Monthly Archives

June 2023

ଜିଲ୍ଲା ଦଳିତ ସମାଜ ତରଫରୁ ସମ୍ବର୍ଦ୍ଧନା ସଭା : ସମ୍ବର୍ଦ୍ଧିତ ହେଲେ ୧୭ ଜଣ କଳାକାର

ବଲାଙ୍ଗିର, (ଦେବାଶିଷ ମିଶ୍ର) : କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ତରଫରୁ କଳା ଓ ସଂସ୍କୃତି କ୍ଷେତ୍ରରେ ଯୋଗ୍ୟ ବିବେଚିତ ହୋଇଥିବା ଗବେଷକ, ମେଧାବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା କଳାକାର ଓ ଶିଶୁ ପ୍ରତିଭାମାନଙ୍କୁ ଜିଲ୍ଲା ଦଳିତ ସମାଜ ତରଫରୁ ସ୍ଥାନୀୟ ସାମ୍ବାଦିକ
Read More...

ଯୁବ କଂଗ୍ରେସ ପକ୍ଷରୁ ୟଙ୍ଗ ଇଣ୍ଡିଆ କେ ବୋଲ୍ ପ୍ରତିଯୋଗିତା : ସର୍ବଭାରତୀୟ ସ୍ତରରେ ଫାଇନାଲ ପାଇଁ ଚୟନ ହେଲେ ଛାତ୍ର…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ ତାଙ୍କର ମନଲୋଭା ବକ୍ତୃତା ପାଇଁ ବେଶ ଜଣାଶୁଣା । ବକ୍ତୃତା କ୍ଷେତ୍ରରେ ତାଙ୍କର ପାରଙ୍ଗମତା ପାଇଁ ସେ ଯୁବ କଂଗ୍ରେସ ଦ୍ୱାରା ଆୟୋଜିତ ୟଙ୍ଗ ଇଣ୍ଡିଆ କେ ବୋଲ୍ ସିଜନ୍ ୩ର ସର୍ବଭାରତୀୟ ସ୍ତରର
Read More...

ନାଗରିକ ସୁରକ୍ଷା କମିଟି ଆହ୍ୱାନରେ ଜିଲ୍ଲାସ୍ତରୀୟ ଶ୍ରମିକ କର୍ମଚାରୀ କନଭେନସନ, ଜିଲ୍ଲାର ବିକାଶ ପ୍ରସଙ୍ଗରେ ଏକ…

ରାଉରକେଲା, (ସସ୍ମିତା ପ୍ରଧାନ) : ନାଗରିକ ସୁରକ୍ଷା କମିଟି ଆହ୍ୱାନରେ ଆଜି ଭଞ୍ଜ ଭବନ ସ୍ଥିତ ଆଦର୍ଶ ପାଠାଗାରଠାରେ ଏକ ମିଳିତ ଜିଲ୍ଲାସ୍ତରୀୟ ଶ୍ରମିକ କର୍ମଚାରୀ କନଭେନସନ ଅନୁଷ୍ଠିତ ହୋଇଯାଇଛି । ନାଗରିକ ସୁରକ୍ଷା କମିଟିର ପ୍ରମୁଖ ସଦସ୍ୟ ସଂଜୀବ ମହାନ୍ତି, ଶ୍ରୀମନ୍ତ ବେହେରା, ସତ୍ୟପ୍ରିୟ
Read More...

ବିଜେପି ଛାଡି ବିଜେଡିରେ ମିଶିଲେ ଜିଲ୍ଲାପରିଷଦ ପ୍ରାର୍ଥିନୀ ଝରଣା ଭୋଇ

ବେଲପଡା, (ଭୋଜରାଜ ଦଣ୍ଡସେନା) : ଆଜି ବିଜେପି ଛାଡି ବିଜେଡିରେ ମିଶିଛନ୍ତି ଜଣେ ଜିଲ୍ଲାପରିଷଦ ପ୍ରାର୍ଥିନୀ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ପାଟଣାଗଡ ନିର୍ବାଚନ ମଂଡଳୀର ବେଲପଡା ବ୍ଲକ ଅନ୍ତର୍ଗତ ୨୪ ନମ୍ବର ଜୋନର
Read More...

ପଦ୍ମପୁର ପ୍ରତିଭା ସମ୍ମାନ ସମାରୋହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଉପଖଣ୍ଡର ସମସ୍ତ ବିଦ୍ୟାଳୟର ଦଶମ ଓ ଦ୍ୱାଦଶ ଶ୍ରେଣୀରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀମାନଙ୍କୁ ଜେନିଥ୍ ଇନଷ୍ଟିଚ୍ୟୁଟ, ଝାଙ୍କରପାଲିଠାରେ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଏକ ସଭା ହୋଇଥିଲା । ସଭାପତି ମନୋଜ ପଣ୍ଡା, ମୁଖ୍ୟ
Read More...

ରାଣୀ ଦୁର୍ଗାଦେବୀଙ୍କ ବଳିଦାନ ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ପୀଠରେ ଥିବା ଅଖିଳ ଭାରତୀୟ ଗୋଁଣ୍ତ ସମାଜ ମଣ୍ତପଠାରେ ଆଜି ରାଣୀ ଦୁର୍ଗାବତୀଙ୍କ ୪୬୦ତମ ବଳିଦାନ ଦିବସ ପାଳନ କରାଯାଇଛି । ଗୋଁଣ୍ତ ସମାଜ ମଣ୍ତପ ସଭାପତି ତଥା ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ
Read More...

କୋଶଲି ଭାଷା ସାହିତ୍ୟ ଗବେଷକ ରାମଭକ୍ତ ଫରିକାର ଆଉ ନାହାନ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ତୁଲସୀନଗର ନିବାସୀ କୋଶଲି ଭାଷା ସାହିତ୍ୟ ଗବେଷକ ରାମଭକ୍ତ ଫରିକାର(୭୦) ଆଉ ନାହାନ୍ତି । ଆଉ ଶୁଣିବାକୁ ମିଳିବନି ରାମଭକ୍ତଙ୍କ ପାଟିରୁ ବଡ ଜୋର୍‌ରେ 'ଜୟ କୋଶଲ' ନାରା । ଆଜି ଅପରାହ୍ଣରେ ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲରେ
Read More...

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଫ୍ରେଜରପୁରର ଶିକ୍ଷାବର୍ଷ ୨୦୨୩ - ୨୪ର ପ୍ରଥମ ଅଭିଭାବକ ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ଦୀପ୍ତିମୟୀ ମହାରଣାଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍‌ଷ୍ଠିତ ହୋଇଥିବା ବେଳେ ଶିକ୍ଷକ
Read More...

ପୁଣି ଘଟିଲା ରେଳ ଦୁର୍ଘଟଣା

ପଶ୍ଚିମବଙ୍ଗ : ଆଜି ସକାଳୁ ପଶ୍ଚିମବଙ୍ଗର ଓଣ୍ଡା ରେଳଷ୍ଟେସନ ନିକଟସ୍ଥ ବାଙ୍କୁରାରେ ପୁଣି ଏକ ରେଳ ଦୁର୍ଘଟଣା ଘଟିଛି । ଏକ ମାଲବାହୀ ଟ୍ରେନ ଲୁପ୍‌ ଲାଇନରେ ଛିଡା ହୋଇଥିବା ବେଳେ ଅନ୍ୟ ଏକ ଟ୍ରେନ ରେଡ୍‌ ସିଙ୍ଗନାଲ୍‌ ନ ମାନି ମାଡି ଆସିଥିଲା । ଏହା ଫଳରେ ମାଲବାହୀ ଟ୍ରେନ ଉପରେ ଅନ୍ୟ ଟ୍ରେନର
Read More...

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ବିଭୁଦତ୍ତ ବେହେରାଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ବିକ୍ରମଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱ ତଥା
Read More...