ଟ୍ରାକ୍ଟର ଚାପାରେ ନାବାଳକ ଡ୍ରାଇଭର ମୃତ
ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଥାନା ଅଗଲାପାଲି ଗ୍ରାମରେ ଶନିବାର ସକାଳେ ଏକ ଟ୍ରାକ୍ଟର ଦୁର୍ଘଟଣାରେ ଜନୈକ ନାବାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ନାବାଳକ ଜଣକ ହେଲେ ଅଗଲାପାଲି ଗ୍ରାମର ସୁଜିତ ଦାସ(୧୫) । କୌଣସି କାମରେ ସୁଜିତ ଟ୍ରାକ୍ଟର ଚଳାଇ ଆସୁଥିବା ବେଳେ!-->…
Read More...
Read More...