Daily Archives

କୋଶଲୀ ସର୍ଟ ଫିଲ୍ମ “ବଏନା”ର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଲର୍କିପାଲି ଆମପଡ଼ା ଗାଆଁରେ କାଇଁଚ ମିଡ଼ିଆର ପଞ୍ଚମ ଅବଦାନ କୋଶଲୀ ସର୍ଟ ଫିଲ୍ମ "ବଏନା"ର ଶୁଭାରମ୍ଭ ହୋଇଯାଇଛି । ତିନି ଦିନ ଧରି ଉକ୍ତ ଗାଆଁରେ ସୁଟିଂ ହୋଇ ଶେଷ ହେବାର ସ୍ଥିର କରାଯାଇଛି । ପଶ୍ଚିମ ଓଡ଼ିଶାର ବିଶେଷ କରି ବଲାଙ୍ଗିର ଜିଲ୍ଲାର ଅନେକ
Read More...

ଟ୍ରାକ୍ଟର ଚାପାରେ ନାବାଳକ ଡ୍ରାଇଭର ମୃତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଥାନା ଅଗଲାପାଲି ଗ୍ରାମରେ ଶନିବାର ସକାଳେ ଏକ ଟ୍ରାକ୍ଟର ଦୁର୍ଘଟଣାରେ ଜନୈକ ନାବାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ନାବାଳକ ଜଣକ ହେଲେ ଅଗଲାପାଲି ଗ୍ରାମର ସୁଜିତ ଦାସ(୧୫) । କୌଣସି କାମରେ ସୁଜିତ ଟ୍ରାକ୍ଟର ଚଳାଇ ଆସୁଥିବା ବେଳେ
Read More...

କେନେ ହଜିଗଲା ମୌସୁମୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏଦେ ଆଏବା, ଇହାଦେ ଆଏବା, ଆର୍‌ ଘଡେକେ ଆଏବା, ଆର୍‌ ଛନେକେ ଆଏବା…… ଟାକି ଟାକି ଅଥା । କାହିିଁର୍‌ କଥା, ଅଷାଢ୍‌ ମାସେ ତତଲା ତାୱା ଥି ଭାଜୁଛେ ରଟ୍‌ ଖରା । ଆଲ୍‌ମାଲ୍‌ ଦୁଇ ପହରିଆ ଭଁଟା କେ ବାହାରି ଦେଲେ ତାଲୁ ଫାଟି ଜିବାର୍‌ ମେତାନ୍‌ ଲାଗୁଛେ । ଜୁନ୍‌
Read More...

ଦୁଇ ଦିନିଆ କନ୍ଧମାଳ ଗସ୍ତରେ ୫-ଟି ସଚିବ : ମା’ ବରାଳ ଦେବୀ ମନ୍ଦିର ରୂପାନ୍ତରୀତ ହେବା ସହ ବିଭିନ୍ନ…

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ, ୫-ଟି ସଚିବ ଭି.କେ.ପାଣ୍ଡିଆନ କନ୍ଧମାଳ ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଆସି ଶୁକ୍ରବାର ଅପରାହ୍ନରେ ଫୁଲବାଣୀରେ ପହଞ୍ଚିଥିଲେ । ଗସ୍ତର ପ୍ରଥମ ଦିନରେ ସେ ୫ ଗୋଟି କାର୍ଯ୍ୟକ୍ରମରେ ଯୋଗ
Read More...

ହୋମଗାର୍ଡ ରୂପକ କୁମାର ପଲାଇ ହେଲେ ଏସ୍‌ପିଙ୍କ ଦ୍ୱାରା ସମ୍ମାନିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲା ରମ୍ଭା ଥାନାରେ କାର୍ଯ୍ୟରତ ହୋମଗାର୍ଡ ରୂପକ କୁମାର ପଲାଇଙ୍କୁ ଶୁକ୍ରବାର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଗନ ମୋହନ ମିନା ଛତ୍ରପୁର ଏସ୍‌ପି କାର୍ଯ୍ୟାଳୟରେ ସମ୍ମାନିତ କରିଥିବା ଜଣାପଡ଼ିଛି । ରମ୍ଭା ଥାନା ଅଧିକାରୀ, ପୋଲିସ ଥାନାକୁ ଏବଂ
Read More...

ତାଙ୍କ ଜମି ହଡ଼ପ କରାଯାଇଥିବା ଅଭିଯୋଗ କରିଛନ୍ତି ଜଣେ ବୃଦ୍ଧା

ବଲାଙ୍ଗିର, (କେପିଏନ୍‌ଏସ୍‌) : ତାଙ୍କ ଜମି ହଡ଼ପ କରାଯାଇଥିବା ଅଭିଯୋଗ କରିଛନ୍ତି ଜଣେ ବୃଦ୍ଧା । ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ଡୁମେରମୁଣ୍ଡା ଗ୍ରାମର ବିନୋଦିନୀ ସାମଲ ବଲାଙ୍ଗିର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଏଭଳି ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ତାଙ୍କ
Read More...

ଫାଷ୍ଟଫୁଡ଼୍‌ ସେଣ୍ଟରରେ ଲାଗିଲା ନିଆଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ୍‌ ହଲ୍‌ ପାଖ ଏକ ଫାଷ୍ଟଫୁଡ଼ ସେଣ୍ଟରରେ ନିଆଁ ଲାଗିଥିବା ବେଳେ ଆୟତ୍ତ କରିଛି ଅଗ୍ନିସେବା ବିଭାଗ । ସୂଚନା ଅନୁସାରେ ବଲାଙ୍ଗିର ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତଥା ଟାଉନ୍‌ ହଲ୍‌ ପାଖରେ ଥିବା ଏକ ଫାଷ୍ଟ ଫୁଡ଼ ସେଣ୍ଟରରେ ଗତକାଲି ନିଆଁ
Read More...

ଧୁମ୍‌ଧାମ୍‌ରେ ପାଳିତ ହେଲା ରଜପର୍ବ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଅଞ୍ଚଳରେ ଧୁମ୍‌ଧାମ୍‌ରେ ପାଳିତ ହେଲା ରଜ । ରଜ ପର୍ବ ଓଡ଼ିଶାର ଅନେକ ପର୍ବ ମଧରୁ ଏକ ନିଆରା ଓ ଅନ୍ୟତମ ପର୍ବ । ଏହି ପର୍ବରେ ବିଶେଷ କରି କୁଆଁରୀ ଝିଅମାନେ ସକାଳୁ ଉଠି ସଜବାଜ ହୋଇ ନୂଆ କପଡ଼ା ପରିଧାନ କରି ପିଠା ପଣା ଓ ତା'ସାଙ୍ଗକୁ ମିଠା ପାନ ଖାଇ
Read More...

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର ଆଦର୍ଶ ସାହିତ୍ୟ ଘରଠାରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ମିଶ୍ରଙ୍କ ସଭାପତିତ୍ୱ ଓ ସାହିତ୍ୟ କାର୍ଯ୍ୟକ୍ରମର ମୁଖ୍ୟ ପୁରୋଧା ଉପସଭାପତି ଡଃ
Read More...

ସରପଞ୍ଚ ଓ ସମିତି ସଭ୍ୟ ସଙ୍ଘର ପ୍ରଶାସନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବରପାଲି ବ୍ଲକ ପରିସର ମଧ୍ୟରେ ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦମାନେ ଆଜି ମାସିକିଆ ପଂଚାୟତ ସମିତି ବୈଠକକୁ ବର୍ଜନ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେମାନଙ୍କ କହିବା ଅନୁସାରେ ମା' ଓ ଭଉଣୀ ମାନେ ପ୍ରତିନିଧିତ୍ୱ କରୁଥିବା ବେଳେ
Read More...