Daily Archives

ଦିଗପହଣ୍ଡିରେ ବସ୍‌ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦିଗପହଣ୍ଡିରେ ବସ୍‌ ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରି ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ମୃତକଙ୍କ ପରିବାରକୁ ୩ ଲକ୍ଷ ସହାୟତା ଘୋଷଣା କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫାଣ୍ଠିରୁ ଦିଆଯିବ ଏହି ସହାୟତା ।
Read More...

ଦିଗପହଣ୍ଡିରେ ଭୟଙ୍କର ବସ୍‌ ଦୁର୍ଘଟଣା

ଗଂଜାମ, (କେପିଏନ୍‌ଏସ୍‌) : ଗଂଜାମ ଦିଗପହଣ୍ଡିରେ ଘଟିଛି ଏକ ଭୟଙ୍କର ଦୁର୍ଘଟଣା । ଓଏସ୍‌ଆର୍‌ଟିସି ବସ ଓ ଘରୋଇ ବସ ମଧ୍ୟରେ ହୋଇଛି ଧକ୍କା । ଫଳରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦୁଇ ବସର ଅନେକ ଯାତ୍ରୀ ଆହତ ହୋଇଥିବା ବେଳେ ସମସ୍ତ ଆହତଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି
Read More...

ସାଲେପାଲି ମାଉସୀ ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ରାମ ଅବତାର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ଗାଁର ମାଉସୀ ମା' ମନ୍ଦିରରେ ସୋମବାର ଶ୍ରୀ ଜଗନ୍ନାଥ ରାମ ଅବତାର ଧାରଣ କରିଛନ୍ତି । ଏହାକୁ ଅଞ୍ଚଳର ଶ୍ରଦ୍ଧାଳୁ ଦର୍ଶନ କରିଛନ୍ତି ।
Read More...

ରେଳ ବିଭାଗର ଚୋରି ଜିନିଷ କିଣା ଅଭିଯୋଗରେ ଟିଟିଲାଗଡ଼ ଆଦିତ୍ୟ ହୋମ ଆଣ୍ଡ କେୟାର ଦୋକାନରେ ଚଢ଼ାଉ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରେଳ ବିଭାଗର ଚୋରି ଜିନିଷ କିଣା ଅଭିଯୋଗରେ ଟିଟିଲାଗଡ଼ ଆଦିତ୍ୟ ହୋମ ଆଣ୍ଡ କେୟାର ଦୋକାନରେ ଚଢ଼ାଉ କରାଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ମହାସମୁନ୍ଦ ଆରଙ୍ଗ, ତୁରେକେଲା, ଟିଟିଲାଗଡ ନିକଟସ୍ଥ ସିକେର ଷ୍ଟେସନରୁ ତିନି ଜଣ ଯୁବକ ଆକବର, ସଲିମ୍,
Read More...

ଏମକ୍ୟୁ-୯ ବି ଡ୍ରୋନ କ୍ରୟ ସଂକ୍ରାନ୍ତ ଭ୍ରମାତ୍ମକ ରିପୋର୍ଟକୁ ଖଣ୍ଡନ

ନୂଆଦିଲ୍ଲୀ, (ପିଆଇବି) : ଆମେରିକା ଠାରୁ ଏମକ୍ୟୁ ବି ଡ୍ରୋନ କ୍ରୟ ଏବଂ ଏହାର ମୂଲ୍ୟକୁ ନେଇ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଭ୍ରମାତ୍ମକ ରିପୋର୍ଟକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଖଣ୍ଡନ କରାଯାଇଛି । ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି) ୧୫ ଜୁନ୍, ୨୦୨୩ରେ ବିଦେଶୀ
Read More...

ଇଜିପ୍ଟର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ ଦ ନାଇଲ୍‌’ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଇଜିପ୍ଟର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ୍‌ ଦ ନାଇଲ୍‌’ରେ ସମ୍ମାନିତ କରାଯାଇଛି । ଇଜିପ୍ଟ ରାଷ୍ଟ୍ରପତି ମହାମହିମ ଅବଦଲ ଫତେହ ଅଲ ସିସି ୨୫ ଜୁନ୍‌ ୨୦୨୩ରେ କାଏରୋସ୍ଥିତ ପ୍ରେସିଡେନ୍ସୀ ଠାରେ ଅନୁଷ୍ଠିତ ଏକ ସମାରୋହରେ
Read More...

ପ୍ରଧାନମନ୍ତ୍ରୀ ଓ ଇଜିପ୍ଟ ରାଷ୍ଟ୍ରପତିଙ୍କ ମଧ୍ୟରେ ସାକ୍ଷାତ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇଜିପ୍ଟ ରାଷ୍ଟ୍ରପତି ମହାମହିମ ଅବଦଲ ଫତେହ ଅଲ ସିସିଙ୍କ ମଧ୍ୟରେ ୨୫ ଜୁନ୍‌ ୨୦୨୩ରେ ଅଲ-ଇତିହାଦିୟା ପ୍ୟାଲେସ୍‌ ଠାରେ ସାକ୍ଷାତ ଆଲୋଚନା ହୋଇଛି । ଜାନୁଆରୀ ୨୦୨୩ରେ ଭାରତର ଗଣତନ୍ତ୍ର ଦିବସ ସମାରୋହରେ ରାଷ୍ଟ୍ରପତି ଅଲ୍‌
Read More...

‘ବିଶ୍ୱଖବର’ ରଥଯାତ୍ରା ସଂଖ୍ୟା ସମାଜସେବୀ ମମତା ପୁରୋହିତଙ୍କ ଦ୍ୱାରା ଲୋକାର୍ପିତ

ବରଗଡ଼, (ନିରୋଜ କୁମାର ପାଣୀ) : କଳା ସଂସ୍କୃତି ପରମ୍ପରା ତଥା ସମାଜସେବାକୁ ଅଧିକ ଗୁରୁତ୍ୱ ଦେଇ ପ୍ରକାଶିତ ହେଉଥିବା ପତ୍ରିକା "ବିଶ୍ୱଖବର" ରଥଯାତ୍ରା ସଂଖ୍ୟା ଲୋକାର୍ପିତ ହୋଇଯାଇଛି । ପ୍ରତ୍ୟେକ ସଂଖ୍ୟା ନିରାଡ଼ମ୍ବର ଭାବେ ଲୋକାର୍ପିତ ହେଉଥିବା ବିଶ୍ୱଖବର ରଥଯାତ୍ରା ସଂଖ୍ୟା ଜଣେ
Read More...