ଦୀପାଙ୍କ ପ୍ରୟାସ ପରେ ଭିନ୍ନକ୍ଷମ ଅଭିଙ୍କୁ ମିଳିଲା ୧୫ ହଜାର ସହାୟତା : ଅମଠି ସରପଞ୍ଚ ଘରକୁ ଯାଇ କଲେ ଉଠାଣ ବ୍ୟବସ୍ଥା
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଟେମରି ଗ୍ରାମର ସ୍ୱେଚ୍ଛାସେବୀ ଦୀପା ବାରିକ ସଦାସର୍ବଦା ଅସହାୟ ଲୋକଙ୍କ ପାଇଁ ସ୍ୱର ଉତ୍ତୋଳନ କରି ସେମାନଙ୍କ ହକ ପାଇଁ ଲଢେଇ କରିଆସୁଥିବା ଦେଖିବାକୁ ମିଳିଥାଏ । ତାଙ୍କ ପ୍ରୟାସ ଦ୍ଵାରା ପଦ୍ମପୁର ଅଞ୍ଚଳର ଅନେକ ଅସହାୟ!-->…
Read More...
Read More...