Monthly Archives

June 2023

ପାକିସ୍ତାନୀ ଡ୍ରୋନ୍ ପୁଣି ଅନୁପ୍ରବେଶ କରିବାକୁ ଚେଷ୍ଟା କଲା, ଖସାଇଲା ବିଏସ୍ଏଫ୍ ଗୁଳି

ଚଣ୍ଡିଗଡ଼ : ପାକିସ୍ତାନୀ ଡ୍ରୋନ୍ ପୁଣି ଥରେ ସୀମାରୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲା, ଯାହା ବିଏସ୍ଏଫ୍ କର୍ମଚାରୀଙ୍କ ଦ୍ୱାରା ଖସାଇ ଦିଆଯାଇଥିଲା । ଅମୃତସରର ଅନ୍ତର୍ଜାତୀୟ ସୀମା ନିକଟରେ ପାକିସ୍ତାନୀ ଡ୍ରୋନ୍ ଭାରତୀୟ ଅଞ୍ଚଳରେ ପ୍ରବେଶ କରିବା ପରେ ବିଏସ୍ଏଫ୍ ଯବାନ ଗୁଳି ଚଳାଇଥିଲେ
Read More...

ଲିଭ୍‌-ଇନ୍‌ରେ ରହୁଥିବା ୩୨ ବର୍ଷୀୟା ମହିଳାଙ୍କୁ ୫୬ ବର୍ଷୀୟ ପୁରୁଷ ସାଥୀ ହତ୍ୟା କରି ମହିଳାଙ୍କ ଦେହକୁ ଖଣ୍ଡ ଖଣ୍ଡ…

ମୁମ୍ବାଇ : ଦିଲ୍ଲୀର ଶ୍ରଦ୍ଧା ହତ୍ୟା ମାମଲା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବର୍ତ୍ତମାନ ମୁମ୍ବାଇରେ ମଧ୍ୟ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି । ସୂଚନା ଅନୁସାରେ ମୁମ୍ବାଇର ମୀରା ରୋଡ ଅଞ୍ଚଳର ଆକାଶଗଙ୍ଗା ସୋସାଇଟିରେ ଜଣେ ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା
Read More...

ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ପରିଚାଳିତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କନ୍ଧପାଲିକୁ ରାଜ୍ୟସ୍ତରୀୟ କାୟାକଳ୍ପ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ପରିଚାଳିତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କନ୍ଧପାଲିକୁ ରାଜ୍ୟସ୍ତରୀୟ କାୟାକଳ୍ପ କମେଣ୍ଡେବଲ୍ ପୁରସ୍କାର ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଦ୍ଵାରା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସଭା ଗୃହରେ
Read More...

ପୋଖରୀରେ ବୁଡି ୨ ମହିଳା ମୃତ

ଜି. ଉଦୟଗିରି : ପୋଖରୀ ପାଣିରେ ବୁଡି ୨ ଜଣ ମହିଳା ମୃତ । କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ବ୍ଲକ ଅନ୍ତର୍ଗତ ଲିଙ୍ଗାଗଡ଼ ଗ୍ରାମ ପଞ୍ଚାୟତ ଲିଙ୍ଗାଗଡ଼ ଗ୍ରାମ ନିକଟ ଘଟିଛି ଅଭାବନୀୟ ଘଟଣା । କୁତୁଲୁମା ପୋଖରୀ ପାଣିରେ ଗୋଡ଼ ଖସି ଦୁଇ ଜଣ ମହିଳା ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି ।
Read More...

ଆଜି ପ୍ରକାଶ ପାଇବ +୨ କଳା ରେଜଲ୍ଟ

ଭୁବନେଶ୍ୱର : ଆଜି ପ୍ରକାଶ ପାଇବ ଯୁକ୍ତ ୨ କଳା ରେଜଲ୍ଟ । ଅପରାହ୍ଣ ୪ଟାରେ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ। ଯୁକ୍ତ-୨ ପରୀକ୍ଷା ନିୟନ୍ତ୍ରକ ଏହି ସୂଚନା ଦେଇଛନ୍ତି । www.orissaresult.nic.in ଏବଂ ସାମସ୍ ଇସ୍ପେସରେ ଅପରାହ୍ଣ ୪ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବ ।
Read More...

୧୫୦ ଫୁଟ୍‌ ତଳେ ଫସି ରହିଛି କୁନି ଝିଅ ସୃଷ୍ଟି

ସେହୋର୍‌ : ମଧ୍ୟପ୍ରଦେଶର ସେହୋର୍‌ରେ ବୋରୱେଲରେ ଫସି ରହିଥିବା କୁନି ଝିଅ ସୃଷ୍ଟିଙ୍କୁ ଉଦ୍ଧାର କରିବା ପାଇଁ ତୃତୀୟ ଦିନରେ ଆଜି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏନ୍‌ଡ଼ିଆର୍‌ଏଫ୍‌ ଏବଂ ଏସ୍‌ଡ଼ିଆର୍‌ଏଫ୍‌ର ଉଦ୍ୟମ ବିଫଳ ହେବା ପରେ ବୁଧବାର ଦିନ କେନ୍ଦ୍ରରୁ ସେନା କର୍ମଚାରୀଙ୍କୁ
Read More...

ପୂର୍ବତନ ବଙ୍ଗୋମୁଣ୍ଡା ବ୍ଲକ୍ ଅଧ୍ୟକ୍ଷାଙ୍କ ପରଲୋକ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ପୂର୍ବତନ ଅଧ୍ୟକ୍ଷା ଶୋଭାମଣି ଛୁରାଙ୍କ ସିନ୍ଧେକେଲା ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ୨ ବର୍ଷ କାଳ ଅସୁସ୍ଥତା ହେତୁ ଜୀବନ ସହ ସଂଗ୍ରାମ କରୁଥିଲେ । ମୃତ୍ୟୁ ବେଳକୁ ତାଙ୍କର ବୟସ ପାଖାପାଖି ୭୫ ବର୍ଷ
Read More...

ଯୁବ ସରପଞ୍ଚ ପ୍ରଦୀପ ବେହାର ଆସିବା ଦିନଠୁ ବାଗଦୋର ପଞ୍ଚାୟତରେ ବିକାଶ ହିଁ ବିକାଶ

ବେଲପଡା, (ଭେଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକ ଅନ୍ତର୍ଗତ ବାଗଦୋର ଗ୍ରାମ ପଞ୍ଚାୟତରେ ଯେଉଁ ଦିନଠାରୁ ପ୍ରଦୀପ ବେହେରା ସରପଞ୍ଚ ହେଲେ ସେହିଦିନଠାରୁ ପଞ୍ଚାୟତର ପ୍ରତ୍ୟେକ ଗ୍ରାମକୁ ପିଡ଼ିଏସ୍‌ ଚାଉଳ ବଣ୍ଟନ କରିବା ସହ ଗ୍ରାମମାନଙ୍କରେ ଅନେକ ଉନ୍ନତିମୂଳକ କାମ ହୋଇଛି ।
Read More...

ବିଜୁ ଜନତା ଦଳର ଜନ ସମ୍ପର୍କ ଅଭିଯାନ ଓ ମିଶ୍ରଣ ପର୍ବ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ ହୀରାପୁର ପଂଚାୟତର ବାଗଡୋଲ ଗ୍ରାମରେ ବାଗଡୋଲ ଗାଁର ୱାର୍ଡ ମେମ୍ବର ଅଜାମ୍ବଳ ସେଟଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ପରିଷଦ ସଦସ୍ୟ ଲୋଇସିଂହା ନିର୍ବାଚନ ମଣ୍ଡଳୀର ବିଜେଡି ସଂଗଠକ ନିହାର ରଂଜନ ବେହେରା, ହୀରାପୁର
Read More...

ବଢ଼ିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ

ନୂଆଦିଲ୍ଲୀ : ଧାନର ଏମ୍‌ଏସ୍‌ପି ୭ ପ୍ରତିଶତକୁ ବୃଦ୍ଧି ନେଇ ଘୋଷଣା କଲେ କେନ୍ଦ୍ର ସରକାର । ଧାନର କ୍ୱିଣ୍ଟାଲ ପିଛା ବର୍ଦ୍ଧିତ ଏମ୍‌ଏସ୍‌ପି ୨,୧୮୮ ଟଙ୍କା । ସେହିପରି ମୁଗ ଓ ବିରିର ବି ବଢ଼ିଲା ସହାୟକ ମୂଲ୍ୟ । ମୁଗ ଏମ୍‌ଏସ୍‌ପି ୧୦.୪ ପ୍ରତିଶତ ବଢ଼ିଥିବା ବେଳେ କ୍ୱିଣ୍ଟାଲ ପିଛା ୮,୫୫୮କୁ
Read More...