Monthly Archives

June 2023

ଖାଇବା ତେଲ କିଣିବାକୁ ଖାଉଟିଙ୍କୁ ଏବେ କମ୍ ଅର୍ଥ ଖର୍ଚ୍ଚ କରିବାକୁ ପଡିବ

ରିଫାଇନ୍‌ଡ ସୋୟାବିନ ଓ ସୂର୍ଯ୍ୟମୁଖୀ ତେଲ ଉପରୁ ମୌଳିକ ଆମଦାନୀ ଶୁଳ୍କ ୫% କମିଲାଆଜିଠାରୁ ରିଫାଇନ ହୋଇଥିବା ସୋୟାବିନ ଓ ସୂର୍ଯ୍ୟମୁଖୀ ତେଲ ଉପରୁ ମୌଳିକ ଆମଦାନୀ ଶୁଳ୍କ ୧୭.୫%ରୁ ୧୨. ୫ ଶତାଂଶକୁ ହ୍ରାସ ପାଇଲାଘରୋଇ ବଜାରରେ ଖାଇବା ତେଲର ମୂଲ୍ୟ ହ୍ରାସ କରିବାକୁ ସରକାରଙ୍କ ପକ୍ଷରୁ ଏଭଳି
Read More...

୧୭ ଜୁନ୍‌, ୨୦୨୩ ରେ ଉପରାଷ୍ଟ୍ରପତି ଚତୁର୍ଥ ଜାତୀୟ ଜଳ ପୁରସ୍କାର ପ୍ରଦାନ କରିବେ

ଜଳ ଶକ୍ତି ମନ୍ତ୍ରଣାଳୟ ୧୧ ଟି ବର୍ଗରେ ୪୧ ଜଣ ବିଜେତାଙ୍କ ନାମ ଘୋଷଣା କରିଛନ୍ତିମଧ୍ୟପ୍ରଦେଶକୁ ଶ୍ରେଷ୍ଠ ରାଜ୍ୟ ପୁରସ୍କାର ପ୍ରଦାନ କରାଯିବାକୁ ଥିବାବେଳେ ଓଡ଼ିଶାର ଗଞ୍ଜାମ ଜିଲ୍ଲାକୁ ଶ୍ରେଷ୍ଠ ଜିଲ୍ଲା ପୁରସ୍କାର ପ୍ରଦାନ କରାଯିବ ଦିଲ୍ଲୀ, (ପିଆଇବି) : ଭାରତର ଉପରାଷ୍ଟ୍ରପତି ଜଗଦୀପ
Read More...

ସୁବର୍ଣ୍ଣପୁର ଜିଲ୍ଲାର ଜେଆର୍‌ସି ପରାମର୍ଶଦାତା ବ୍ଲଡ ହିରୋ ଆୱାର୍ଡରେ ସମ୍ବର୍ଦ୍ଧିତ

ସୋନପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇଙ୍କର ସୁପାରିଶ ତଥା ଜୁନିୟର ରେଡକ୍ରସ୍ ଅଫିସର ରବିଚନ୍ଦ୍ର ପଶାୟତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ କ୍ରମେ ଗତ ଜୁନ ୨୦୨୨ରୁ ମଇ ୨୦୨୩ ମଧ୍ୟରେ ସର୍ବାଧିକ ଥର ରକ୍ତଦାନ କରିଥିବା ପାଞ୍ଚଜଣ ଜୁନିଅର ରେଡକ୍ରସ୍
Read More...

ବଲାଙ୍ଗିର ଜିଲ୍ଲା ଓଷ୍ଟା ପକ୍ଷରୁ ଡିଇଓ ଅଫିସ ସମ୍ମୁଖରେ ଦହିପାଣି ବଣ୍ଟନ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଡିଇଓ ଅଫିସ ସମ୍ମୁଖରେ ବଲାଙ୍ଗିର ଜିଲ୍ଲା ଓଷ୍ଟା ପକ୍ଷରୁ ପ୍ରକଳ୍ପ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ଦହି ପାଣି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ପୂର୍ବତନ କାର୍ଯ୍ୟକାରୀ ସଭାପତି ସୁଧାଂଶୁ ଶେଖର
Read More...

ସୂଚନା ଏବଂ ମନ୍ତ୍ରଣାଳୟ ବାତ୍ୟା “ବିପର୍ଯ୍ୟୟ” ସଂକ୍ରାନ୍ତ ରିପୋର୍ଟିଂ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ସୁରକ୍ଷା…

ମନ୍ତ୍ରଣାଳୟ ଗଣମାଧ୍ୟମ ସଂଗଠନଗୁଡ଼ିକୁ ନିୟୋଜିତ କର୍ମଚାରୀଙ୍କ ସୁରକ୍ଷା ଏବଂ ନିରାପତ୍ତା ଉପରେ ସାଲିସ୍ ନକରିବାକୁ ଏବଂ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରିଛି ଦିଲ୍ଲୀ, (ପିଆଇବି) : ବିଭିନ୍ନ ଗଣମାଧ୍ୟମ ସଂଗଠନର ସାମ୍ବାଦିକ, କ୍ୟାମେରାମ୍ୟାନ୍ ବିଶେଷକରି ଘରୋଇ ଟିଭି ଚ୍ୟାନେଲ
Read More...

ରଜ ପର୍ବ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାବାସୀଙ୍କୁ ସାରା ରାଜ୍ୟରେ ଚାଲିଥିବା ରଜ ପର୍ବ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି ; “ସମଗ୍ର ଓଡିଶାରେ ଚାଲିଥିବା ରଜ ଉତ୍ସବର ଶୁଭେଚ୍ଛା । ଏହି ଶୁଭ ଉତ୍ସବ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି
Read More...

ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରିବା ପାଇଁ ଖପ୍ରାଖୋଲ ବ୍ଲକ ସ୍ତରୀୟ ବିଜେପି ସଙ୍ଘ ତରଫରୁ ଦାବୀପତ୍ର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରିବା ପାଇଁ ଖପ୍ରାଖୋଲ ବ୍ଲକ ସ୍ତରୀୟ ବିଜେପି ସଙ୍ଘ ତରଫରୁ ଦାବୀପତ୍ର ପ୍ରଦାନ କରାଯାଇଛି । ସଂଘ ପକ୍ଷରୁ କୁହାଯାଇଛି ଯେ, ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଅଞ୍ଚଳରେ ବର୍ତ୍ତମାନ ପାରଦ ୪୩ ଡିଗ୍ରୀ ଉପରେ ଥିବା ବେଳେ ପ୍ରବଳ
Read More...

ଲାଠୋର ପୋଲିସର ସଫଳତା : ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଦୁଇ ମହିଳାଙ୍କୁ କୋର୍ଟ ଚାଲାଣ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ହରିଶଙ୍କର ରୋଡ଼ ରେଳଷ୍ଟେସନରୁ ବୁଧବାର ଅପରାହ୍ନ ସମୟରେ ଲାଠୋର ପୋଲିସ ଟ୍ରେନରେ ଗଞ୍ଜେଇ ଚାଲାଣ ବେଳେ ଗଞ୍ଜେଇ ସହ ଦୁଇ ମହିଳାଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ମହାରାଷ୍ଟ୍ର ରାଜ୍ୟ ନାଗପୁର ସହରର ଇତବାରୀ ନଗରର ଜଣେ
Read More...

ଝାରବନ୍ଧ ବ୍ଲକ ସ୍ତରୀୟ ଲୋକକଳା ଦିବସ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବୁଧବାର ଦିନ ବ୍ଲକସ୍ତରୀୟ ଲୋକକଳା ଦିବସ ୨୦୨୩ ପାଳିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମକୃଷ୍ଣଙ୍କ ସମେତ ଏମ୍‌.ପି ପ୍ରତିନିଧି ହରିହର ସାହୁ, ଏବିଡ଼ିଓ ଭୀଷ୍ମଦେବ ମାଝୀ
Read More...

ବୀର ବିକ୍ରମାଦିତ୍ୟ ସିଂହ ବରିହାଙ୍କ ସ୍ମୃତି କମିଟି ଗଠିତ : ଆସନ୍ତା ୧୭ ତାରିଖ ନୃସିଂହନାଥରେ ପ୍ରଥମ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବରର ଜମିଦାର ଯୁବରାଜ ସ୍ୱର୍ଗତ ବିକ୍ରମାଦିତ୍ୟ ସିଂହ ବରିହା ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ଏକ ସ୍ମୃତି କମିଟି ଜବାହାରଲାଲ ସିଂ ବରିହାଙ୍କ ସଭାପତିତ୍ୱରେ ଓ ଯୁବରାଜଙ୍କ ସାନପୁଅ ସୁରେନ୍ଦ୍ର ପ୍ରତାପ ସିଂହ ବରିହାଙ୍କ ଆବାହକତ୍ୱରେ କମିଟି ଗଠିତ
Read More...