Daily Archives

ବଲାଙ୍ଗିର-ପାଟଣାଗଡ଼ ରାସ୍ତାରେ ଶାନ୍ତିପଡ଼ା ପରେ ପରେ ଏନ୍‌ଏଚ୍‌ ଉପରେ ବିରାଟ ଗାତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପାଟଣାଗଡ଼ ରାସ୍ତାରେ ଶାନ୍ତିପଡ଼ା ପରେ ପରେ ଏକ ବ୍ରିଜ ସାମ୍ନାରେ ଏନ୍‌ଏଚ୍‌ ଉପରେ ଏକ ବିରାଟ ଗାତ ସୃଷ୍ଟି ହୋଇଥିବା ବେଳେ କୌଣସି ସମୟରେ ବି ଅଘଟଣ ଘଟି ପାରେ ବୋଲି ସାଧାରଣରେ ଆଶଂକା ଉପୁଜିଛି । ତେବେ ଗାତ ଭିତରେ ଫମ୍ପା ଅଂଶ ଦେଖା ଯାଉଥିବାରୁ
Read More...

କେବଳ ସମିତି ସଭାରେ ଗୁରୁତ୍ୱାରୋପ କରିବାକୁ ବ୍ୟଗ୍ର କାହିଁକି, ଗ୍ରାମ ପଞ୍ଚାୟତସ୍ତରରେ ସରକାରଙ୍କ ଯୋଜନାକୁ ନେଇ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କେବଳ ସମିତି ସଭାରେ ଗୁରୁତ୍ୱାରୋପ କରିବାକୁ ବ୍ୟଗ୍ର କାହିଁକି ? ଗ୍ରାମ ପଞ୍ଚାୟତସ୍ତରରେ ସରକାରଙ୍କ ଯୋଜନାକୁ ନେଇ ସଚେତନତା ସଭା କରାଯାଉ ବୋଲି ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା କହିଛନ୍ତି । ଷଷ୍ଠତମ ଛତ୍ରପୁର ପଞ୍ଚାୟତ ସମିତି ବୈଠକରେ
Read More...

ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲା ସାମାଜିକ ଅନୁଷ୍ଠାନ ‘ସମର୍ପଣ’

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା କ୍ଲବଠାରେ ସାମାଜିକ ଅନୁଷ୍ଠାନ ସମର୍ପଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଛି । ସମର୍ପଣର ସଭାପତି ଝୁନୁ ନାୟକଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ଇନ୍ଦରଜିତ ସିଂଙ୍କ ଆବାହକତ୍ୱ ତଥା ବିଶ୍ୱଜିତ ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି
Read More...

ଟାପରେଙ୍ଗ ଗାଁରେ ମାଓବାଦୀ ଓ ପୁଲିସ୍ ମଧ୍ୟରେ ଗୁଳି ବିନିମୟ ଘଟଣା : ଲାଲ୍ ବାହିନୀ ଲଗାଇଲେ ପୋଷ୍ଟର

ସମାଜରେ ମାନବତାର ମୃତ୍ୟୁ ଘଟିଛି : ମାଓ ସଂଗଠନ ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ମାଣିକେରା ଗ୍ରାମ ପଞ୍ଚାୟତର ଟାପରେଙ୍ଗ ଗାଁରେ ଗତ ମଇ ମାସ ୯ ତାରିଖ ସକାଳୁ ଘଟିଥିବା ପୁଲିସ୍ ଓ ମାଓବାଦୀଙ୍କ ଗୁଳି ବିନିମୟ ଘଟଣା ପରେ ଆଜି ସକାଳୁ ସକାଳୁ
Read More...

ଟିଟିଲାଗଡରେ ଜିଓ ସେବା ଟଳମଳ : ଫୋନ କଲେ ଶୁଭୁନି କି ହେଉନି ରିଙ୍ଗ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜିର ଆଧୁନିକ ଯୁଗରେ ମୋବାଇଲ ବିନା ଲୋକେ ଅଧୁରା କହିଲେ ଅତ୍ୟୁକ୍ତି ହେବନାହିଁ । ସେହିପରି ମୋବାଇଲ ଫୋନରେ କେଉଁ କମ୍ପାନୀର ସିମ ଲଗାଇଲେ ଭଲ ନେଟୱର୍କ ସହ ସେବା ଚାରିଆଡ଼େ ଉପଲବ୍ଧ ହୋଇପାରିବ ସେଥିପାଇଁ ଗ୍ରାହକ ନିଜେ କମ୍ପାନୀ ଦେଖି ଚୟନ କରୁଛନ୍ତି ।
Read More...

କୋସଲି ଭାଷାକୁ ସାମ୍ବିଧାନିକ ସ୍ୱୀକୃତି ଦିଆଯାଉ : କୋସଲି ଭାଷା ସୁରକ୍ଷା ସମିତି

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : କୋସଲି ଭାଷା ପଶ୍ଚିମ ଓଡିଶାର ବହୁଳ ବ୍ୟବହାରିକ ଭାଷା । ପ୍ରାୟ ଦେଢକୋଟିରୁ ଅଧିକ ଲୋକ ଏହି ଭାଷାକୁ ହଜାର ହଜାର ବର୍ଷ ଧରି ବ୍ୟବହାର କରି ଆସୁଥିବାରୁ ଏହି ଭାଷାର ସାଂସ୍କୃତିକ ଓ ବୌଦ୍ଧିକ ମୂଲ୍ୟବୋଧ ଉଚ୍ଚ କୋଟୀର ଅଟେ । ଚଳିତ ତିନି ଦଶନ୍ଧିରୁ ଏହି
Read More...

ମାନସ କୁମାର ଷଡ଼ଙ୍ଗୀ ପାଇଲେ ରାଷ୍ଟ୍ରୀୟ କନିଷ୍ଠ ଗବେଷଣା ବୃତ୍ତି

ବିଜେପୁର, (ପୁସ୍ତମ୍ ଯୁଆଡି) : ଭାରତ ସରକାରଙ୍କ ଦ୍ୱାରା ସଂସ୍କୃତି ମନ୍ତ୍ରଣାଳୟର ସାଧନ ଓ ତାଲିମ କେନ୍ଦ୍ର ପକ୍ଷରୁ ଚଳିତ ବର୍ଷର କନିଷ୍ଠ ଗବେଷଣା ବୃତ୍ତି ଓ ବରିଷ୍ଠ ଗବେଷଣା ବୃତ୍ତି ପାଇଁ ନିର୍ବାଚିତ ଗବେଷକ ତାଲିକା ପ୍ରକାଶ ପାଇଛି । ଏଥିରେ ବରଗଡ ଜିଲ୍ଲା ବିଜେପୁର ମାଟିର ଆକାଶବାଣୀ
Read More...

ମୁକ୍ତା ଯୋଜନା ପ୍ରକଳ୍ପ ନିର୍ମାଣ ପାଇଁ ଜାଗା ପରିଦର୍ଶନ କଲେ ନିର୍ବାହୀ ଅଧିକାରୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍‌ଏସିରେ ପ୍ରତ୍ୟେକ ୱାର୍ଡରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ ପାଇଁ ୧ କୋଟି ୯୦ ଲକ୍ଷ ମଞ୍ଜୁର କରିଛନ୍ତି ରାଜ୍ୟ ସରକାର । ମୁକ୍ତା ଯୋଜନାରେ ଆସିଥିବା ଏହି ଅନୁଦାନରେ ସହରର ଉର୍ନ୍ନତିକରଣ କରାଯିବ ଏହାର ପ୍ରକ୍ରିୟା ଶୁକ୍ରବାର ଠାରୁ ଆରମ୍ଭ ହୋଇଛି
Read More...

ସାଲେପାଲି ମାଉସୀ ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ବାମନ ଅବତାର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ଗାଁର ମାଉସୀ ମା' ମନ୍ଦିରରେ ଶନିବାର ଶ୍ରୀ ଜଗନ୍ନାଥ ବାମନ ଅବତାର ଧାରଣ କରିଥିଲେ । ଏହାକୁ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଦର୍ଶନ କରିଥିଲେ । ଏବେ ତିନିଦିଅଁ ମାଉସୀ ମନ୍ଦିରରେ ପୂଜା ପାଉଛନ୍ତି ।
Read More...

ଏସ୍‌ଓପିକୁ ନେଇ ସରକାରୀ ହାଇସ୍କୁଲ ଏନ୍‌ପିଏସ୍‌ ଶିକ୍ଷକ ସଂଘର ଅସନ୍ତୋଷ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ସରକାରୀ ହାଇସ୍କୁଲ ଏନ୍‌ପିଏସ୍‌ ସଂଘର ଏକ ଜରୁରୀ ଆଭାସୀ ବୈଠକ ବଲାଙ୍ଗିର ଜିଲ୍ଲା ସଭାପତି ରାଜ କୁମାର ଭୋଇଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ହୋଇଯାଇଛି । ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଜନ୍ମ ଦିନରେ ପ୍ରଦାନ କରିଥିବା ଠିକା ଉଚ୍ଛେଦ
Read More...