Monthly Archives

June 2023

ସାଲେପାଲି ମାଉସୀ ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ବରାହ ଅବତାର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ଗାଁର ମାଉସୀ ମା' ମନ୍ଦିରରେ ଗୁରୁବାର ଶ୍ରୀ ଜଗନ୍ନାଥ ବରାହ ଅବତାର ଧାରଣ କରିଥିଲେ । ଏହାକୁ ଅଞ୍ଚଳର ଶ୍ରଦ୍ଧାଳୁମାନେ ଦର୍ଶନ କରିଥିଲେ । ଏବେ ମାଉସୀ ମନ୍ଦିରରେ ପୂଜା ପାଉଛନ୍ତି ଶ୍ରୀ ଜଗନ୍ନାଥ ।
Read More...

ନୂଆପଡା ପଥପ୍ରାନ୍ତ ସୁବିଧା କେନ୍ଦ୍ରଠାରେ ବ୍ଲକ ବିଜେଡିର ବୈଠକ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା- କଣ୍ଟାବାଞ୍ଜି ରାସ୍ତା ପାର୍ଶ୍ୱରେ ଥିବା ନୂଆପଡା ପଥପ୍ରାନ୍ତ ସୁବିଧା କେନ୍ଦ୍ରଠାରେ ବ୍ଲକ ବିଜେଡିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବଙ୍ଗୋମୁଣ୍ଡା ବ୍ଲକ ବିଜେଡି ସଭାପତି ଡମ୍ବରୁ ମେହେରଙ୍କ ସଭାପତିତ୍ୱରେ ବ୍ଲକର
Read More...

କପିଲାଭଟା ଗ୍ରାମ ପଞ୍ଚାୟତ ହାଇସ୍କୁଲ ‘୫ଟି’ରେ ରୂପାନ୍ତରିତ ହୋଇ ଆରମ୍ଭ ହେଲା କାମ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମ ପଞ୍ଚାୟତ ହାଇସ୍କୁଲରେ '୫ଟି' କାମ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କପିଲାଭଟା ପଞ୍ଚାୟତର ସମିତି ସଭ୍ୟ କେଦାର ଭୋଇ ଉପସ୍ଥିତ ରହି ପୂଜାର୍ଚ୍ଚନା କରିବା ସହ ନଡ଼ିଆ ବାଡେଇ କାର୍ଯ୍ୟକ୍ରମର
Read More...

ନୂତନ ବସ୍‌ ଷ୍ଟାଣ୍ଡରେ ସୁଲଭ ଶୌଚାଳୟ ଉଦ୍‌ଘାଟନ କଲେ ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନୂତନ ବସ୍‌ ଷ୍ଟାଣ୍ଡରେ ସୁଲଭ ଶୌଚାଳୟ ଉଦ୍‌ଘାଟନ କରିଛନ୍ତି ଆଜି ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା । ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ଏହି ସୁଲଭ ଶୌଚାଳୟ ନିର୍ମାଣ କରାଯାଇଥିବା ଜିଲ୍ଲାପାଳ ଶ୍ରୀ ରାଣା କହିଛନ୍ତି । ତେବେ ପୂର୍ବରୁ ଏଠାରେ
Read More...

ପବିତ୍ର ରଥଯାତ୍ରା ପାଇଁ ବନମାଲ ଗ୍ରାମ ଉତ୍ସବ ମୁଖର

ବେଲପଡା, (ଭୋଜରାଜ ଦଣ୍ଡସେନା) : ଶ୍ରୀ ଶ୍ରୀ ମହାପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା ସବୁଆଡେ ବହୁ ଆନନ୍ଦ ଉଲ୍ଲାସର ଚାଲିଥିବା ବେଳେ ବାଗଡୋର ଗ୍ରାମ ପଞ୍ଚାୟତର ବନମାଲ ଗ୍ରାମଠାରେ ମଧ୍ୟ ମହାଆଡମ୍ବରରେ ଚାଲିଛି । ଏହି ରଥଯାତ୍ରା ଦେଖିବା ପାଇଁ ଅଞ୍ଚଳରୁ ହଜାର ହଜାର ଭକ୍ତମାନେ ଚାଲି ଆସିଥାନ୍ତି
Read More...

ଐତିହ୍ୟ, ସ୍ମାରକୀ ଏବଂ ପର୍ଯ୍ୟଟନ ସ୍ଥଳର ବିକାଶ ଯୋଜନା କାର୍ଯ୍ୟକାରୀ

ମା' ତାରାତାରିଣୀ ମନ୍ଦିର ପୀଠ ସମ୍ମୁଖସ୍ଥ ଋଷିକୂଲ୍ୟା ନଦୀର ଉନ୍ନତିକରଣ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ସରକାରଙ୍କ ୱାର୍କସ ବିଭାଗ ଦ୍ଵାରା ଚଳିତ ଆର୍ଥିକ ୨୦୨୩-୨୪ ବର୍ଷରେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ମା' ତାରାତାରିଣୀ ମନ୍ଦିର ପୀଠ ସମ୍ମୁଖ ସ୍ଥିତ ଋଷିକୂଲ୍ୟା ନଦୀ
Read More...

ଦୀର୍ଘ ଦିନର ଦାବୀ ପରେ ଆଗାମୀ ମୌସୁମୀକୁ ଆଖି ଆଗରେ ରଖି ଲକ୍ଷ୍ମୀଜୋରକୁ ସଫା କଲା ଜିଲ୍ଲା ପ୍ରଶାସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଲକ୍ଷ୍ମୀଜୋରକୁ ସଫା କରିଛି ପ୍ରଶାସନ । ଯାହାକୁ ନେଇ ଆଜି ଜିଲ୍ଲାପାଳ ଚଞ୍ଚଳ ରାଣା ସୂଚନା ଦେଇଛନ୍ତି । ତେବେ ଗତ ଦୁଇରୁ ତିନି ବର୍ଷ ତଳେ ବଲାଙ୍ଗିର ସହରରେ ଏକ ବନ୍ୟା ହୋଇଥିଲା । ଯାହାର ମୁଖ୍ୟ କାରଣ ହେଉଛି ଏହି ଲକ୍ଷ୍ମୀଜୋର । ଲକ୍ଷ୍ମୀଜୋର
Read More...

ବୁଗୁଡ଼ା ସହରରେ ଭକ୍ତିମୟ ପରିବେଶ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପୁରପଲ୍ଲୀରେ ରହିଛି, ଜଗନ୍ନାଥ ସଂସ୍କୃତିର ଧର୍ମଧାରାର ପରମ୍ପରା, ପ୍ରତିଗ୍ରାମରେ ଜଗନ୍ନାଥ ମନ୍ଦିର ଦିଅଁଙ୍କ ରଥଯାତ୍ରା ଏକ ନିଆରା ଧାର୍ମିକ ପରମ୍ପରା । ଜିଲ୍ଲାର ବୁଗୁଡ଼ା ଏନ୍.ଏ.ସି ବଡ଼ଦାଣ୍ଡଠାରେ ପାଳିତ ହୋଇଆସୁଥିବା ପବିତ୍ର
Read More...

ଆଜି ପଶ୍ଚିମ ଓଡିଶା ମହିଳା ସଂଗଠନ ପକ୍ଷରୁ ୧୨ ଘଂଟିଆ ବଲାଙ୍ଗିର ବନ୍ଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ୧୨ ଘଂଟିଆ ବଲାଙ୍ଗିର ବନ୍ଦ । ତେବେ ଜିଲ୍ଲାରେ ବଢି ଚାଲିଥିବା ନାରୀ ନିର୍ଯ୍ୟାତନା ପ୍ରତିବାଦରେ ପଶ୍ଚିମ ଓଡିଶା ମହିଳା ସଂଗଠନ ପକ୍ଷରୁ ଏହି ବନ୍ଦ କରାଯାଇଥିବା ବେଳେ ଆଜି ସକାଳୁ ସକାକୁ ପିକେଟିଂ କରି ମୁଖ୍ୟ ଡାକ ଘରକୁ ବନ୍ଦ କରାଯାଇଥିବା ଦେଖିବାକୁ
Read More...

ବାଲିଗୁଡାରେ ୧୨୭ ସିଆର୍‌ପିଏଫ୍‌ ବାଟାଲିୟନ ତରଫରୁ ନବମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ‘କର ଯୋଗ, ରୁହ ନିରୋଗ’। ଯୋଗ, ଶାରିରୀକ, ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସ । ପ୍ରତିଦିନ ଯୋଗ ଅଭ୍ୟାସ ଦ୍ୱାରା ଆମ ମନ ଶାନ୍ତ ରହିବା ସହ ଶରୀରକୁ ସୁସ୍ଥ ଓ ଶକ୍ତି ମିଳିଥାଏ । ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ପାଇଁ ଯୋଗ ଏକ ସୁନ୍ଦର ଉପଚାର । ତେଣୁ
Read More...