Monthly Archives

July 2023

କଳାହାଣ୍ଡି ବେସରକାରୀ କଲେଜ ଶିକ୍ଷକ ସଂଘର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ବେସରକାରୀ କଲେଜ ଶିକ୍ଷକ ସଂଘର ପରିବର୍ଦ୍ଧିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରଫେସର ରଘୁନାଥ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂଘର ରାଜ୍ୟ ସଂଗଠନ ସମ୍ପାଦକ ପ୍ରଫେସର ପ୍ରଣୟ
Read More...

ପ୍ୟାଲେସ୍‌ ଲାଇନ୍‌ ସ୍ଥିତ ମୀନା ଟେଣ୍ଟ ହାଉସ୍‌ ପରିସରରେ ବଲାଙ୍ଗିର ନଗର ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ପ୍ୟାଲେସ୍‌ ଲାଇନ୍‌ ସ୍ଥିତ ମୀନା ଟେଣ୍ଟ ହାଉସ୍‌ ପରିସରରେ ବଲାଙ୍ଗିର ନଗର ବିଜେଡି ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନସାସଂଦ ଏବଂ ରାଜ୍ୟ ବିଜେଡି ବରିଷ୍ଠ ଉପସଭାପତି ଅନଙ୍ଗ ଉଦୟ
Read More...

ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ସାଧାରଣ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସାମାଜିକ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ଏକ ସାଧାରଣ ବୈଠକ ସ୍ଥାନୀୟ କୋଶଳ କଳା ମଣ୍ଡଳରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆଗାମୀ ଦିନରେ ଅନୁଷ୍ଠାନ ତରଫରୁ ବ୍ୟାପକ ଭାବରେ ଅସହାୟଙ୍କ ମୁହଁରେ ହସ ଫୁଟେଇବା ପାଇଁ
Read More...

ବର୍ଷା ଋତୁ କବିଙ୍କୁ କରେ ସୃଜନ ମନସ୍କ

ରାଉଳକେଲା, (ସସ୍ମିତା ପ୍ରଧାନ) : ବର୍ଷା ଏକ ମୋହିନୀ ଶବ୍ଦ, ଏକ ମିଠା ଅବବୋଧ, ପ୍ରକୃତିର ଏକ ମହାନ ଦାନ ସମଗ୍ର ଜୀବ ଜଗତ ପାଇଁ । ପ୍ରକୃତିର କବରୀରୁ ଟୋପା ଟୋପା ବର୍ଷା ବିନ୍ଦୁ ଝରି ପଡ଼ିଲେ କବିର ହୃଦୟ ତନ୍ତ୍ରୀ ହୁଏ ଝଙ୍କୃତ, ମନ ଅଗଣା ହୁଏ ତରଙ୍ଗାୟିତ । ବର୍ଷା ସ୍ୱୟଂ ଏକ କବିତା, ଏକ
Read More...

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରସନର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୨ଟା ମଧ୍ୟରେ ରାଜ୍ୟ ସଂଘର ସମ୍ପାଦକ ସନ୍ତୋଷ କୁମାର ସାହୁଙ୍କ ଆବାହନ କ୍ରମେ ସଭାନେତ୍ରୀ ଶାନ୍ତିଲତା ସାହୁଙ୍କ ଅଧ୍ୟକ୍ଷତାରେ ପରାମର୍ଶଦାତା ଦିଲ୍ଲୀପ ବହିଦାର, ରାଜ କିଶୋର ସାହୁ, ଭୁବନେଶ୍ୱର ଦ୍ୱିବେଦୀ, ଆଚାର୍ଯ୍ୟ ସୁଚିତ୍ର
Read More...

ଜାମୁଟପାଲିରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ୍‌ ଥାନା ଅନ୍ତର୍ଗତ ଜାମୁଟପାଲି ଗ୍ରାମ ପଞ୍ଚାୟତ ପରିସରରେ ଗାଇସିଲେଟ୍‌ ଥାନା ପକ୍ଷରୁ ଆମ ପୋଲିସ ସମିତି ବୈଠକ ଥାନାଧିକାରୀ ପ୍ରଶାନ୍ତ କୁମାର ସାମଲଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଥାନାଧିକାରୀ ଶ୍ରୀ
Read More...

ପଦ୍ମପୁର ଶିଶୁ ବାଟିକା ବିଭାଗରେ ମାତୃ ସମ୍ମିଳନୀ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶିଶୁ ବାଟିକା ବିଭାଗରେ ମାତୃ ସମ୍ମଳନୀ ଅନୁଷ୍ଠିତ ହୋଇ ଯାଇଛି । ଏହି ସମ୍ମିଳନୀରେ ସ୍ଥାନୀୟ ସଭାପତି ପୃଥିରାଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
Read More...

ସିର୍‌ଜିନା ସମ୍ମାନ ପାଇବେ ବିଶିଷ୍ଟ କବି ହେମନ୍ତ ଦୀପ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସିରଜିନା କାର୍ଯ୍ୟାଳୟରେ ସଭାପତି ରାଜୁ ଘିବେଲାଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଗୋବିନ୍ଦ ପାଣିଗ୍ରାହୀଙ୍କୁ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ରୂପେ ଗ୍ରହଣ କରାଯାଇଛି । ଆସନ୍ତା ମାସ ଅଗଷ୍ଟ ଏକ ତାରିଖ ମଙ୍ଗଳବାର ଦିନ ଗୁରୁ
Read More...

ଉପରବାହାଲ ଗାଁରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଉପରବାହାଲ ଗ୍ରାମର ଯୁବ କଲ୍ୟାଣ ଯୁବକ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ଖେଳପଡିଆ ଓ ଗୋଚର ଜମିରେ ବୃକ୍ଷ ରୋପଣ କରାଯାଇଛି । ସଙ୍ଘର ସଦସ୍ୟମାନଙ୍କ ଉଦ୍ୟମ କ୍ରମେ ପ୍ରାୟ ୧୭୨ଟି ବିଭିନ୍ନ ଚାରାଗଛ ଲଗାଯାଇଥିଲା । ସଦସ୍ୟ ଆନନ୍ଦ ବିଶ୍ଵାଳ, ମହାଦେବ
Read More...

ବଲାଙ୍ଗିରର ଜେଏସ୍‌ଏମ୍‌ ବାଣିଜ୍ୟ ଏବଂ କଳା କଲେଜ ଦ୍ୱାରା ବୃକ୍ଷ ରୋପଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବୃକ୍ଷ ରୋପଣ ମହତ୍ୱପୂର୍ଣ୍ଣ ଅଟେ କାରଣ ଏହା ଆମର ଖାଦ୍ୟପେୟ ଏବଂ ନିଶ୍ୱାସ ପ୍ରଶ୍ୱାସ ନେବା ପାଇଁ ଆମର ମୌଳିକ ଆବଶ୍ୟକତା ସହିତ ଜଡିତ ଅଟେ । ଏହି ଆବଶ୍ୟକତା ବ୍ୟତୀତ, ବୃକ୍ଷ ରୋପଣ ବିବିଧତା ସଂରକ୍ଷଣ କରନ୍ତି, ଜଳ ସଂରକ୍ଷଣ କରନ୍ତି, ମାଟି ସଂରକ୍ଷଣ କରନ୍ତି
Read More...