Monthly Archives

June 2023

ଗୋଚର ଜମି ଅକ୍ତିଆର ନେଇ ବାହାଲବୁକା ଗ୍ରାମର ମହିଳାମାନେ ପୁଇଁତଲା ଥାନାର ଦ୍ୱାରସ୍ଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ବାହାଲବୁକା ଗ୍ରାମରେ ଅନ୍ୟ ଗ୍ରାମର ଜଣେ ବ୍ୟକ୍ତି ଗୋଚର ଜମି ଅକ୍ତିଆର କରିଥିବା ନେଇ ମହିଳାମାନେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଗଣ୍ଡବାହାଲ ଗ୍ରାମର ନୀଳାଚଳ ପ୍ରଧାନ ଜମି ଅକ୍ତିଆର କରିଥିବା ସେମାନେ ଅଭିଯୋଗ
Read More...

ମାଟିତଳୁ ଅଷ୍ଟଧାତୁ ଲକ୍ଷ୍ମୀନୃସିଂହଙ୍କ ପ୍ରତିମୂର୍ତ୍ତି ଉଦ୍ଧାର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ରବୀନ୍ଦ୍ର ପଟ୍ଟନାୟକଙ୍କ ଘରର ମାଟି ତଳୁ ଶନିବାର ଅଷ୍ଟଧାତୁରେ ନିର୍ମିତ ଲକ୍ଷ୍ମୀ ନୃସିଂହଙ୍କ ପ୍ରତିମୂର୍ତ୍ତି ଉଦ୍ଧାର ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ରବୀନ୍ଦ୍ରଙ୍କ ଭାଇ
Read More...

ସଂଯୁକ୍ତ କବିଳା ଗଣ୍ଡୱାନା ସଂଘର ଆର୍ଥିକ ବିଚାର ଧାରା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗୋଁଣ୍ଡୱାନା ଭବନଠାରେ ଆଦିବାସୀ ଆର୍ଥିକ ବିଚାରଧାରା ବିଷୟରେ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଆଦିବାସୀମାନଙ୍କ ପାରମ୍ପାରିକ ଆର୍ଥିକ ସହଯୋଗ ମାଧ୍ୟମରେ ବାଣିଜ୍ୟ ବ୍ୟବସାୟ ବିଷୟରେ ବିସ୍ତୃତ ମାର୍ଗଦର୍ଶନ କରିଥିଲେ ମୟୁରଭଞ୍ଜ
Read More...

ମଣିପୁର ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ଶାନ୍ତି କମିଟି ଗଠନ କଲେ ଭାରତ ସରକାର

ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାର ମଣିପୁର ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ମଣିପୁରରେ ଶାନ୍ତି କମିଟି ଗଠନ କରିଛନ୍ତି । କମିଟିର ସଦସ୍ୟମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାରଙ୍କ କିଛି ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ବିଭିନ୍ନ ରାଜନୈତିକ ଦଳର ନେତା ରହିଛନ୍ତି । ଏହି କମିଟିରେ
Read More...

ଆନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦର ପ୍ରାନ୍ତୀୟ କାର୍ଯ୍ୟକର୍ତ୍ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ସର୍ଗିପାଲି ଗ୍ରାମ ଆନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦର ପ୍ରାନ୍ତୀୟ କାର୍ଯ୍ୟକର୍ତ୍ତା ମନୋରଞ୍ଜନ ସାହୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡିଛି । ସୂଚନା ଅନୁସାରେ ଗତ ରବିବାର ଦିନ ସକାଳ ସମୟରେ ନିଜ
Read More...

ବହୁ ପ୍ରତୀକ୍ଷିତ ଗୁଡଭେଲା ଗ୍ରୀଡ୍‌ ଉଦ୍‌ଘାଟିତ

ଗୁଡ଼ଭେଲା, (କେପିଏନ୍‌ଏସ୍‌) : ବହୁ ପ୍ରତୀକ୍ଷିତ ଗୁଡଭେଲା ଗ୍ରୀଡ୍‌କୁ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ ଓ ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓ ଉଦ୍‌ଘାଟନ କରିଛନ୍ତି । ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକର ୬ଟି ପଞ୍ଚାୟତବାସୀଙ୍କ ବିଦ୍ୟୁତ ସମସ୍ୟା ଦୂର କରିବା ପାଇଁ ୨୦୧୪ ମସିହାରେ
Read More...

ଦେଓଗାଁ ବ୍ଲକ ସରପଞ୍ଚ ସଂଘର ସ୍ୱତନ୍ତ୍ର ବୈଠକ

ମନମୁଖୀ ନିଷ୍ପତ୍ତି ଯୋଗୁଁ ସରପଞ୍ଚମାନଙ୍କ ମଧ୍ୟରେ ଅସନ୍ତୋଷ, ସଂଘ ଭାଙ୍ଗିବା ନେଇ ଚର୍ଚ୍ଚାସଂଘ ଭାଙ୍ଗି ନାହିଁ ଅଧିକ ସକ୍ରିୟ ହେବ : ସଭାପତି ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ଦିନ ଥିଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଡୁମ୍ବେରପିଟା ପଞ୍ଚାୟତରେ ଦେଓଗାଁ ବ୍ଲକ ସରପଞ୍ଚ ସଂଘର
Read More...

ଉପାନ୍ତ ଘର୍ଲା ଗାଁ ରାସ୍ତା ପାଲଟିଛି ମରଣଯନ୍ତା

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ଗାଁର ମୁଖ୍ୟ ରାସ୍ତା ପାଲଟିଛି ମରଣଯନ୍ତା । ବଲାଙ୍ଗିର ଜିଲ୍ଲା ଶେଷ ସୀମାରେ ଥିବା ବଙ୍ଗୋମୁଣ୍ଡା ବ୍ଲକ ଘର୍ଲା ଗାଁରୁ ଜାମଖୁଣ୍ଟା ଛକ ତଥା ରାଜ୍ୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ ହୋଇପଡିଛି । ସରକାର ଗ୍ରାମାଂଚଳର ଗମନାଗମନ ପାଇଁ ଅନେକ ଯୋଜନା
Read More...

କମ୍ରେଡ ବନମାଳି ଧୁପାଳଙ୍କ ଦ୍ୱିତୀୟ ସ୍ମୃତିଚାରଣ ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : କମ୍ରେଡ ବନମାଳି ଧୁପାଳ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଅଲଇଣ୍ଡିଆ ଓମେନ ଆଣ୍ଡ ଚାଇଲ୍ଡ ୱେଲଫେୟାର ଆସୋସିଏସନ୍ (ଏଆଇଡବ୍ଲୁସିଡବ୍ଲୁଏ) ଓ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସ)ର ମିଳିତ ଆନୁକୂଲ୍ୟରେ କମ୍ରେଡ ବନମାଳି ଧୁପାଳଙ୍କ ଦ୍ୱିତୀୟ
Read More...

ଜନ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରୀ ପ୍ରାଥମିକ ବିଦ୍ୟାଳୟ ମଲମୁଣ୍ଡାଠାରେ ଶୁକ୍ରବାର ଦିନ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଦକ୍ଷତା ଅର୍ଜନ କରିବାରେ ପିତାମାତାଙ୍କ ଭୂମିକା ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଯାିଛି । ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରମୋଦ କୁମାର ପଟେଲଙ୍କ
Read More...