Monthly Archives

July 2023

ସହରରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା : ଜମିଥିବା ପାଣିର ନିଷ୍କାସନ ପାଇଁ ତୁରନ୍ତ ପଦକ୍ଷେପ ନେଲେ ପୌର ଅଧ୍ୟକ୍ଷା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଗତ ଦୁଇ ଦିନ ହେଲା ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ବେଳେ ଆଜି ଏହି ବର୍ଷା ଯୋଗୁଁ ସହରର ବିଭିନ୍ନ ସ୍ଥାନରେ ପାଣି ଜମିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ବଲାଙ୍ଗିର ପୌର ଅଧ୍ୟକ୍ଷା ସଙ୍ଗେ ସଙ୍ଗେ ପୌର କର୍ମଚାରୀମାନଙ୍କୁ ସାଙ୍ଗରେ
Read More...

କ୍ରିଷ୍ଣମ୍ ଅନୁଷ୍ଠାନ ଦ୍ଵାରା ଆୟୋଜିତ ଷଷ୍ଠ ଚକ୍ରଧାରୀ ନୃତ୍ୟ ଉତ୍ସବ-୨୦୨୩ ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : କଳା ଓ ସଂସ୍କୃତିର ସହର ରାଉରକେଲାରେ ଶାସ୍ତ୍ରୀୟ ନୃତ୍ୟ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିବା ନୃତ୍ୟାନୁଷ୍ଠାନ 'କ୍ରିଷ୍ଣମ୍‌'ର ଷଷ୍ଠ ଚକ୍ରଧାରୀ ନୃତ୍ୟ ଉତ୍ସବ-୨୦୨୩ 'ମ୍ୟୁଜିକ ସର୍କଲ'ର ମେହେର ଭବନ ପରିସରରେ ମହାସମାରୋହରେ
Read More...

ସାଗରପାଲିଠାରେ ରାସ୍ତା କଡରେ ଅଟକି ଥିବା ଟ୍ରକ୍‌କୁ ପଛ ପଟୁ ପିଟିଲା ଏକ ଟ୍ରକ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାଗରପାଲିଠାରେ ରାସ୍ତା କଡରେ ଅଟକି ଥିବା ଟ୍ରକ୍‌କୁ ପଛ ପଟୁ ପିଟିଛି ଏକ ଟ୍ରକ୍ । ଏଥିରେ ଟ୍ରକ୍ ଡ୍ରାଇଭର୍ ଗୁରୁତର ହୋଇ ପଡ଼ିଥିବା ବେଳେ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ସୂଚନାରୁ ପ୍ରକାଶ
Read More...

ତରଭା ବ୍ଲକ୍‌ରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଜିଲ୍ଲାର ବ୍ଲକ୍‌ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ତରଭା ବ୍ଲକ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି
Read More...

ଯୁବକଙ୍କୁ ପିଟିପିଟି ହତ୍ୟା କରିଥିବା ଘଟଣାରେ ଜଣେ ଅଭିଯୁକ୍ତ ଗିରଫ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ଥାନା ହଲଦୀମୁଣ୍ଡା ଗ୍ରାମରେ ଗତ ଗୁରୁବାର ଦିନ ଜଣେ ଯୁବକଙ୍କୁ ଠେଙ୍ଗା ଓ ପଥରରେ ପିଟିପିଟି ହତ୍ୟା କରିଥିବା ନେଇ ପରିବାର ଲୋକେ ସିନାପାଲି ଥାନାରେ ଅଭିଯୋଗ କରିଥିଲେ । ମୃତ ଯୁବକ ଜଣକ ହଲଦୀମୁଣ୍ଡା ଗ୍ରାମର ଗଗନ ମାଝି ବୋଲି
Read More...

ଅବସ୍ଥା ଶୋଚନୀୟ ହେବା ପରେ ବଲାଙ୍ଗିର ପୌରପାଳିକାର ଚେତା ପଶିଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅବସ୍ଥା ଶୋଚନୀୟ ହେବା ପରେ ବଲାଙ୍ଗିର ପୌରପାଳିକାର ଚେତା ପଶିଛି । ସହରର ଅନେକ ସ୍ଥାନରେ ଡ୍ରେନ୍‌ଗୁଡ଼ିକ ଜାମ୍‌ ହୋଇ ଯାଇଥିବା ବେଳେ ମ୍ୟୁନିସିପାଲିଟି କାର୍ଯ୍ୟାଳୟରୁ ପାଟଣା ଛକକୁ ଲାଗିଥିବା ଡ୍ରେନ୍‌ରେ ପାଣି ନିସ୍କାସନ ହୋଇ ନପାରିବାରୁ ବାଧ୍ୟ ହୋଇ
Read More...

ପାଇକମାଲ ସମସ୍ୟା : ମତେ ଯେତେ ମାଠିବୁ ମାଠ ମୁଁ ସେହି ଦରପୋଡା କାଠ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ପୀଠ ଅବସ୍ଥିତ ପାଇକମାଲ ସହରର ମୁଖ୍ୟରାସ୍ତା, ଗଳିକନ୍ଦିର ସମସ୍ୟାର ସମାଧାନ ହୋଇପାରୁ ନାହିଁ । ଯେତେ ଯାହା ସମସ୍ୟାକୁ ପଞ୍ଚାୟତ ସମିତିରେ ଉପସ୍ଥାପନ କଲେ ମଧ୍ୟ ଜନ
Read More...

ବଲାଙ୍ଗିର ସହରରେ ଲାଗି ରହିଛି ଝଡ଼ି ବର୍ଷା : ଜାମ୍‌ ହେବାରେ ଲାଗିଛି ଡ୍ରେନ୍‌ଗୁଡିକ, ମରାମତି ପାଇଁ ସାଧାରଣରେ ଦାବୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲଘୁଚାପ ଯୋଗୁଁ ସାରା ଓଡ଼ିଶାରେ ବର୍ଷା ଲାଗି ରହିଥିବା ବେଳେ ଗତକାଲି ଠାରୁ ବଲାଙ୍ଗିର ସହରରେ ଝଡ଼ି ବର୍ଷା ଲାଗି ରହିଛି । ସହରର ଅନେକ ସ୍ଥାନରେ ଡ୍ରେନ୍‌ଗୁଡ଼ିକ ଜାମ୍‌ ହୋଇ ଯାଇଥିବା ଫଳରେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଂଚଳବାସୀ ।
Read More...

ବିଧାୟକ ପାଣ୍ଠିରୁ ୬୫ ଗୋଟି ପ୍ରକଳ୍ପ ପାଇଁ କାର୍ଯ୍ୟଦେଶ ବଣ୍ଟନ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍‌ ସଭାଗୃହଠାରେ ଆଜି ବିଧାୟକ ପାଣ୍ଠିରୁ ବ୍ଲକ୍‌ର ବିଭିନ୍ନ ପଞ୍ଚାୟତର ୬୫ଗୋଟି ପ୍ରକଳ୍ପର କାର୍ଯ୍ୟଦେଶ ଆଜି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ବଙ୍ଗୋମୁଣ୍ଡା ବିଡ଼ିଓ ରିପୁନାଥ
Read More...

ଶିବତଲା ସେବା ଶାନ୍ତି ସଙ୍ଗଠନ ତରଫରୁ ବନ ମହୋତ୍ସବ ୨୦୨୩ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିବତଲା ସେବା ଶାନ୍ତି ସଙ୍ଗଠନ ତରଫରୁ ବନ ମହୋତ୍ସବ ଶିବତଲା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ପାଳନ କରାଯାଇଛି । ଶିବତଲା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଶୁଭ‌ ଶାନ୍ତି ମାଝୀ, ନାଏବ ସରପଞ୍ଚ ନିରଞ୍ଜନ ମେହେର, ମୋ ବିଦ୍ୟାଳୟ ଅଭିଯାନ କମିଟି
Read More...