ଘଟଣା ଜଣେ ମୃତ, ଜଣେ ଗୁରୁତର

ନୂଆପଡା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ବୋଡେ଼ନ ଥାନା ଅନ୍ତର୍ଗତ ରଜନା ଗାଁ ପାଖ ବିଜୁ ଏକ୍ସପ୍ରେସ ୱ୍ୱେରେ ରାତି ୯ଟା ସମୟରେ ଏକ ମର୍ମନ୍ତୁଦ ବାଇକ ଦୁର୍ଘଟଣା ହୋଇଯାଇଛି । ଉକ୍ତ ଦୁର୍ଘଟଣାରେ ବୋଲଦା ଗ୍ରାମର ଜଲନ୍ଧର୍ କରୁଆଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଥିବା ବେଳେ  ଜଗମୋହନ
Read More...

ଖପ୍ରାଖୋଲ ସରପଞ୍ଚ ଏବଂ ଦୁଇ ସମାଜସେବୀଙ୍କ ମହତ କାର୍ଯ୍ୟ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଛତିଶଗଡରୁ ହରିଶଙ୍କର ଆସିଥିବା କିଛି ଭୋଲବମ୍‌ ଶ୍ରଦ୍ଧାଳୁ ୪ ଜଣ ପୁରୁଷ, ୪ ଜଣ ମହିଳା ଏବଂ ୪ ଜଣ ଛୋଟ ଛୋଟ ଛୁଆ । ଏମାନଙ୍କ ଗାଡି ଖରାପ ହୋଇଯାଇଥିବାରୁ ସେମାନେ ଘରକୁ ଫେରି ନ ପାରି ବର୍ତ୍ତମାନ ଖପ୍ରାଖୋଲରେ ରହିଯାଇଥିଲେ । ଖପ୍ରାଖୋଲ ଅଞ୍ଚଳରେ ବର୍ତ୍ତମାନ
Read More...

ମାଟି ତଳୁ ନାବାଳକର ମୃତଦେହ ଉଦ୍ଧାର, ଦୁଇ ଦିନ ଆଗରୁ ପୋତିଥିଲା ଜିଆରପି

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳରେ ଶନିବାର ଦିନ ଜଣେ ନାବାଳକର ମୃତଦେହ ମାତି ତଳୁ ଉଦ୍ଧାର କରା ଯାଇଛି । ନାବାଳକ ଜଣକ ହେଲେ କଣ୍ଟାବାଞ୍ଜିର ଲଳିତ ଜୈନ (୧୩) । ସୂଚନା ଅନୁସାରେ ଲଳିତ ଗତ ଗୁରୁବାର ଦିନ ସକାଳୁ ଘରୁ କୁଆଡେ ଚାଲିଯାଇଥିଲେ । ପରିବାର
Read More...

ବଲାଙ୍ଗିରରେ ବିଶ୍ଵ ମ୍ୟାଲେରିଆ ମାସ ପାଳିତ : ସଂପୂର୍ଣ୍ଣ ମ୍ୟାଲେରିଆ ନିରାକରଣ ଉପରେ ଗୁରୁତ୍ଵାରୋପ

ଜିଲ୍ଲାର ସମସ୍ତ ଅନୁଷ୍ଠାନରେ ପ୍ରତ୍ୟେକ ଶନିବାର ପାଳନ ହେବ ସ୍ୱଚ୍ଛତା ଦିବସ ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାର ସମସ୍ତ ସରକାରୀ ତଥା ବେସରକାରୀ ଅନୁଷ୍ଠାନରେ ଏଣିକି ପ୍ରତ୍ୟେକ ଶନିବାର ପାଳନ ହେବ ସ୍ଵଚ୍ଛତା ଦିବସ । ସମସ୍ତ ଅନୁଷ୍ଠାନରେ ହେବ ସଫେଇ । ଏହା ସମସ୍ତ ବିଭାଗର
Read More...

ଭାଙ୍ଗିଲା ନିମ୍ନମାନର କେନାଲ : ସମସ୍ୟା ଭୋଗୁଛନ୍ତି ଚାଷୀ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ଚଳିତବର୍ଷ ପ୍ରଥମ ଥର ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପର ତିଖାଲି ଠାରୁ କେନାଲରେ ପାଣି ଛାଡ଼ିଲା । ପ୍ରଥମ ପାଣିରେ ବାଗବାହଲ୍ ସ୍ଥିତ କେନାଲ ଭାଙ୍ଗିଗଲା । କେନାଲ କାର୍ଯ୍ୟଟି ଅତି ନିମ୍ନମାନର ହୋଇଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଥିଲା । ଏବେ
Read More...