Monthly Archives

July 2023

ଚନ୍ଦନଭାଟି ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ କାର୍ଯ୍ୟକ୍ରମ : ଯୋଗ ଦେଲେ ବିଧାୟକ ନରସିଂହ

ବଲାଙ୍ଗିର, (କେପିଏନଏସ୍‌) : ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ଚନ୍ଦନଭାଟି ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଧାୟକ ଶ୍ରୀ ମିଶ୍ର ଏହି ଉପଳକ୍ଷେ ବୃକ୍ଷ
Read More...

ତାଲପାଲିପଡା ବନ୍ଧରେ ଜଳ ସତ୍ୟାଗ୍ରହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସହରର ତାଲପାଲି ପଡା ବନ୍ଧରେ ୱାର୍ଡ ନଂ ୪ କ୍ରିିୟାନୁ୍‌ଷ୍ଠାନ କମିଟି, କଂଗ୍ରେସ ଦଳ ଓ ତାଲପାଲିପଡାବାସୀଙ୍କ ଦ୍ୱାରା ଜଳ ସତ୍ୟାଗ୍ରହ କରାଯାଇଥିବା ଦେଖିବାକୁ ମିଳିଥିଲା । ତେବେ ଏହି ଜଳ ସତ୍ୟାଗ୍ରହରେ ବନ୍ଧର ପୁନଃ ଉଦ୍ଧାର ପାଇଁ
Read More...

ପୂର୍ଣ୍ଣାଙ୍ଗ ରୂପ ନେଇଛି ଲୋୟର୍‌ ସୁକ୍‌ତେଲ୍‌ ପ୍ରକଳ୍ପ

ବଲାଙ୍ଗିର ମାଟିର ସ୍ୱପ୍ନ ଆଜି ସାକାର ହୋଇଛି । ଲୋୟର୍‌ ସୁକ୍‌ତେଲ୍‌ ପ୍ରକଳ୍ପ ଆଜି ପୂର୍ଣ୍ଣାଙ୍ଗ ରୂପ ନେଇଛି । ଲହଡ଼ା ମାରୁଛି ଲୋୟର ସୁକତେଲ ଡ୍ୟା୍‌ମରେ ଭରପୁର ପାଣି । ବଲାଙ୍ଗିରର ଜୀବନ ରେଖା କୁହାଯାଉଥିବା ଲୋୟର୍‌ ସୁକ୍‌ତେଲ୍‌ ଡ୍ୟାମ୍‌ ଏବେ ସମୃଦ୍ଧ ହେବାରେ ଲାଗିଛି । ଏଭଳି
Read More...

ମାୟାବର୍ହା ହାଇସ୍କୁଲକୁ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କ ପରିଦର୍ଶନ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମାୟାବର୍ହା ହାଇସ୍କୁଲକୁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ା. ରାଧାକାନ୍ତ ଗଡତିଆ ପରିଦର୍ଶନ କରିଛନ୍ତି । ପ୍ରଧାନଶିକ୍ଷକ ରବିଚନ୍ଦ୍ର ପଶାୟତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ସ୍କୁଲ ହାଉସ
Read More...

ଖରିଫ ଧାନ ପଞ୍ଜିକରଣ ପାଇଁ ପ୍ରଚାର କଲେ ସମ୍ପାଦକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ୧୫ ଜୁଲାଇଠାରୁ ଆରମ୍ଭ ହୋଇଯାଇଛି । ଖରିଫ ଧାନ ବିକ୍ରି ପାଇଁ ନାମ ପଞ୍ଜିକରଣ କରିବା ଲାଗି ଲଉଡ଼ିଦରହା ସେବା ସମବାୟ ସମିତି ଅଧୀନରେ ଥିବା
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବିଭିନ୍ନ ଗ୍ରାମ ପଞ୍ଚାୟତର ବିଭିନ୍ନ ଗାଁଗୁଡ଼ିକରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ବିଷୟରେ ଦୁର୍ନୀତି ଘଟୁଛି । ଜନସାଧାରଣଙ୍କ କହିବା ମୁତାବକ ତେଲିଆ ମୁଣ୍ଡରେ ତେଲ ହେଉଛି । ଯେଉଁମାନେ ପ୍ରଧାନମନ୍ତ୍ରୀ ଆବାସ ଗୃହ ପାଇଛନ୍ତି
Read More...

ଜନ ସଚେତନତାରେ ହିଁ ସଂକୀର୍ତନ ସଂସ୍କୃତିର ସୁରକ୍ଷା ସମ୍ଭବ : ଜିଲ୍ଲା ସଂକୀର୍ତନ ସଂସ୍କୃତି ଜାଗରଣ ଉତ୍ସବରେ ମତ ପ୍ରକାଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାବ ଭକ୍ତିର ସମ୍ମିଶ୍ରଣ ହେଉଛି ସଂକୀର୍ତନ ମାତ୍ର ସମ୍ପ୍ରତି ସଂକୀର୍ତନ ଧୀରେ ଧୀରେ ଅପସଂସ୍କୃତି ଆଡକୁ ଠେଲି ହୋଇଯାଉଥିବା ବେଳେ ବରଗଡ଼ ଜିଲ୍ଲା ପାଇକମାଲ ନୃସିଂହନାଥ ପୀଠରେ ଜିଲ୍ଲା ସଂକୀର୍ତନ ପରିଷଦ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ସଂକୀର୍ତନ ସଂସ୍କୃତି
Read More...

ଅଟୋ ଚାଳକଙ୍କ ପାଇଁ ଜାତୀୟ ସଡ଼କ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଟୋ ଚାଳକଙ୍କ ପାଇଁ ଜାତୀୟ ସଡକ ସୁରକ୍ଷା ସଚେତନତା ଶିବିର ସେକ୍ଟର -୭ ସ୍ଥିତ ସିୟର ୟୁନିୟନ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ସହଯୋଗରେ ସ୍ୱଚ୍ଛାସେବୀ ଅନୁଷ୍ଠାନ ଆଦର୍ଶ ଓ ରାଜ୍ୟ ପରିବହନ
Read More...

ରାଜ୍ୟସ୍ତରୀୟ ପ୍ରତିଭା ଅନ୍ୱେଷଣ ତଥା ସମ୍ବର୍ଦ୍ଧନା ମହୋତ୍ସବ ୨୦୨୩ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ କଲୋନୀ ସ୍ଥିତ ଗୋପବନ୍ଧୁ ପାଠାଗାରଠାରେ ଓଡିଶା ସଂସ୍କୃତି କଳା ଏକାଡେମୀ ଓ ସଙ୍ଗୀତ ମୂର୍ଚ୍ଛନା ଭୁବନେଶ୍ୱର ଅନୁଷ୍ଠାନ ତରଫରୁ ରାଜ୍ୟସ୍ତରୀୟ ପ୍ରତିଭା ଚୟନ ଏବଂ ସମ୍ବର୍ଦ୍ଧନା ମହୋତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଏହି ସମାରୋହରେ ଓକା ଆଇଡଲ
Read More...

ଅମୃତ ସରୋବରରେ ମେସିନ ଦ୍ୱାରା କାମ ଓ ରୟତି ଜମିରେ ମନରେଗା ପୋଖରୀ ଖନନ ଅଭିଯୋଗ ଉଠାଇଲେ ସମିତି ସଭ୍ୟା : କାର୍ଯ୍ୟ…

ସଇଁତଲା, (ପ୍ରମୋଦ ସେଲମା) : ସରକାର ମନରେଗା ଯୋଜନା ମାଧ୍ୟରେ ଶ୍ରମିକମାନଙ୍କୁ କର୍ମନିଯୁକ୍ତି ଯୋଗାଇବା ସହ ବ୍ୟକ୍ତିଗତ ଓ ସାମୁହିକ ପ୍ରକଳ୍ପଗୁଡିକ ହାତକୁ ନେଇ ନୂତନ କାର୍ଯ୍ୟ କରାଯିବା ସହିତ ପୁରାତନ କାର୍ଯ୍ରଗୁଡିକର ରକ୍ଷଣାବେକ୍ଷଣ ପୁନଃଉଦ୍ଧାର ଭଳି କାଯ୍ୟ କରାଯାଉଥିବା ବେଳେ ମନରେଗା
Read More...