Monthly Archives

June 2023

ନିଆରା କାର୍ଯ୍ୟକ୍ରମ ଅନ୍ନପୂର୍ଣ୍ଣା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରତି ରବିବାର ଦିନ ସହଯୋଗ ଫାଉଣ୍ଡେସନ ତରଫରୁ ଦିନବେଳା ରୋଗୀ ଏବଂ ତାଙ୍କ ସହାୟକଙ୍କ ପାଇଁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଅନ୍ନପୂର୍ଣ୍ଣା ମାଧ୍ୟମରେ ଭାତ, ଡାଲମା, ଖଟା ଆଜକୁ ଦୀର୍ଘ ୮ ମାସ ହେଲା ବଣ୍ଟନ କରାଯାଉଛି । ଦୀର୍ଘ ମିଆଦୀ ଯୋଜନା
Read More...

ଜଷ୍ଟିସ ସଂଜୟ ମିଶ୍ରଙ୍କ ମାତୃବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଝାରଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସଂଜୟ ମିଶ୍ରଙ୍କ ମାଆ ତଥା ସୁନାମଧନ୍ୟ ଆଇନଜୀବୀ ମାର୍କଣ୍ଡ ମିଶ୍ରଙ୍କ ଧର୍ମପତ୍ନୀ ଜ୍ୟୋତିର୍ମୟୀ ମିଶ୍ରଙ୍କ ବିୟୋଗ ହୋଇଯାଇଛି । କିଛି ବର୍ଷ ହେଲା ସେ ବାର୍ଦ୍ଧକ୍ୟଜନିତ କାରଣରୁ ଅସୁସ୍ଥ ରହିଥିଲେ । ଶନିବାର
Read More...

ଧାମରା ସଂଘର ଆଲୋଚନାଚକ୍ର ଓ ପୁସ୍ତକ ଅନାବରଣ ଉତ୍ସବ

କବିର କବିତା ନିଜସ୍ୱ ଇସ୍ତାହାର ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଧାମରା ସଂଘ ତରଫରୁ ଆଲୋଚନାଚକ୍ର ଓ ପୁସ୍ତକ ଅନାବରଣ ଉତ୍ସବ ସଂଘ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସାଂସ୍କୃତିକ ସଂପାଦକ ସୁଶାନ୍ତ କୁମାର ନାୟକଙ୍କ ଆବାହକତ୍ୱ ଓ ନିରୁପମା ପତିଙ୍କ ସଂଯୋଜନାରେ ଆୟୋଜିତ
Read More...

ଉଚ୍ଚ ଶିକ୍ଷା ବିଭାଗର ରେଜିଓନାଲ ଡାଇରେକ୍ଟର ଡ. ପ୍ରଭାବତୀ ଗୁରୁଙ୍କୁ ଭେଟିଲେ ବଲାଙ୍ଗିର ବିଜୁ ଛାତ୍ର ଜନତା ଦଳର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଜୁ ଛାତ୍ର ଜନତା ଦଳର ସଭାପତି ସୁମନ କୁମାର ନନ୍ଦ ଉଚ୍ଚ ଶିକ୍ଷା ବିଭାଗର ରେଜିଓନାଲ ଡାଇରେକ୍ଟର ଡ. ପ୍ରଭାବତୀ ଗୁରୁଙ୍କୁ ଭେଟି ବଲାଙ୍ଗିର ଜିଲ୍ଲାରେ ଥିବା ସରକାରୀ କଲେଜ ଏବଂ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର +୩ରେ ନୂତନ ବିଭାଗ ଯଥା ସାଇକୋଲୋଜି,
Read More...

ବରଗଡ଼ରେ ଗୁଜୁରାଟୀ ସମାଜ ମନ୍ଦିରରେ ବିଶ୍ୱ କଲ୍ୟାଣ ପାଇଁ ରୁଦ୍ରାଭିଷେକ ଓ ଚଣ୍ଡିପାଠ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ର ଥାନାଛକ ନିକଟ ଗୁଜୁରାଟୀ ସମାଜ ମନ୍ଦିରରେ ବୀଣାପାଣି ଜ୍ୟୋତିଷ ଅନୁଷ୍ଠାନ ଦ୍ୱାରା ଆୟୋଜିତ ବିଶ୍ୱ କଲ୍ୟାଣ ପାଇଁ ଆଜି ରୁଦ୍ରାଭିଷେକ ଓ ଚଣ୍ଡିପାଠ ପୂଜା ହୋଇଥିଲା । ପଣ୍ଡିତ ଲିଙ୍ଗରାଜ ଦାଶ, ପଣ୍ଡିତ ଆଶୁତୋଷ ପାଣିଗ୍ରାହୀ, ପଣ୍ଡିତ ପଞ୍ଚାନନ ପଣ୍ଡା,
Read More...

ନିଟ୍ ପରୀକ୍ଷାରେ ଶାଶ୍ୱତଙ୍କ ସଫଳତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଶାନ୍ତିନଗର ନିବାସୀ ବାପା ଡାକ୍ତର କୈଳାସ ଚନ୍ଦ୍ର ମେହେର ଓ ମା ସୁମନା ମେହେରଙ୍କ ପୁତ୍ର ଶାଶ୍ୱତ କୁମାର ମେହେର ପଦ୍ମପୁର ଯୁକ୍ତ ଦୁଇ ବିଜ୍ଞାନ ୨୦୨୩ ପରୀକ୍ଷାରେ ୯୧.୪% ମାର୍କ ରଖି ପାସ୍ କରିଥିବା ବେଳେ ନିଟ୍ ସର୍ବ ଭାରତୀୟ ସ୍ତରରେ ୩୧୮୯
Read More...

ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ଟେବୁଲ ଟପ୍‌ ଏକ୍ସରସାଇଜ

ବିପର୍ଯ୍ୟୟର ଅତ୍ୟନ୍ତ ଗୁରୁତର ପ୍ରଭାବକୁ ଧ୍ୟାନରେ ରଖି ସମସ୍ତ ବିଭାଗ ପ୍ରସ୍ତୁତ ରୁହ : ଜିଲ୍ଲାପାଳଜିରୋ କାଜୁଆଲିଟି ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଳା ପାଇଁ ଜିଲ୍ଲାପାଳ ସୁବର୍ଣ୍ଣପୁର
Read More...

ଜେଏସ୍‌ଏମ୍‌ କଲେଜର ବିଦାୟକାଳୀନ ଉତ୍ସବ ସମାରୋହ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ମାରୱାଡ଼ି ସେବା ସଦନଠାରେ ଜେଏସ୍‌ଏମ୍‌ କଲେଜରେ +୨, +୩ କମର୍ସରେ ଅଧ୍ୟୟନ କରି କୃତିତ୍ୱ ଲାଭ କରିଥିବା ଛାତ୍ର ଛାତ୍ରୀମାନଙ୍କ ବିଦାୟକାଳୀନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ବିଦାୟକାଳୀନ ଉତ୍ସବର ମୁଖ୍ୟ ଅତିଥି ଡ଼.ପ୍ରଭାସ ସିଂ,
Read More...

ଡକାୟତି ଯୋଜନା ପଣ୍ଡ କଲା ବଲାଙ୍ଗିର ପୋଲିସ : ୧୦ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଡକାୟତି କରିବାକୁ ଯୋଜନା କରୁଥିଲେ । କାବୁ କରିନେଲା ପୋଲିସ । ଏ ସଂପର୍କରେ ସୂଚନା ଦେଇଛନ୍ତି ବଲାଙ୍ଗିର ଏସ୍‌ଡ଼ିପିଓ ତୋଫାନ ବାଗ । ସୂଚନା ଅନୁସାରେ ଗତକାଲି ରାତିରେ ବଲାଙ୍ଗିର ସହରର ପାଟଣାଛକ ସପ୍‌ନା ଲଜ୍‌ ନିକଟସ୍ଥ ଉପହାର କଂପ୍ଲେକ୍ସ ପରିସରରେ କିଛି
Read More...

ବେଆଇନ କଫ୍‌ ସିରପ୍‌ ବିକ୍ରି ଅଭିଯୋଗରେ ୩ ଅଭିଯୁକ୍ତଙ୍କୁ ଗିରଫ୍‌ କଲା ବଲାଙ୍ଗିର ଟାଉନ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବେଆଇନ କଫ୍‌ ସିରପ୍‌ ବିକ୍ରି ଅଭିଯୋଗରେ ୩ ଅଭିଯୁକ୍ତଙ୍କୁ ବଲାଙ୍ଗିର ହାଟପଦାପଡ଼ାରୁ ଗିରଫ୍‌ କରିଛି ବଲାଙ୍ଗିର ଟାଉନ ପୋଲିସ । ଏସ୍‌ଡ଼ିପିଓ ତୋଫାନ୍‌ ବାଗ ଏ ସଂପର୍କରେ ସୂଚନା ପ୍ରଦାନ କରିଛନ୍ତି । ଅଭିଯୁକ୍ତମାନଙ୍କ ଠାରୁ ୪୮ ବୋତଲ ଜେନେରକ୍ସ ସିଡ଼ି କଫ୍‌
Read More...