Monthly Archives

June 2023

ବୋଲେରୋ ପିକ୍‌ଅପ୍ ଓ ମୋଟର ସାଇକେଲ ସହ ୨୮୫ କେଜି ଗଞ୍ଜେଇ ଜବତ, ଦୁଇ ଆନ୍ତଃ ରାଜ୍ୟ ମାଫିଆ ଗିରଫ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟର ସାଇକେଲ ସହ ୨୮୫ କେଜି ବେଆଇନ୍ ଗଞ୍ଜେଇ ଜବତ କରିଛି
Read More...

ନିର୍ଯ୍ୟାତନା ସହି ନ ପାରି ବୋହୁ ଫେରାର : ଥାନାରେ ଲିଖିତ ଅଭିଯୋଗ କଲେ ଝିଅର ବାପା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସମଗ୍ର ରାଜ୍ୟରେ ଦିନକୁ ଦିନ ନାରୀ ନିର୍ଯ୍ୟାତନା ବଢ଼ିବାରେ ଲାଗିଛି । ଏଭଳି ଏକ ଘଟଣା ଭିତରେ ଘରର ବୋହୂ ପରିବାରର ନିର୍ଯ୍ୟାତନା ସହି ନ ପାରି କୁଆଡ଼େ ଫେରାର ହୋଇଯାଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଝିଅର ବାପା । ଝିଅର ବାପା
Read More...

ଘାଟି ରାସ୍ତାରେ ଓଲଟିଲା ବରଯାତ୍ରୀ ବସ୍ : ୨ ଗୁରୁତର, ୨ ଆହତ

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ବଣାଇ ଉପଖଣ୍ଡର ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ପକଂଡିହି ଗ୍ରାମର ଘାଟି ରାସ୍ତାରେ ବରଯାତ୍ରୀ ବସ୍ ଓଲଟି ଦୁଇ ଜଣ ଗୁରୁତର ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଓଡି୧୪ୟୁ ୩୮୭୧ ସ୍ୱସ୍ତିକ ନାମକ ବସ ଜଲ୍ଲଡା ଗ୍ରାମରୁ
Read More...

ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସେବା, ସୁଶାସନ ଓ ଗରିବ କଲ୍ୟାଣରେ ସଫଳତାର ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ବଲାଙ୍ଗିର ସର୍କିଟ ହାଉସଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଛତିଶଗଡ ବିଧାନସଭାର ପୂର୍ବତନ ବାଚସ୍ପତି ଧରମ ଲାଲ
Read More...

ଟିଟିଲାଗଡ଼ ମଧୁବନ ଏଫ୍‌ଏଲ୍‌ ଅଫ୍‌ ସପ୍‌ରେ ଅବକାରୀ ବିଭାଗର ଚଢ଼ାଉ : ଚଢାଉ ବେଳେ ବ୍ୟବହୃତ ହୋଇଥିବା ଗାଡ଼ି ଏବେ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରାଜ୍ୟ ସରକାର ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି, ସେଥିପାଇଁ ରାଜସ୍ୱ ମଧ୍ୟ ସେତିକି ପରିମାଣରେ ଆଦାୟ ହେବା ଆବଶ୍ୟକ । ସେଥିପାଇଁ ଖଣି ଖାଦାନ, ବାଲି ସ୍ରୋତ, ପଥର କୁଆରି, ଦେଶି ବିଦେଶୀ ମଦ ଦୋକାନ, ଟୋଲ୍‌ ଗେଟ୍‌ ଆଦିକୁ ଲିଜ୍‌
Read More...

ମଣ୍ଟେସୋରୀ ପବ୍ଲିକ ସ୍କୁଲରେ ଗ୍ରୀଷ୍ମକାଳୀନ ଶିବିର ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ସ୍ଥିତ ମଣ୍ଟେସୋରୀ ପବ୍ଲିକ ସ୍କୁଲରେ ଦୀର୍ଘ ୪୫ ଦିନ ବ୍ୟାପୀ ଆୟୋଜିତ ହୋଇଥିବା ଗ୍ରୀଷ୍ମକାଳୀନ ଶିବିର ଉଦ୍‌ଯାପିତ ହୋଇଯାଇଛି । ସ୍କୁଲର ଅଧ୍ୟକ୍ଷ ରବିଚନ୍ଦ୍ର ଉଦ୍‌ଗାତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ସଭାରେ ମାୟାବର୍ହା ହାଇସ୍କୁଲର ପ୍ରଧାନ
Read More...

ଦୁର୍ଘଟଣା ସମିଆଁ ଥି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କର ଉପସ୍ଥିତି କେ ନେଇ କରି ବୋବାଲ୍‌ କଲେ ପ୍ରତ୍ୟକ୍ଷଦର୍ଶୀ

ପାଟଣାଗଡ, (ଅଶୋକ ବାଗ) : ରାଜ୍ୟସଭା ସାଂସଦଙ୍କର୍‌ ଗାଡ଼ି ଧକ୍କା ଥି ଝନେ ଯୁବକଙ୍କର୍‌ ମୃତ୍ୟୁ ଘଟ୍‌ନା ବେଲ୍‌କେ ଗାଡ଼ି ଥି ସାଂସଦଙ୍କର ଉପସ୍ଥିତି କେ ନେଇ କରି ଏଛିନ୍‌ ଘୋଟ୍‌ ଘୁମର୍‌ ଚର୍ଚ୍ଚା । ଗଲାକାଲି ତମିଆଁ ଗାଁର ପ୍ରତ୍ୟକ୍ଷଦର୍ଶୀ ପ୍ରମୋଦ ବେହେରାଙ୍କର୍‌ ଗୁଟେ ସାମ୍ମାଦିକ
Read More...

ରୁପସା ଷ୍ଟେସନରେ ଛିଡା ହୋଇଥିବା ବେଳେ କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ

ବାଲେଶ୍ୱର : କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ରୁପସା ଷ୍ଟେସନରେ ଛିଡା ହୋଇଥିବା ଏକ କୋଇଲା ବେଝେଇ ଟ୍ରେନର ଗୋଟିଏ ବଗିରେ ନିଆଁ ଲାଗିଥିଲା । ବାଲେଶ୍ୱର ଅଗ୍ନିଶମ ବିଭାଗ ଦ୍ୱାରା ନିଆଁ ଲିଭା ଜାରି ରହିଥିବା ବେଳେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।
Read More...

ବୁଢ଼ାଭଟା ଗ୍ରାମରେ ଅଖଣ୍ଡ ଷୋହଳ ପ୍ରହର ନାମଯଜ୍ଞ

ବେଲପଡା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକ ସରମୁହାନ ଗ୍ରାମ ପଞ୍ଚାୟତର ବୁଢ଼ାଭଟା ଗ୍ରାମଠାରେ ବହୁ ଆନନ୍ଦ ଉଲ୍ଲାସର ସହିତ ଅଖଣ୍ଡ ଷୋହଳ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ବୁଧବାର ଦିନ ସନ୍ଧ୍ୟା ସମୟରେ ଶତାଧିକ ମହିଳାଙ୍କ ସହ ନାମ ସଂକୀର୍ତ୍ତନ ବିଭିନ୍ନ
Read More...

ଯୁକ୍ତ ଦୁଇ କଳାରେ ସର୍ବୋଚ୍ଚ ନମ୍ବର ରଖିଥିବା ଭିନ୍ନକ୍ଷମ ଛାତ୍ରୀ ପ୍ରିୟମ୍ବଦାଙ୍କୁ ସାକ୍ଷାତ କରିବା ସହ ତାଙ୍କୁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଯୁକ୍ତ ଦୁଇ କଳାରେ ବଲାଙ୍ଗିର ସହରରେ ସର୍ବୋଚ୍ଚ ମାର୍କ ରଖିଥିବା ଭିନ୍ନକ୍ଷମ ଛାତ୍ରୀ ପ୍ରିୟମ୍ବଦା ପଧାନଙ୍କୁ ଗତକାଲି ସଂଧ୍ୟାରେ ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ତାଙ୍କ ବାସ ଭବନକୁ ଆସି ସାକ୍ଷାତ କରିବା ସହ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଛାତ୍ରୀ
Read More...