Monthly Archives

July 2023

ବଲାଙ୍ଗିର ଅମଲା ସଙ୍ଘ ତରଫରୁ ଅମଲା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ଅମଲା ଦିବସ ଏହି ଉଦ୍ଦେଶ୍ୟରେ ବଲାଙ୍ଗିର ଜିଲ୍ଲା ଶାଖା ତରଫରୁ ଅମଲା ଭବନ ଠାରେ ଏକ ସଭା ସହ ଵୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶା ଅମଲା ସଂଘର ପୂର୍ବତନ ସଭାପତି ଶତ୍ରୁଘ୍ନ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ
Read More...

ଗୁଳିକାଣ୍ଡରେ ଗୁରୁତର ଆହତ ହୋଇଥିବା ମହିଳା ଗାୟତ୍ରୀ ବେହେରାଙ୍କୁ ବଡ଼ମେଡ଼ିକାଲରେ ବିଧାୟକ ଶ୍ରୀକାନ୍ତ ସାହୁ…

ବ୍ରହ୍ମପୁର, ( କେ. ସତ୍ୟନାରାୟଣ ରେଡ୍ଡୀ ) : ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ୍ ଛକ ନିକଟରେ ଗୁଳିକାଣ୍ଡରେ ଗୁରୁତର ଆହତ ହୋଇଥିବା ମହିଳା ଗାୟତ୍ରୀ ବେହେରା ବ୍ରହ୍ମପୁର ବଡ଼ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି । ଏମ.କେ.ସି.ଜି ମେଡ଼ିକାଲ ବ୍ରହ୍ମପୁରଠାରେ ଚିକିତ୍ସିତ ହେଉଥିବା ବେଳେ ପୋଲସରା
Read More...

ନରସିଂହଙ୍କ କରକମଳରେ ତେଲି ଭବନର ଭିତ୍ତିପ୍ରସ୍ତର ସ୍ଥାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଶାନ୍ତିପଡ଼ାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ କରକମଳରେ ତେଲି ଭବନର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ତୈଳିକ ବୈଶ୍ୟ ସମାଜ ପକ୍ଷରୁ ଆୟୋଜିତ ଉତ୍ସବରେ ସମାଜର ଶତାଧିକ ପୁରୁଷ ମହିଳା ଏକତ୍ରିତ
Read More...

ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ସଚେତନତା ଦେଲେ ବିଧାୟକ ଶ୍ରୀକାନ୍ତ ସାହୁ

ବ୍ରହ୍ମପୁର, ( କେ.ସତ୍ୟନାରାୟଣ ରେଡ୍ଡୀ ) : ପୋଲସରା ବ୍ଲକ୍ ଅନ୍ତର୍ଗତ ମଥୁରା ଗ୍ରାମର କଲ୍ୟାଣମଣ୍ଡପ ଠାରେ ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ରବିବାର ଦିନ ସକାଳେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗ ଦେଇ ଉପସ୍ଥିତ
Read More...

ଦୀନରଘୁ ମେହେର ହାଇସ୍କୁଲଠାରେ ବିଦାୟ ଓ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ

ବେଲପଡା, (ଭୋଜରାଜ ଦଣ୍ଡସେନା) : ଆଜି ବେଲପଡ଼ା ସ୍ଥିତ ଦୀନରଘୁ ମେହେର ଉଚ୍ଚ ବିଦ୍ୟାଳୟଠାରେ ସମସ୍ତ ମାଧ୍ୟମିକ ପ୍ରଧାନ ଶିକ୍ଷକ ଓ ବରିଷ୍ଠ ବିଜ୍ଞାନ ଶିକ୍ଷକଙ୍କୁ ନେଇ ବେଲପଡ଼ା ବିଇଓଙ୍କ ଆହ୍ୱାନକ୍ରମେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡାଙ୍କ ସଭାପତିତ୍ୱ ଓ
Read More...

ମୋବାଇଲ ଟର୍ଚ୍ଚରେ ଚାଲିଛି ଚିକିତ୍ସା : ସାଧାରଣ ଲୋକଙ୍କ ଅଭିଯୋଗ

ବେଲପଡା, (ଭୋଜରାଜ ଦଣ୍ଡସେନା) : ସରକାର ଲୋକଙ୍କ ଉପଯୁକ୍ତ ଚିକିତ୍ସା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ତାହା ଯାଉଛି କୁଆଡେ ବୋଲି ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି । ଆଜି ବେଲପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ସୂଚନା
Read More...

ଘଣ୍ଟାଏରୁ ଉର୍ଦ୍ଧ୍ୱ ସମୟ ଟ୍ରେନ୍‌କୁ ଅଟକାଇଲେ ଗ୍ରାମବାସୀ : ପାଣି ଜମି ରହୁଥିବା ଅଭିଯୋଗ

ରାଇରଙ୍ଗପୁର : ଟ୍ରେନ୍‌କୁ ଅଟକାଇଲେ ଗ୍ରାମବାସୀ । ଟାଟା ବାଦାମ ପାହାଡ଼ ମେମୁ ପାସେଞ୍ଜର ଟ୍ରେନ୍‌କୁ ଗୋରୁମୋହିସାଣି ଷ୍ଟେସନ ନିକଟସ୍ଥ ବଡ଼ମୌଦା ଗ୍ରାମରେ ଅଟକାଇଲେ ଗ୍ରାମବାସୀ । ଗୋଳାପୋଲରେ ପାଣି ଜମି ରହୁଥିବା ଅଭିଯୋଗ ନେଇ ୧ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଅଟକି ରହିଛି ଟ୍ରେନ୍‌ । ଗୋଳାପୋଲରେ
Read More...

ଭଞ୍ଜନଗର ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ଉତ୍ୟକ୍ତ ଜନତାଙ୍କ ରାସ୍ତାବରୋଧ ସହ ବିକ୍ଷୋଭ ପ୍ରଦର୍ଶନ ବ୍ରହ୍ମପୁର, ( କେ.ସତ୍ୟନାରାୟଣ ରେଡ୍ଡୀ ) : ଭଞ୍ଜନଗର ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଶନିବାର ଦିନ ମୃତ୍ୟୁ ହୋଇଥିବା ଜଣାପଡିଛି । ଜେଲ୍‌ରେ ପୋଲିସ ତାଙ୍କୁ ମାଡ଼ ମାରି ମାରିଦେଇଛନ୍ତି, ବୋଲି ପରିବାର ଲୋକେ ଅଭିଯୋଗ
Read More...

୧୦ ବସ୍ତା ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର

କୋରାପୁଟ : କୋରାପୁଟ ଜିଲ୍ଲା ପାଡ଼ୁଆ ଥାନା ପାଡାଲପୁଟ ଗାଁରୁ ୧୦ ବସ୍ତା ଗଞ୍ଜେଇ ଜବତ କରିଛି ପୁଲିସ । ଜବତ ଗଞ୍ଜେଇ ୨୦୩ କେଜି ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ଅନୁମାନ କରୁଛି । ତେବେ ଏହି ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବ୍ୟକ୍ତିଙ୍କୁ
Read More...

ପିକ୍‌ଅପ୍ ଭ୍ୟାନ୍ ଧକ୍କାରେ ଶିଶୁକନ୍ୟା ମୃତ

ମୋହନା : ପିକ୍‌ଅପ୍ ଧକ୍କାରେ ଶିଶୁକନ୍ୟା ମୃତ । ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ଅଡ଼ବା ଥାନା ଗଣ୍ଡାଗୁଡ଼ା ଗାଁରେ । ମୃତକ ହେଲେ ସେହି ଗାଁର ଲୁସିଆନ ନାୟକଙ୍କ ଝିଅ ଦୀପ୍ତି ନାୟକ । ଶିଶୁ କନ୍ୟାର ମୃତ୍ୟୁ ପରେ ଉତ୍ତେଜିତ ଗାଁ ଲୋକେ ପିକ୍‌ଅପ୍‌ ଗାଡ଼ିର ଡ୍ରାଇଭରକୁ ମାଡ଼ ମାରିଥିଲେ ।
Read More...