Monthly Archives

June 2023

ଗଞ୍ଜାମ ଜିଲ୍ଲାରେ ଆମ୍ ଆଦମୀ ପାର୍ଟି ସଂଗଠନ ଦୃଢ଼ କରିବା ନିମନ୍ତେ ପ୍ରୟାସ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆମ୍ ଆଦମୀ ପାର୍ଟି ଗଞ୍ଜାମ ଜିଲ୍ଲାରେ ସଂଗଠନ ଦୃଢ଼ କରିବା ନିମନ୍ତେ ପ୍ରୟାସ ଆରମ୍ଭ କରିଛି ।ଏନେଇ ଜିଲ୍ଲା ସଦରମହକୁମା ଛତ୍ରପୁର ସ୍ଥିତ ଲିସା-ଗ୍ୟାଲେକ୍ସିଠାରେ ଶନିବାର ସନ୍ଧ୍ୟାରେ ଆୟୋଜିତ ଏକ ଭବ୍ୟ ସାମାରୋହର ଆୟୋଜନ ହୋଇଥିଲା । ଜିଲ୍ଲା ଆବାହକ
Read More...

ଦୁଇ ଦିନିଆ ଓଡିଶା ଗସ୍ତରେ ତାମିଲନାଡୁର ୧୫ ଜଣିଆ ଟିମ୍‍

ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବଙ୍କ ସହ ଆଲୋଚନାଗାରିମା ଯୋଜନାକୁ ପ୍ରଶଂସା : କିନ୍ନରଙ୍କ କାର୍ଯ୍ୟଶୈଳୀର ଅନୁଧ୍ୟାନକଟକ ମହାନଗର ନିଗମ ବୁଲି କାର୍ଯ୍ୟ ଦେଖିଲେ ଭୁବନେଶ୍ୱର : ତାମିଲନାଡୁ ସରକାରଙ୍କ ଏକ ୧୫ ଜଣିଆ ଟିମ୍ ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ଏମଏସ୍‍ଜି, ଏସ୍‍ଡିଏ ଏବଂ
Read More...

ମହିଳା ଗୋଷ୍ଠୀର ସବ୍‌ସିଡ଼ି ଟଙ୍କା ହଡପ ଅଭିଯୋଗ

ପୋଲିସର ଦ୍ୱାରସ୍ଥ ହେଲେ ମହିଳା ଗୋଷ୍ଠୀ ସଇଁତଲା, (ପ୍ରମୋଦ ସେଲମା) : ସରକାର ମହିଳାମାନଙ୍କୁ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସଶକ୍ତି କରିବା ପାଇଁ ମିଶନ ଶକ୍ତି ଗଠନ କରି ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଓ ତାଲିମ ଦେବା ସହ ଆତ୍ମ ନିଯୁକ୍ତିର ସୁଯୋଗ ସୃଷ୍ଟି କରୁଛନ୍ତି । ଏପରିକି ସ୍ୱୟଂ
Read More...

ଚାଷୀ ଝିଅ + ୨ ପରୀକ୍ଷାରେ ବ୍ଲକ ଟପ୍ପର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ କୁଜିଢେପା ଗ୍ରାମର ସୁକାନ୍ତ ଜେନାଙ୍କ ଝିଅ ଜ୍ୟୋତି ଜେନା ଚଳିତ ବର୍ଷ +୨ ପରୀକ୍ଷାରେ ଉତୀର୍ଣ୍ଣ ହୋଇ ୬୦୦ରୁ ୫୧୩ ମାର୍କ ରଖି ବ୍ଲକ ଟପ୍ପର ହୋଇଛନ୍ତି । ସେ ଖଣ୍ଡଦେଉଳୀ ସହିଦ ଭଗତ ସିଂ କଲେଜ ଛାତ୍ରୀ ଅଟନ୍ତି । ବିଭିନ୍ନ ସମୟରେ ସ୍କୁଲରେ
Read More...

ଚାକିରି ନା’ରେ ଠକେଇ କରିଥିବା ଅଭିଯୋଗ ନେଇ ଯୁବତୀ ବଲାଙ୍ଗିର ଟାଉନ ଥାନାର ଦ୍ୱାରସ୍ଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚାକିରି ନା'ରେ ଠକେଇ କରିଥିବା ଅଭିଯୋଗ ନେଇ ଜଣେ ଯୁବତୀ ବଲାଙ୍ଗିର ଟାଉନ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ କୁଲଥିପାଲି ଗ୍ରାମର ଅନୁପମା ନାଏକଙ୍କୁ ବଲାଙ୍ଗିର ସହର ସାଲେପାଲିର ଲୋକାନ୍ତି ମେହେର
Read More...

ଜାମୁଟିଆ ଗାଁ ପାଖରେ ଥିବା ବ୍ରିଜରେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହେଲେ ତିନି ବନ୍ଧୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାମୁଟିଆ ଗାଁ ପାଖରେ ଥିବା ବ୍ରିଜରେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହେଲେ ତିନି ବନ୍ଧୁ । ଉକ୍ତ ତିନି ଜଣ ବଲାଙ୍ଗିର ଜିଲ୍ଲା ମହାରପାଲି ଗ୍ରାମର ଆକାଶ କୁମ୍ଭାର(୧୮), ହିତେଶ କୁମାର ଭୋଇ(୨୦) ଓ ଡାକ୍ତର କାଲସାୟ (୨୩) ବୋଲି ଜଣାପଡିଛି । ସୂଚନା ଅନୁସାରେ
Read More...

ଯୁକ୍ତ ଦୁଇ କଳା ପରୀକ୍ଷାରେ ମହାମୀବର କଲେଜର ୯୮% ପାସ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ଗତ ୮ ତାରିଖରେ ପ୍ରକାଶ ହୋଇଥିବା ବେଳେ ବଲାଙ୍ଗିର ପୁଇଁନ୍ତଲା ଠାରେ ଥିବା ମହାବୀର କଲେଜର ୯୮% ପାସ୍‌ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ଛାତ୍ର ଛାତ୍ରୀ ମାନଙ୍କ ଦଶମ ଶ୍ରେଣୀର ମାର୍କ ଅପେକ୍ଷା ଯୁକ୍ତ ୨ରେ ତାଙ୍କର ମାର୍କ ୧୦
Read More...

ସହପାଠୀଙ୍କ ବିୟୋଗରେ ଶୋକସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟର ୧୯୬୦ ଓ ୧୯୬୧ ବେଚ୍‌ର ୩ ଜଣ ପୁରାତନ ଛାତ୍ର ଡାକ୍ତର ଶେଷଦେବ ମିଶ୍ର, ଶିକ୍ଷକ କୁଳମଣି ମିଶ୍ର ଓ ଶିକ୍ଷକ କଲ୍ୟାଣ କୁମାର ମିଶ୍ରଙ୍କ ପରଲୋକ ହୋଇଯାଇଅଛି । ସେମାନଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ସ୍ଥାନୀୟ ଟିକ୍ରାପଡା
Read More...

କେରମେଲିରେ ଷାଠିଏ ଘର ଡୁମାଲ ସମାଜର ଗ୍ରାମ୍ୟ ମନ୍ଥନ ସଭା ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଦର ବ୍ଲକ ଅନ୍ତର୍ଗତ କେରମେଲି ଗ୍ରାମରେ ଷାଠିଏ ଘର ଡୁମାଲ ସମାଜର ଗ୍ରାମ୍ୟ ମନ୍ଥନ ସଭା ଟିକେଶ୍ୱର କର୍ମୀ ଓ ଗଙ୍ଗାଧର କର୍ମୀଙ୍କ ସଭାପତିତ୍ୱରେ କର୍ଲାପିଟା, ବାରପିଟା ଏବଂ କେରମେଲି ଗ୍ରାମର ନବ ନିର୍ବାଚିତ ଗ୍ରାମ୍ୟ ପ୍ରତିନିଧି ମଣ୍ଡଳୀର ସଦସ୍ୟଙ୍କ
Read More...

ସ୍ୱସ୍ତିକ ଖମାରି ହେଲେ ଯୁକ୍ତ ଦୁଇ କଳା ବିଭାଗର ରାଜ୍ୟ ଟପ୍ପର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ କମଗାଁ ମହାବିଦ୍ୟାଳୟରେ ଚଳିତ ବର୍ଷ ୩୧୦ ଜଣ ଛାତ୍ରଛାତ୍ରୀ ଯୁକ୍ତ ୨ କଳା ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୨୧୯ ଜଣ ପ୍ରଥମ ଶ୍ରେଣୀରେ, ୪୧ ଜଣ ଦ୍ୱିତୀୟ ଶ୍ରେଣୀରେ ଓ ୩୬ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।
Read More...