Daily Archives

କଂଟାବାଂଜି ବନ ବିଭାଗ ଦ୍ୱାରା ୭୪ତମ ବନ ମହୋତ୍ସବ ପାଳିତ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଫରେଷ୍ଟ ରେଂଜ ଦ୍ୱାରା ୭୪ତମ ବନ ମହୋତ୍ସବର ୪ର୍ଥ ଦିବସ ମଂଗଲବାର ଦିନ ପାଳିତ ହୋଇଯାଇଛି । ଏହା ତୁରେକେଲା ସ୍ଥିତ ରାଜୁ ରିଜର୍ଭ ଫରେଷ୍ଟ ଅନ୍ତର୍ଗତ ଗୁଂଚିଯୋର ଠାରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ତୁରେକେଲା ଅଂଚଳ ଏସିଆ
Read More...

୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ୫-ଟି ସଚିବ ଭି.କେ.ପାଣ୍ଡିଆନ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କରି ପାତାଳୀ ଶ୍ରୀକ୍ଷେତ୍ର ପରିଦର୍ଶନ କରିବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପାତାଳୀ ଶ୍ରୀକ୍ଷେତ୍ରରେ ପୂଜାଅର୍ଚ୍ଚନା କରିବା ସହ ମନ୍ଦିର କର୍ମକର୍ତ୍ତାଙ୍କ ସହ
Read More...

ରିକାପଲ୍ଲୀ ରେଡ୍ଡୀ ସାହିରେ ନାଳ ନିର୍ମାଣ ନେଇ ଗୋଷ୍ଠୀକନ୍ଦଳ

ଦୁର୍ଗନ୍ଧମୟ ପରିବେଶ ଯୋଗୁଁ ସାହିବାସୀ ଅତିଷ୍ଠ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଏନ୍‌ଏସି ୧୨ନଂ ୱାର୍ଡର ରିକାପଲ୍ଲୀ ରେଡ୍ଡୀ ସାହିରେ ନାଳ ନିର୍ମାଣ ହେବାରେ ବିଳମ୍ବ ହେଉଛି, ନାଳ ନିର୍ମାଣ ନେଇ ଗୋଷ୍ଠୀକନ୍ଦଳ ଉପୁଜିଛି । କେବଳ ଜଣେ ଦୁଇଜଣ ଖଳ ପ୍ରକୃତିର ଲୋକ ନାଳ
Read More...

ସପ୍ତାହ ବ୍ୟାପୀ ବନ ମହୋତ୍ସବ ଅବସରରେ ଅନାଥ ଆଶ୍ରମରେ ବୃକ୍ଷ ରୋପଣ ସହ ଚିତ୍ରକଳା ପ୍ରଦର୍ଶନୀ

ଦେଓଗାଁ, (ମନୀଷ କୁମାର ସାହୁ) : ସପ୍ତାହ ବ୍ୟାପୀ ବନ ମହୋତ୍ସବ ପାଳନ ହେଉଥିବା ବେଳେ ବଲାଙ୍ଗିର ମାହେଶ୍ୱରୀ ମହିଳା ଶାଖା ପକ୍ଷରୁ ଅଭିନବ ଉପାୟରେ ପାଳନ କରୁଛନ୍ତି । ମଙ୍ଗଳବାର ଦିନ ଦେଓଗାଁ ବ୍ଲକ ସାଲେପାଲି ସ୍ଥିତ ଗ୍ରାମ ମଙ୍ଗଳ ପାଠାଗାର ତତ୍ତ୍ୱାବଧାନରେ ଥିବା ଅନାଥ ଆଶ୍ରମରେ କୁନିକୁନି
Read More...

ମଦନପୁର ଏସ୍‌ଏସ୍‌ଡି ଓ ପାଣ୍ଡପଦର ବିଦ୍ୟାଳୟରେ ୭୪ତମ ବନ ମହୋତ୍ସବ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ପଣ୍ଡାପଦର ପ୍ରାଥମିକ ବିଦ୍ୟାଳୟ ଓ ମଦନପୁର ଏସ୍‌ଏସ୍‌ଡ଼ି ବିଦ୍ୟାଳୟଠାରେ ଗତକାଲି ୭୪ତମ ବନ ମହୋତ୍ସବ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମ. ରାମପୁର ବନାଞ୍ଚଳ ଅଧିକାରୀ ଅସିତ କୁମାର ଦାସ,
Read More...