Monthly Archives

June 2023

ଆକାଶବାଣୀ ରାଉରକେଲା କେନ୍ଦ୍ରର ୨୯ତମ ପ୍ରତିଷ୍ଠା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରେଡ଼ିଓ କାଲି ଥିଲା, ଆଜି ଅଛି, ଆଉ ଆଗକୁ ବି ରହିଥିବ । ଆକାଶବାଣୀର ସ୍ଥାନ ଅନନ୍ୟ । ଆଜିର ସମୟରେ ବି ଆକାଶବାଣୀ ନିଜର ସ୍ୱତନ୍ତ୍ରତା ବଜାୟ ରଖିପାରିଛି । ଶ୍ରୋତାଗ୍ରାହୀ ହୋଇ ରହିପାରିଛି । ଯେତେ ଯାହା ଆସିଲେ ବି ଆକାଶବାଣୀର ସ୍ଥାନ କେହି ବି ନେଇପାରିବେ
Read More...

ଖପ୍ରାଖୋଲ ଅଞ୍ଚଳରେ ନକଲି ଡାକ୍ତରଙ୍କ ପ୍ରାଦୁର୍ଭାବ : କ୍ଵାକ୍‌ମାନଙ୍କ ହାତରେ ରୋଗୀଙ୍କ ଜୀବନ, ଜିଲ୍ଲା ସ୍ୱାସ୍ଥ୍ୟ…

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ସରକାରୀ ଡାକ୍ତରଙ୍କ ଅଭାବ ଯୋଗୁଁ ଲୋକେ ବିକଳ୍ପ ଭାବେ ନକଲି ଡାକ୍ତର, ବଇଦ ବା କ୍ୱାକ୍‌ଙ୍କ ସହାୟତା ନେଇଛନ୍ତି । ନକଲି ଡାକ୍ତରଙ୍କ ଔଷଧ ଖାଇ ଅନେକ ରୋଗୀ ସଙ୍କଟାପନ୍ନ ହେବା ସହ ମୃତ୍ୟୁ ମୁଖରେ ପଡୁଥିବା
Read More...

ଏଛିନ୍‌ ବି ରଜତଙ୍କର ମୃତ୍ୟୁ ଘଟନା ରହସ୍ୟ ଥି : ସର୍‌ଜମିନ୍‌ ତଦନ୍ତ ଲାଗି ଦାବୀ କରିଛନ୍‌ ପରିବାର୍‌ ଲୋକ୍‌ ଆର୍‌…

ବଲାଙ୍ଗିର, (କେପିଏନ୍‌ଏସ୍‌) : କାଏଁହେଲା ଯେ ରଜତ୍‌ କେ କିଡ୍‌ନେପ୍‌ ଉତ୍‌ରୁ ମର୍ଡର୍‌ କରାଯାଇଛେ? ରଜତ୍‌ କାହାର୍‌ କାଣା ଦୋଷ୍‌ଗୁନା କରିଥିଲେ? କିଏ ମର୍ଡର୍‌ କଲା ରଜତ୍‌ କେ? ଏନ୍‌ତା ଗୁର୍‌ଦୁଟେ ପ୍ରଶ୍ନ ଏଛିନ୍‌ ବଲାଙ୍ଗିର ସହର୍‌ ପାଖର୍‌ ଅଏଁଲାଚୁଆଁ ଗ୍ରାମବାସୀ ମାନ୍‌କର୍‌ ଭିତ୍‌ରେ
Read More...

ଛତ୍ରପୁରର ରାଜାଘର ଶ୍ରୀ ଗୁଣ୍ଡିଚା ମନ୍ଦିରରେ ବାମନ, ପର୍ଶୁରାମ ଓ ଭୁବନେଶ୍ୱରୀ ବେଶ ଦେଖି ଭକ୍ତ ବିମୋହିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପକ୍ଷରୁ ରଥରେ ବିଜେ ହୋଇ ଆଡ଼ପ ଘରକୁ ଆସିବାର ପରମ୍ପରା ପ୍ରଚଳିତ ଅଛି । ଆଡ଼ପ ଘରେ ନବଦିନ ବ୍ୟାପି ଶ୍ରୀଜୀଉମାନଙ୍କ ସ୍ୱତନ୍ତ୍ର ନୀତିକାନ୍ତି ସମାହିତ ହୋଇ ଆସୁଅଛି । ପ୍ରତିଦିନ ସନ୍ଧ୍ୟାରେ ଆଡ଼ପ
Read More...

ଦିଗପହଣ୍ଡିରେ ବସ୍‌ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦିଗପହଣ୍ଡିରେ ବସ୍‌ ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରି ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ମୃତକଙ୍କ ପରିବାରକୁ ୩ ଲକ୍ଷ ସହାୟତା ଘୋଷଣା କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫାଣ୍ଠିରୁ ଦିଆଯିବ ଏହି ସହାୟତା ।
Read More...

ଦିଗପହଣ୍ଡିରେ ଭୟଙ୍କର ବସ୍‌ ଦୁର୍ଘଟଣା

ଗଂଜାମ, (କେପିଏନ୍‌ଏସ୍‌) : ଗଂଜାମ ଦିଗପହଣ୍ଡିରେ ଘଟିଛି ଏକ ଭୟଙ୍କର ଦୁର୍ଘଟଣା । ଓଏସ୍‌ଆର୍‌ଟିସି ବସ ଓ ଘରୋଇ ବସ ମଧ୍ୟରେ ହୋଇଛି ଧକ୍କା । ଫଳରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦୁଇ ବସର ଅନେକ ଯାତ୍ରୀ ଆହତ ହୋଇଥିବା ବେଳେ ସମସ୍ତ ଆହତଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି
Read More...

ସାଲେପାଲି ମାଉସୀ ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ରାମ ଅବତାର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ଗାଁର ମାଉସୀ ମା' ମନ୍ଦିରରେ ସୋମବାର ଶ୍ରୀ ଜଗନ୍ନାଥ ରାମ ଅବତାର ଧାରଣ କରିଛନ୍ତି । ଏହାକୁ ଅଞ୍ଚଳର ଶ୍ରଦ୍ଧାଳୁ ଦର୍ଶନ କରିଛନ୍ତି ।
Read More...

ରେଳ ବିଭାଗର ଚୋରି ଜିନିଷ କିଣା ଅଭିଯୋଗରେ ଟିଟିଲାଗଡ଼ ଆଦିତ୍ୟ ହୋମ ଆଣ୍ଡ କେୟାର ଦୋକାନରେ ଚଢ଼ାଉ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରେଳ ବିଭାଗର ଚୋରି ଜିନିଷ କିଣା ଅଭିଯୋଗରେ ଟିଟିଲାଗଡ଼ ଆଦିତ୍ୟ ହୋମ ଆଣ୍ଡ କେୟାର ଦୋକାନରେ ଚଢ଼ାଉ କରାଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ମହାସମୁନ୍ଦ ଆରଙ୍ଗ, ତୁରେକେଲା, ଟିଟିଲାଗଡ ନିକଟସ୍ଥ ସିକେର ଷ୍ଟେସନରୁ ତିନି ଜଣ ଯୁବକ ଆକବର, ସଲିମ୍,
Read More...

ଏମକ୍ୟୁ-୯ ବି ଡ୍ରୋନ କ୍ରୟ ସଂକ୍ରାନ୍ତ ଭ୍ରମାତ୍ମକ ରିପୋର୍ଟକୁ ଖଣ୍ଡନ

ନୂଆଦିଲ୍ଲୀ, (ପିଆଇବି) : ଆମେରିକା ଠାରୁ ଏମକ୍ୟୁ ବି ଡ୍ରୋନ କ୍ରୟ ଏବଂ ଏହାର ମୂଲ୍ୟକୁ ନେଇ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଭ୍ରମାତ୍ମକ ରିପୋର୍ଟକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଖଣ୍ଡନ କରାଯାଇଛି । ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି) ୧୫ ଜୁନ୍, ୨୦୨୩ରେ ବିଦେଶୀ
Read More...

ଇଜିପ୍ଟର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ ଦ ନାଇଲ୍‌’ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଇଜିପ୍ଟର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ୍‌ ଦ ନାଇଲ୍‌’ରେ ସମ୍ମାନିତ କରାଯାଇଛି । ଇଜିପ୍ଟ ରାଷ୍ଟ୍ରପତି ମହାମହିମ ଅବଦଲ ଫତେହ ଅଲ ସିସି ୨୫ ଜୁନ୍‌ ୨୦୨୩ରେ କାଏରୋସ୍ଥିତ ପ୍ରେସିଡେନ୍ସୀ ଠାରେ ଅନୁଷ୍ଠିତ ଏକ ସମାରୋହରେ
Read More...