Monthly Archives

June 2023

ଏବେ ହାଟରେ ପଡ଼ି ବାଟରେ ଗଡ଼ୁଛି ପୋଲିସ ବାବୁଙ୍କ ଚୋରା ପୀରତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଜଣେ ପୋଲିସ ବାବୁଙ୍କ ଚୋରା ପୀରତି ଏବେ ହାଟରେ ପଡ଼ି ବାଟରେ ଗଡ଼ୁଛି । ଏକ ସରକାରୀ କ୍ୱାର୍ଟର୍‌ରେ ପ୍ରେମିକା ସହ ପୋଲିସ ସ୍ୱାମୀଙ୍କୁ ପତ୍ନୀ ଠାବ କରିଥିବା ବେଳେ ରାତି ତମାମ ହୋ ହାଲ୍ଲା, ହଟଚମଟ ଦେଖିବାକୁ ମିଳିଛି । ଶେଷରେ ହସ୍ତକ୍ଷେପ
Read More...

ସମାଜ ପାଠକ ମଂଚ ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସମାଜ ପାଠକ ମଂଚ ଟିଟିଲାଗଡ ପକ୍ଷରୁ ସ୍ଥାନୀୟ ଜଲାରାମ ଲଜରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ସଭାପତି ଭିକାରୀ ଚରଣ ମିଶ୍ର ଅଧ୍ୟକ୍ଷତା କରିବା ପୂର୍ବକ ସଭା ପରିଚାଳନା କରିଥିଲେ । ପ୍ରଥମେ
Read More...

ଦେଓଗାଁ ବ୍ଲକରେ ଶ୍ରୀ ସତ୍ୟସାଇ ଦିବ୍ୟ ପାଦୁକା ଯାତ୍ରା

ଦେଓଗାଁ, (ମନୀଷ କୁମାର ସାହୁ) : ଶ୍ରୀ ସତ୍ୟସାଇ ଦିବ୍ୟ ପାଦୁକା ଯାତ୍ରା ଦେଓଗାଁ ବ୍ଲକର ବିଭିନ୍ନ ଗାଁରେ ଅନୁଷ୍ଠିତ ହୋଇଯାଇଛି । ତୁଷୁରା ଶ୍ରୀ ସତ୍ୟସାଇ ସେବା ସମିତି, ତୁଷୁରା ଦିବ୍ୟ ପାଦୁକାକୁ ଆଟଗାଁ ସ୍ଥିତ ମହାଦେବପାଲି ଠାରୁ ସ୍ୱଗାତ କରାଯାଇଥିଲା । ଏହା ଆଟଗାଁ, ମହିମୁଣ୍ଡା,
Read More...

ଅଂଶୁଘାତ ନେଲା ଜୀବନ

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ସୁନ୍ଦରଗଡ ଜିଲ୍ଲା ବଣାଇରେ ତତଲା କଢ଼େଇରେ ସିଝିଲା ଭଳି ପ୍ରବଳ ଖରା ହେଉଥିବା ବେଳେ ବଣାଇ ଥାନାର ଭାଲୁଡୁଙ୍ଗୁରି ଗ୍ରାମର ମିରାଜ ଲୁହୁରା ଗତକାଲି ଟୋଲ ଗୋଟେଇବା ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ଘରକୁ ଫେରିନଥିଲେ । ସନ୍ଧ୍ୟାରେ ଖୋଜାଖୋଜି କରିବା
Read More...

ପଟ୍ଟା ବୋଝେଇ ପିକଅପ୍ ଭ୍ୟାନ ଜବତ : ୩ ଗିରଫ

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ବଣାଇ ଉପଖଣ୍ଡ ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ଜର୍ଡା ରେଞ୍ଜ ମଯୁରଡ଼ିମା ସେକ୍ସନ ବିଂଜିଖୋଲଠାରେ ବନ ବିଭାଗ ପକ୍ଷରୁ ରାତି ପେଟ୍ରୋଲିଙ୍ଗ କରିବା ସମୟରେ ଏକ ପିକଅପ୍ ଭ୍ୟାନ ଓଡି ୨୩-୯୮୯୭ ନମ୍ବର ଗାଡିରେ ୩୦ ଖଣ୍ଡ ଶାଳ ଚୌଖାଟ ବୋଝେଇ ହୋଇ ଯାଉଥିବା ନେଇ
Read More...

‘ଭଏସ ଅଫ ଆଲୋକ’ରେ ଯୋଗ ଦେଲେ ବିଦେଶୀ କଳାକାର

ଭୁବନେଶ୍ୱର : ପ୍ରତି ରବିବାର ସନ୍ଧ୍ୟା ୬ଟାରେ ହେଉଥିବା "ପ୍ରତିଭାର ଖୋଜ୍" କାର୍ଯ୍ୟକ୍ରମର ପଞ୍ଚମ ଅଧ୍ୟାୟରେ ଯୋଗ ଦେଇଛନ୍ତି ବିଦେଶୀ କଳାକାର ମନୋଜ ପ୍ରସାଇ । ଶ୍ରୀ ପ୍ରସାଇ ହେଉଛନ୍ତି ସୁଦୂର କାଠମାଣ୍ଡୁ ନେପାଳ ବାସିନ୍ଦା । ପେଜ୍‌ର ସଭାପତି ତ୍ରିଲୋଚନ ସାହୁ ଅତି ସୁନ୍ଦର ଭାବରେ ତାଙ୍କ ସହ
Read More...

ଡେଲାଙ୍ଗରେ ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ୯୬ତମ ଶ୍ରାଦ୍ଧ ବାର୍ଷିକ ଡେଲାଙ୍ଗ ବଜାର ସ୍ଥିତ ଶ୍ୟାମସୁନ୍ଦର ପାଠଗାରରେ ପାଳିତ ହୋଇଯାଇଛି । ଉତ୍କଳ ସମ୍ମିଳନୀ ଜିଲ୍ଲା ଉପସଭାପତି ଗାନ୍ଧୀ ତତ୍ତ୍ୱ ପ୍ରଚାରକ ଅନାମ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ
Read More...

ମ.ରାମପୁରରେ ରଥଯାତ୍ରା ପାଇଁ ପ୍ରସ୍ତୁତି

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁରଠାରେ ରଥ ଯାତ୍ରା ବହୁ ପୁରାତନ । ଜଗନ୍ନାଥ ମନ୍ଦିର ତିଆରି ହେବା ପୂର୍ବରୁ କିଛି ବର୍ଷ ଦୁର୍ଗା ମଣ୍ଡପ ସାମ୍ନାରେ ଏକ ଚାଳ ଘରେ ପ୍ରଭୂଙ୍କ ବିଗ୍ରହ ରଖି ରଥ ଯାତ୍ରା ସଂପନ୍ନ ହେଉଥିଲା । ପରେ କିଛି ବର୍ଷ ପାଇଁ ରାଜବାଟୀରେ ମଧ୍ୟ
Read More...

ସ୍ତ୍ରୀର ଶବକୁ ବସ୍ତାରେ ଭରି ପେଟ୍ରୋଲ ଢାଳି ପୋଡିଦେଲା ନୃଶଂସ ସ୍ୱାମୀ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସ୍ତ୍ରୀର ଶବକୁ ବସ୍ତାରେ ଭରି ପେଟ୍ରୋଲ ଢାଳି ପୋଡିଦେଇ ଅଚିନ୍ତାରେ ବୁଲୁଥିଲା ନୃଶଂସ ସ୍ୱାମୀ । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ମଟିଆଭଟା ପଞ୍ଚାୟତ ଅନ୍ତର୍ଗତ ପୁତଲାମହୁଲ ଗ୍ରାମରେ ଏଭଳି ଏକ ଛାତିଥରା ଘଟଣା ଘଟିଯାଇଛି । ଦୋଷାଦୋଷ କ୍ଷମା କରିବା ପାଇଁ
Read More...

ପ୍ରଦୀପ ମହାପାତ୍ରଙ୍କ ଗଳ୍ପ ସଙ୍କଳନ ‘ହଜି ହଜି ଯାଉଥିବା ଗୋଟିଏ ପୃଥିବୀ ସଂପର୍କରେ’ ଲୋକାର୍ପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗଳ୍ପ କେବଳ ଆନନ୍ଦ ପାଇଁ ନୁହେଁ,ବରଂ ଗଳ୍ପରେ ଥିବା ଭାବଭୂମି ସମସାମୟିକ ଜୀବନକୁ ନେଇ ଓ ସାଂପ୍ରତିକ ସମୟକୁ ପ୍ରଭାବିତ କରିବାକୁ ଉଦ୍ଦିଷ୍ଟ । ଗାଳ୍ପିକ ପ୍ରଦୀପ ମହାପାତ୍ରଙ୍କ ଗଳ୍ପରେ ଆଧୁନିକତା ନାମରେ ନାହିଁ ଉଶୃଙ୍ଖଳତା, ରହିଛି ନୀତିନିଷ୍ଠ ଭାବ । ପ୍ରେମର
Read More...