୩ ଦିନ ରଥଟଣା ପରେ ମାଉସୀ ମନ୍ଦିରରେ ପହଞ୍ଚିଲେ ମହାପ୍ରଭୁ
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ଗାଈବାହାଲ ପଞ୍ଚାୟତ ଅର୍ଡା ଗାଁରେ ଶ୍ରୀଗୁଣ୍ଡିଚା ଯାତ୍ରା ସମାପନ ହୋଇଛି । ମଙ୍ଗଳବାର ଦିନ ଶ୍ରୀମନ୍ଦିରରୁ ବାହାରିଥିଲେ । ବୁଧବାର ଦିନ ପୁଣି ଅଧା ବାଟକୁ ନେଇଥିବା ମହାପ୍ରଭୁଙ୍କ ରଥକୁ ଗୁରୁବାର ସନ୍ଧ୍ୟାରେ ଶ୍ରଦ୍ଧାଳୁମାନେ ମାଉସୀ ମା'!-->…
Read More...
Read More...