Monthly Archives

June 2023

ସୁଡ୍ରା ଅଞ୍ଚଳରେ ମାଓବାଦୀ ପୋଷ୍ଟର : ପୋଲିସର ଦମନ ଓ ମିଥ୍ୟା ଏନ୍‌କାଉଣ୍ଟର ବିରୋଧରେ ରବିବାର ୪ଟି ଜିଲ୍ଲାକୁ ୧୨ଘଣ୍ଟିଆ…

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ପୁଣି ଥରେ କନ୍ଧମାଳ ଜିଲ୍ଲାରେ ଲାଗିଛି ମାଓ ପୋଷ୍ଟର । ବାଲିଗୁଡା ଥାନା ସୁଡ୍ରା ନିକଟ କାମ୍ବରିକିଆ ଛକଠାରେ କେକେବିଏନ ଡିଭିଜିନାଲ କମିଟି ସିପିଆଇ ମାଓବାଦୀ ତରଫରୁ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ପୋଲିସର ଦମନ ଓ ମିଥ୍ୟା
Read More...

ତିଖାଲି ଡ୍ୟାମ ରାସ୍ତା ଶୋଚନୀୟ : କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ତିଖାଲି ଗ୍ରାମଠାରେ ନିର୍ମାଣ ହେଲା ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ । ଏହାକୁ ତିଖାଲି ଡ୍ୟାମ କହନ୍ତି । ଖର୍ଚ୍ଚ ହେଲା ପ୍ରାୟ ୨୧ ଶହ କୋଟି ଟଙ୍କା । ବିକାଶ ନିମନ୍ତେ ଜିଲ୍ଲାର ଅନେକ ସ୍ଥାନରେ ଖର୍ଚ୍ଚ ହେଲା କୋଟି କୋଟି ଟଙ୍କା ।
Read More...

ବେହେରାପାଲି ବନ୍ଧ ପୁନଃଉଦ୍ଧାର ଦାବୀରେ ଜଳ ସତ୍ୟାଗ୍ରହ ଆନ୍ଦୋଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌର ପରିଷଦ ୱାର୍ଡ ନଂ.୯ ଅନ୍ତର୍ଗତ ବେହେରାପାଲିଠାରେ ଥିବା ପୋଖାରୀରେ ପଡାବାସୀ, କ୍ରିୟାନୁଷ୍ଠାନ କମିଟି ଓ କଂଗ୍ରେସ ଦଳ ପକ୍ଷରୁ ଜଳ ସତ୍ୟାଗ୍ରହ ଆନ୍ଦୋଳନ କରାଯାଇଥିବା ଦେଖିବାକୁ ମିଳିଛି । ବେହେରାପାଲି ବନ୍ଧର ପୁନଃଉଦ୍ଧାର ଦାବୀରେ ଏହି ଜଳ
Read More...

୨୬ ନଂ ଏନ୍‌ଏଚ୍‌ ସାଲେଭଟାଠାରେ ରାସ୍ତାରେ ବିରାଟ ଗର୍ତ୍ତ, ସ୍ଥାୟୀ ମରାମତି ଦାବୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବରଗଡ଼ ୨୬ ନଂ ଜାତୀୟ ରାଜପଥ ସାଲେଭଟା ଗ୍ରାମ ଦେଇ ଯାଇଥିବା ବେଳେ ଲାଲଚନ ଶର୍ମାଙ୍କ ଘର ସମ୍ମୁଖରେ ରାସ୍ତାରୁ ପିଚୁ ଉଠିଯାଇ ଏକ ବିରାଟ ଖାଲ ସୃଷ୍ଟି ହୋଇଛି । ଉକ୍ତ ଖାଲରେ ବର୍ଷା ପାଣି ଜମି ରହି ଗର୍ତ୍ତଟିର ଅବସ୍ଥିତି ଜଣାପଡୁ ନଥିବାରୁ ଅନେକ ସାଧାରଣ
Read More...

ଲଙ୍କା ଗୁଣ୍ଡ ଫିଙ୍ଗି ହାଣିଲେ ଦୁର୍ବୃତ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆ ପଦର ଜାତୀୟ ରାଜପଥରେ କନିଷି ହାଟ ଗୁଣ୍ଡିଚା ନଗର କୁନା ଚନ୍ଦ୍ର ଖଟୁଆ ଓରଫ ଟିଙ୍ଗିରିଙ୍କୁ ୨ରୁ ୩ଜଣ ଦୁର୍ବୃତ୍ତ ଖଣ୍ଡାରେ ଆକ୍ରମଣ କରିଥିବା ଜଣାପଡିଛି । ଟିଙ୍ଗିରିଙ୍କ ହାତର ପାପୁଲିରେ ଖଣ୍ଡା
Read More...

ଗାଈବାହାଲରେ ପାନୀୟଜଳ ପ୍ରକଳ୍ପ ଉଦ୍‌ଘାଟନ କଲେ ନରସିଂହ ମିଶ୍ର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗାଈବାହାଲ ପଞ୍ଚାୟତ ଗାଈବାହାଲରେ ଶୁକ୍ରବାର ଅପରାହ୍ନରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ଏକ ପାନୀୟ ଜଳ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ହୋଇଯାଇଛି । ଉଦ୍‌ଘାଟନ ହୋଇଥିବା ଏହି ପ୍ରକଳ୍ପରେ ଘରକୁ ଘର ପାଇପ ଯୋଗେ ଗାଈବାହାଲ ଓ ଅର୍ଡା
Read More...

ରାଜସ୍ଥାନରେ ବିକ୍ରି ୨ ନାବାଳିକାଙ୍କୁ ଉଦ୍ଧାର କଲା ବଙ୍ଗୋମୁଣ୍ଡା ପୋଲିସ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ନାବାଳିକାଙ୍କୁ ଚାକିରି ସହ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଇ ସୁଦୂର ରାଜସ୍ଥାନରେ ବିକ୍ରି କରିଦେଇଥିଲା ଅଭିଯୁକ୍ତ । ପୋଲିସ ୨ ନାବାଳିକାଙ୍କୁ ଉଦ୍ଧାର କରିବା ପରେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଚୁଲିଫୁଙ୍କା
Read More...

ବଲାଙ୍ଗିର-ପାଟଣାଗଡ଼ ରାସ୍ତାରେ ଶାନ୍ତିପଡ଼ା ପରେ ପରେ ଏନ୍‌ଏଚ୍‌ ଉପରେ ବିରାଟ ଗାତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପାଟଣାଗଡ଼ ରାସ୍ତାରେ ଶାନ୍ତିପଡ଼ା ପରେ ପରେ ଏକ ବ୍ରିଜ ସାମ୍ନାରେ ଏନ୍‌ଏଚ୍‌ ଉପରେ ଏକ ବିରାଟ ଗାତ ସୃଷ୍ଟି ହୋଇଥିବା ବେଳେ କୌଣସି ସମୟରେ ବି ଅଘଟଣ ଘଟି ପାରେ ବୋଲି ସାଧାରଣରେ ଆଶଂକା ଉପୁଜିଛି । ତେବେ ଗାତ ଭିତରେ ଫମ୍ପା ଅଂଶ ଦେଖା ଯାଉଥିବାରୁ
Read More...

କେବଳ ସମିତି ସଭାରେ ଗୁରୁତ୍ୱାରୋପ କରିବାକୁ ବ୍ୟଗ୍ର କାହିଁକି, ଗ୍ରାମ ପଞ୍ଚାୟତସ୍ତରରେ ସରକାରଙ୍କ ଯୋଜନାକୁ ନେଇ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କେବଳ ସମିତି ସଭାରେ ଗୁରୁତ୍ୱାରୋପ କରିବାକୁ ବ୍ୟଗ୍ର କାହିଁକି ? ଗ୍ରାମ ପଞ୍ଚାୟତସ୍ତରରେ ସରକାରଙ୍କ ଯୋଜନାକୁ ନେଇ ସଚେତନତା ସଭା କରାଯାଉ ବୋଲି ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା କହିଛନ୍ତି । ଷଷ୍ଠତମ ଛତ୍ରପୁର ପଞ୍ଚାୟତ ସମିତି ବୈଠକରେ
Read More...

ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲା ସାମାଜିକ ଅନୁଷ୍ଠାନ ‘ସମର୍ପଣ’

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା କ୍ଲବଠାରେ ସାମାଜିକ ଅନୁଷ୍ଠାନ ସମର୍ପଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଛି । ସମର୍ପଣର ସଭାପତି ଝୁନୁ ନାୟକଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ଇନ୍ଦରଜିତ ସିଂଙ୍କ ଆବାହକତ୍ୱ ତଥା ବିଶ୍ୱଜିତ ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି
Read More...