ପାଣି ଅଭାବ ଯୋଗୁଁ ନୁହେଁ ପରିଚାଳନାଗତ ତୃଟି ଯୋଗୁଁ ବଡ଼ବନ୍ଧକୁ ୪ମାସ ହେଲା ଜଳ ଯୋଗାଣ ବନ୍ଦ : ସାଧାରଣରେ ଅସନ୍ତୋଷ
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡ଼ବନ୍ଧ ପଞ୍ଚାୟତ କୌଣସି ପାହାଡ଼, ପର୍ବତ ଘେରା ଗାଁ ନୁହେଁ, ଖୋଦ ସୋନଗଡ଼ ନଦୀ କୂଳରେ ଅଛି । ହେଲେ ଗତ ୪ମାସ ହେଲା ଜଳ ଯୋଗାଣ ହେଉନାହିଁ ବୋଲି ଗାଁର ଲୋକମାନେ ଅଭିଯୋଗ କରିଛନ୍ତି । ୪ମାସ ହେଲା ପାଇପ ଯୋଗେ ପାଣି ନ ପାଇବା ବିଷୟରେ!-->…
Read More...
Read More...