Monthly Archives

June 2023

ବମ୍‌ ନେଇଁସେ, ବର୍‌ହା ଗୁଲା : ପାଟଣାଗଡ଼ ଏସ୍‌ଡ଼ିପିଓ ଜ୍ୟୋତିର୍ମୟ ଭୁକ୍ତା

ପାଟଣାଗଡ଼ : ବମ୍‌ ନେଇଁସେ, ବର୍‌ହା ଗୁଲା । ବର୍‌ହା ଶିକାର୍‌ କର୍‌ବାର୍‌ ଲାଗି କିଏ ଝନେ ଜୋର୍‌ ଖଁଡ଼ି ରଖିଦେଇଥିଲା ବଲି ସୂଚନା ଦେଇଛନ୍‌ ପାଟଣାଗଡ଼ ଏସ୍‌ଡ଼ିପିଓ ଜ୍ୟୋତିର୍ମୟ ଭୁକ୍ତା । ଏନ୍‌ତା କି ଘଟଣା ସ୍ଥଲ୍‌ ନୁଁ ନେଇଁ ଫୁଟ୍‌ଲା ବର୍‌ହା ଗୁଲା ବି ତଦନ୍ତ ବେଲ୍‌କେ ପୁଲିସ ସେନୁ
Read More...

ମାଲପଡା ନାଗରିକ କମିଟିର ମାସିକିଆ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ନାଗରିକ କମିଟିର ମାସିକିଆ ବୈଠକ ମାଲପଡା ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଫିସ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ମାସିକିଆ ବୈଠକରେ ସଭାପତି ଯୁଧିଷ୍ଟିର ମିଶ୍ରଙ୍କ ସଭାପତିତ୍ୱରେ ୧୪ ଓ ୧୫ ନଂ. ୱାର୍ଡର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରସ୍ତାବମାନ
Read More...

କାଳବୈଶାଖୀର ତାଣ୍ଡବ ଲୀଳା : ଆଜବେଷ୍ଟସ ଘର ଭାଙ୍ଗିବାରୁ ଅଳ୍ପକେ ବର୍ତିଲେ ବାପ ପୁଅ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଞ୍ଚାୟତ ଅଶୁର୍ଲା ଗ୍ରାମରେ କାଳବୈଶାଖୀର ତାଣ୍ଡବ ଲୀଳା ହେବା ଯୋଗୁଁ ଆଜବେଷ୍ଟସ ଘର ଭାଙ୍ଗିବାରୁ ଅଳ୍ପକେ ବର୍ତିଲେ ବାପ ପୁଅ । ବାପା ସୁଜୁ ସାହୁ ଓ ପୁଅ ଚମାର ସାହୁ ଥିବା ବେଳେ ଚମାରଙ୍କ ଗୋଡ଼ରେ
Read More...

ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସଂପର୍କିତ ସଚେତନତା କାର୍ଯ୍ୟକ୍ରମ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ବ୍ଲକ ଖୁଟୁଣାପାଣି ସାଧନ କେନ୍ଦ୍ରସ୍ଥ ଖୁଟୁଣାପାଣି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ସାଧନ କେନ୍ଦ୍ର ସଂଯୋଜକ ଅନାଦି ବିଶିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଜାତୀୟ
Read More...

ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ବଲାଙ୍ଗିର ଆରକ୍ଷୀ ଅଧୀକ୍ଷକଙ୍କୁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ନୂତନ ଭାବେ ଯୋଗ ଦେଇଥିବା ଆରକ୍ଷୀ ଅଧିକ୍ଷକ ରିଷିକେଶ ଖିଲାରୀଙ୍କୁ ସାକ୍ଷାତ କରି ଜିଲ୍ଲାରେ ଶାନ୍ତି, ଶୃଙ୍ଖଳା, ଅପରାଧମୁକ୍ତ ଓ ଶୈକ୍ଷିକ ବାତାବରଣ ସୃଷ୍ଟି ନିମନ୍ତେ ଏକ ଦାବୀପତ୍ର ପ୍ରଦାନ
Read More...

ତୁଷୁରା କ୍ଲଷ୍ଟରର ଏଫ୍‌ଏଲ୍‌ଏନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ତୁଷୁରା ଏନ୍‌ଏସି କ୍ଲଷ୍ଟରର ଜି୨୦ ଅନ୍ତର୍ଗତ ଏଜୁକେସନ୍ ଓ୍ଵାର୍କିଂ ଗ୍ରୁପର ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଜନଭାଗିଦାରୀ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ସରକାରୀ ବାଳିକା ନୋଡାଲ୍ ହାଇସ୍କୁଲଠାରେ
Read More...

ଚାନ୍ଦଲି ପାହାଡର ଉନ୍ନୟନମୂଳକ କାମ ପାଇଁ ୧ କୋଟି ଟଙ୍କା ମଞ୍ଜୁର

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ୍‌ ଭୀମପାହାଡ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ରାଜ୍ୟ ସରକାର ପଦକ୍ଷେପମାନ ନେଉଛନ୍ତି । ସେହିକ୍ରମରେ ଐତିହାସିକ ଚାନ୍ଦଲି ପାହାଡର ମଧ୍ୟ ବିକାଶ କରାଯାଇ ପର୍ଯ୍ୟଟନସ୍ଥଳୀ କରିବାକୁ ଦାବୀ ହୋଇଆସୁଛି । ଇତିମଧ୍ୟରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ
Read More...

ଇନ୍ଦିରାନଗରରେ ରାଜ୍ୟ ସନ୍ତରଣ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପୁରସ୍କାରପ୍ରାପ୍ତ କୃତି ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧନା :…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୁବନେଶ୍ୱରଠାରେ ଅନୁଷ୍ଠିତ ରାଜ୍ୟ ସନ୍ତରଣ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପୁରସ୍କାର ପାଇଥିବା ପ୍ରେମ ପ୍ରକାଶ ପଧାନ ଓ ଅଭିନାଶ ଦାଶଙ୍କୁ ବଲାଙ୍ଗିର ଇନ୍ଦିରାନଗରବାସୀଙ୍କ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ ପୌର ଅଧ୍ୟକ୍ଷା ଶ୍ରୀମତୀ
Read More...

ଇତିହାସ ରଚିଲା କେଭିଆଇସି : ୯ ବର୍ଷରେ ୩୩୨ ପ୍ରତିଶତ ବଢ଼ିଲା ବିକ୍ରି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ‘ଆତ୍ମନିର୍ଭର ଭାରତ ଅଭିଯାନ’କୁ ଖଦୀ ଓ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି) ନୂଆ ଉଚ୍ଚତାକୁ ନେଇଯିବା ସହିତ ବିଶ୍ୱ ଆଗରେ ଦୃଢ଼ ଭାରତର ଦୃଢ଼ ଛବି ଉପସ୍ଥାପନ କରିଛି । ସ୍ୱାଧୀନ ଭାରତ ଇତିହାସରେ ପ୍ରଥମ ଥର ପାଇଁ
Read More...

‘କୋଶଳ ପ୍ରବାହ’ର ପ୍ରଭାବ, ଖବର ପ୍ରକାଶନ ପରେ କଁସିଲ ଗାଁରେ ଜଳୁଛି ଷ୍ଟ୍ରିଟ୍ ଲାଇଟ୍

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍ କଁସିଲ ଗାଁର ଷ୍ଟ୍ରିଟ୍ ଲାଇଟ୍ ଦୀର୍ଘ ଦିନ ଧରି ଅଚଳ ଥିବା ଖବର ଗତ ଏପ୍ରିଲ୍ ୨୭ ତାରିଖରେ ଆମର 'କୋଶଳ ପ୍ରବାହ'ରେ ପ୍ରକାଶିତ ହୋଇଥିଲା । ତେବେ ଖବର ପ୍ରକାଶିତ ହେବା ପରେ ପ୍ରଶାସନ ତତ୍ପରତା ଦେଖାଇ ଉକ୍ତ
Read More...