Monthly Archives

June 2023

ଅଜଣା ବ୍ୟାଗକୁ ଖୋଲି ବିସ୍ପୋରଣରେ ଯୁବକ ଗୁରୁତର

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ବିଲେଇସାଥୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଆଜି ଅପରାହ୍ଣ ୪ଟା ବେଳେ ବିଲେଇସାଥୀ ଗ୍ରାମର ହେମସାଗର ସାହୁ (୩୫) ଶୌଚ କରିବା ପାଇଁ ବ୍ରିଜ ନିକଟରେ ଥିବା କୁକୁରଖାଇ ନାଳକୁ
Read More...

ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ପ୍ରତି ଛତ୍ରପୁର ପ୍ରେସ କ୍ଲବ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ଉଦ୍ଦେଶ୍ୟରେ ଛତ୍ରପୁର ପ୍ରେସ କ୍ଲବ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ଏନେଇ ଛତ୍ରପୁର ପ୍ରେସ କ୍ଲବର ସମ୍ମିଳନୀ କକ୍ଷରେ ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଅମର ଆତ୍ମାର ସଦ୍‌ଗତି
Read More...

ଅଏଁଲା ଡ଼ୁଙ୍ଗୁରୀ ଜଙ୍ଗଲରୁ ଗଳିତ ଶବ ଜବତ କଲା ପୁଲିସ

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁର ଥାନା ଅନ୍ତର୍ଗତ ବାରବନ୍ଧା ଗ୍ରାମ ପଂଚାୟତର ଗୁମୁ (ଚୋଚୋବାହାଲି) ଗାଁ ନିକଟରେ ଥିବା ଅଏଁଲା ଡ଼ୁଙ୍ଗୁରୀ ଜଙ୍ଗଲରୁ ଗଳିତ ଶବ ଉଦ୍ଧାର କରାଯାଇଥିବା ଖବର ମିଳିଛି । ତେବେ ଶବଟି ପ୍ରାୟ ଦୁଇ ତିନି ଦିନ ତଳର ହୋଇଥିବା ବେଳେ ମୃତ ବ୍ୟକ୍ତିଙ୍କ ପରିଚୟ
Read More...

କୃଷକଙ୍କ ଅର୍ଥନୈତିକ ଅଭିବୃଦ୍ଧି କାର୍ଯ୍ୟକ୍ରମ

ମ.ରାମପୁର, (ହେମନ୍ତ ସାହୁ) : କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓଡିଶାଙ୍କ ସହାୟତା ତଥା ସେବାଜଗତ ଓ କାରୁଣ୍ଡ ଫାରର୍ମ୍‌ସ ଉତ୍ପାଦକ ଦଳର ମିଳିତ ସହାୟତା କ୍ରମେ ମ.ରାମପୁର ବ୍ଲକର କୃଷକମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି ନିମନ୍ତେ ବିିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି ବ୍ଲକର
Read More...

ଦେଶୀ ମଦ ଜବତ : ୨ ଗିରଫ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଅବକାରୀ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ଦେଶୀ ମଦ ଓ ଏକ ବାଇକ ଜବତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିମାନେ ହେଲେ ଲୋଇସିଂହାର ଚତୁର୍ଭୁଜ ବିଶୋଇ ଓ ଦୀପକ ସୁନା । ଉଭୟଙ୍କଠାରୁ
Read More...

ପ୍ରକାଶ ପାଇଲା ଯୁକ୍ତ ୨ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ

ଭୁବନେଶ୍ୱର : ଯୁକ୍ତ ୨ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ପ୍ରକାଶ ପାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶ ପାଇଛି । ରେଜଲ୍ଟ ପୁସ୍ତିକା ଗଣଶିକ୍ଷା ସଚିବ ଉନ୍ମୋଚନ କରିଛନ୍ତି । ଓ୍ବେବସାଇଟ୍
Read More...

ମିଳିତ ଅମଲା ମଞ୍ଚର ସମୂହ ଛୁଟି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ ତରଫରୁ ଅମଲାମାନଙ୍କ ସାମୁହିକ ଛୁଟି ନେଇ ବରଗଡ଼ ଜିଲ୍ଲା ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାର ବିଭିନ୍ନ ବିଭାଗର କନିଷ୍ଠ ଅମଲା ମାନେ କାମ ଛାଡ଼ି ଧାରଣାରେ ବସିଛନ୍ତି । କନିଷ୍ଠ ସହାୟକମାନଙ୍କ
Read More...

ଖପ୍ରାଖୋଲରେ ମିଶନ ଶକ୍ତି କାଫେ ଉଦ୍‌ଘାଟିତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ କାର୍ଯ୍ୟାଳୟ ପରିସରରେ ମିଶନ ଶକ୍ତି କାଫେ ପ୍ରତିଷ୍ଠା କରାଯାଇଛି । ଆଜି ପାଟଣାଗଡ଼ ବିଧାୟକ ତଥା ସରକାରଙ୍କ ଉପମୁଖ୍ୟ ସଚେତକ ସରୋଜ ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କେଫେକୁ ଉଦ୍‌ଘାଟନ କରିଥିବା ବେଳେ ସମ୍ମାନିତ
Read More...

ଲାଲ୍‌ଟିକ୍ରା ଇରିଗେସନ୍‌ କଲୋନୀ ପଛପଟେ ଥିବା ରଘୁନାଥନଗରରୁ ଚୋରି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଲାଲ୍‌ଟିକ୍ରା ଅଂଚଳରେ ଚୋର ମାନଙ୍କ ଉତ୍‌ପାତ୍‌ ଦିନକୁ ଦିନ ବଢିବାରେ ଲାଗିଛି । ଗଲାକାଲି ରାତି ଲାଲ୍‌ଟିକ୍ରା ଇରିଗେସନ୍‌ କଲୋନୀ ପଛପଟେ ଥିବା ରଘୁନାଥନଗରରେ ଚୋରି ହେଇଥିବା ଜଣାପଡ଼ିଛି । ଏଠାରେ ରହୁଥିବା ବାସିନ୍ଦା ତ୍ରିବିକ୍ରମ ଶବରଙ୍କ ଘରୁ
Read More...

୫ ବର୍ଷରେ ହଜାର ହଜାର ମସଜିଦ ଭାଙ୍ଗି ଦିଆଗଲା, ଚାଇନାରେ ସରକାରଙ୍କ ଧର୍ମ ବିରୋଧୀ ‘ଅତ୍ୟାଚାର’ ବୃଦ୍ଧି…

ନୂଆଦିଲ୍ଲୀ : ଚାଇନାରେ ଉଇଗର ମୁସଲମାନମାନଙ୍କ ପ୍ରତି ଅତ୍ୟାଚାର ନୂଆ କଥା ନୁହେଁ । ସାମ୍ପ୍ରତିକ ସମୟରେ, ଚୀନ୍ ସରକାର ଧାର୍ମିକ କାର୍ଯ୍ୟକଳାପ ଉପରେ ନିୟନ୍ତ୍ରଣ ବୃଦ୍ଧି କରିଛନ୍ତି । ୨୦୨୧ ମସିହାରେ, ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗ ଧର୍ମର ସିନିକାଇଜେସନ୍ ସ୍ଲୋଗାନ ଦେଇଥିଲେ । ଏପରିକି
Read More...