Daily Archives

ସାମ୍ବାଦିକ ଭବନ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୫ ତମ ପୁଣ୍ୟ ତିଥିରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ତେବେ ଏହା ବଲାଙ୍ଗିର ସମାଜ ଖବର କାଗଜ ଆନୁକୁଲ୍ୟରେ ହୋଇଥିବା ବେଳେ ଏଥିରେ ଅତିଥି ଭାବରେ ଜିଲ୍ଲାପରିଷଦ ସଭାପତି
Read More...

ବଲାଙ୍ଗିର ସହରର କନ୍ଧପାଲିପଡ଼ାରୁ ତାଲପାଲିପଡ଼ାକୁ ଯାଇଥିବା ରାସ୍ତାର ପୋଲ ମଝିରେ ବିରାଟ ଗର୍ତ୍ତ : ବିଭାଗୀୟ ଅଧିକାରୀ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର କନ୍ଧପାଲିପଡ଼ାରୁ ତାଲପାଲିପଡ଼ାକୁ ଯାଇଥିବା ରାସ୍ତା ତଥା କନ୍ଧପାଲିପଡ଼ାର ଅଶ୍ୱିନୀ ସାଏଙ୍କ ଘର ସାମ୍ନାର ପୋଲ ମଝିରେ ଏକ ବିରାଟ ଗର୍ତ୍ତ ହୋଇଥିବା ଦେଖିବାକୁ ମିଳିଛି । ଏହି ରାସ୍ତା ଦେଇ ଅନେକ ଲୋକ ଯାତାୟତ କରୁଥିବା ବେଳେ ପୋଲ ମଝିରେ
Read More...

ପାଞ୍ଚଗୋଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ କଲେ ବିଧାୟକ ସରୋଜ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ବିଧାୟକ ସରୋଜ ମେହେର ବେନ୍ଦେର ପଞ୍ଚାୟତର ବିଜେଡି ସକ୍ରିୟ କାର୍ଯ୍ୟକର୍ତ୍ତାମାନଙ୍କ ସହିତ ଏକ ବୈଠକରେ ବିଜେଡିକୁ ତୃଣମୂଳ ସ୍ତରରେ ଆହୁରି ବଳିଷ୍ଠ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର ପଦକ୍ଷେପ ସଂପର୍କରେ ଲୋକଙ୍କୁ ଅବଗତ କରିବା
Read More...

ଜମିବାଡ଼ିକୁ କେନ୍ଦ୍ର କରି କଳହ, ଥାନାର ଦ୍ୱାରସ୍ଥ ହେଲେ ଦୁଇ ପକ୍ଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜମିବାଡ଼ିକୁ କେନ୍ଦ୍ର କରି କଳହ ହୋଇଥିବା ବେଳେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଦୁଇ ପକ୍ଷ । ଏପରି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ନୂଆପାଲି ଗାଁରେ । ସୂଚନା ଅନୁସାରେ ଏହି ଗାଁର ପ୍ରକାଶ ସାହୁ ଓ ଜରା ସାହୁଙ୍କ ପରିବାର ମଧ୍ୟରେ
Read More...

ବଡ଼ଭାଇର କୁରାଢି ଚୋଟରେ ସାନଭାଇ ଗୁରୁତର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଝାରବନ୍ଧ ବ୍ଲକ ଜଗଦଲପୁର ଥାନା ଅନ୍ତର୍ଗତ ପୁଟୁକା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ବଡ଼ ଭାଇର କୁରାଢୀ ଚୋଟରେ ସାନଭାଇ ଗୁରୁତର ହୋଇଯାଇଛି । ପ୍ରାପ୍ତ ସୂଚନା ଅନୁସାରେ ପୁଟୁକା ଗ୍ରାମର ଦୁଇ ଭାଇଙ୍କ ମଧ୍ୟରେ କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲା ।
Read More...

ଚାଷ ଜମିରୁ ଉଦ୍ଧାର ହେଲା ବିରଳ ପଥର ପ୍ରାଚୀନ କଳା କୃତି

ମ.ରାମପୁର, (ହେମନ୍‌ନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ମ.ରାମପୁର ଗ୍ରାମ ପଞ୍ଚାୟତର ରଜା ମୁଣ୍ଡା ଗ୍ରାମରୁ ଏକ ବିରଳ ପ୍ରାଚୀନ କଳା କୃତି ଉଦ୍ଧାର ହୋଇଛି । ପ୍ରାପ୍ତ ସୂଚନା ମୁତାବକ ଉକ୍ତ ଗ୍ରାମର ଚାଷୀ ବରୁଣ ସାହୁ ନିଜ ଜମିରେ ହଳ କରୁଥିବା ସମୟରେ ଏହି ପ୍ରସ୍ତର
Read More...

ଡିଏଭି ମହାବିଦ୍ୟାଳୟର ଅଧ୍ୟାପକ ଅରୁଣ ପ୍ରଧାନ ଲୋକଙ୍କ ପାଇଁ ସାଜିଲେ ଉଦାହରଣ : ଝାଡୁ ଧରି ଅଳିଆ ଆବର୍ଜ୍ଜନାକୁ କଲେ ସଫା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ମଣିଷ ନିଜର ଗୁଣ, କର୍ମ ଯୋଗୁଁ ସମାଜରେ ପରିଚିତ ହୁଏ । ସେ ଯେ କୌଣସି ବର୍ଗର ବ୍ୟକ୍ତି ହୋଇ ଥାଉ ନା କାହିଁକି, ନିଜେ ଯେପରି ନିଜର ପରିଚୟ ସୃଷ୍ଟି କରିବ ସମାଜରେ ସେତିକି ଗ୍ରହଣୀୟ ହୋଇପାରିବ । ଏଭଳି ଏକ କାର୍ଯ୍ୟ ଆଜି ସଭ୍ୟ ସମାଜ ପାଇଁ ଉଦାହରଣ
Read More...

ବିଦ୍ୟୁତ୍ ବିଭାଗର ଅବହେଳା ଯୋଗୁଁ ଚାଲିଗଲା ଏକ ବଳଦର ଜୀବନ : ଅନ୍ୟ ଏକ ଷଣ୍ଢ ଗୁରୁତର

ବଣାଇ, (ନାରାୟଣ ଚନ୍ଦ୍ର ପେହେରା) : ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନାର ଦରେଇକଲା ଗ୍ରାମ ନିକଟ ଜମି ପଡ଼ିଆରେ ବିପଦପୂର୍ଣ୍ଣ ଟ୍ରାନ୍ସଫର୍ମର୍ ସଂସ୍ପର୍ଶରେ ଆସି ଦରେଇକଲା ଗ୍ରାମର ଅଶୋକ ତ୍ରିପାଠୀଙ୍କ ଏକ ବଳଦର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଏକ ଷଣ୍ଢ ଗୁରୁତର ଅବସ୍ଥାରେ ପଡ଼ି ରହିଥିବା
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ବଲାଙ୍ଗିର-ପାଟଣାଗଡ଼ ରାସ୍ତାରେ ଶାନ୍ତିପଡ଼ା ପରେ ପରେ ଏନ୍‌ଏଚ୍‌ ଉପରେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର-ପାଟଣାଗଡ଼ ରାସ୍ତାରେ ଶାନ୍ତିପଡ଼ା ପରେ ପରେ ଏକ ବ୍ରିଜ ସାମ୍ନାରେ ଏନ୍‌ଏଚ୍‌ ଉପରେ ଏକ ବିରାଟ ଗାତ ସୃଷ୍ଟି ହୋଇଥିବା ବେଳେ ଗତକାଲି ଏ ସଂପର୍କରେ 'କୋଶଳ ପ୍ରବାହ'ରେ ଖବର ପରିବେଷଣ ହେବାର ଘଂଟାଏ ଭିତରେ ବିଭାଗୀୟ କର୍ମଚାରୀମାନେ ଆସି ମରାମତି
Read More...

ମହୁଲପାଲିରେ ଆମ ପୋଲିସ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଧିନସ୍ଥ ମହୁଲପାଲି ଗ୍ରାମ ପଞ୍ଚାୟତରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟରେ ଗାଁମାନଙ୍କୁ କିପରି ନିଶା କାରବାର ବନ୍ଦ ହେବ ତଥା ମହିଳାମାନଙ୍କ ଭିତରେ ସଚେତନ ହେଲେ ଗାଁରେ କୌଣସି ନିଶା
Read More...