Daily Archives

ଜିଲ୍ଲାରେ ବଢୁଥିବା ଅପରାଧିକ କାର୍ଯ୍ୟକଳାପକୁ ହ୍ରାସ କରିବା ପାଇଁ ବଲାଙ୍ଗିର ପୋଲିସର ତନାଘନା ତଦନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଦିନକୁ ଦିନ ଅପରାଧିଙ୍କ ଅପରାଧିକ କାର୍ୟ୍ୟକଳାପ ବୃଦ୍ଧି ପାଉଥିବା ବେଳେ ଏହାକୁ ରୋକିବା ପାଇଁ ବଲାଙ୍ଗିର ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ସମସ୍ତ ପୁଲିସ ଥାନାଗୁଡିକରେ ବଳିମ୍ବିତ ରାତ୍ରୀରେ ପୋଲିସ ପକ୍ଷରୁ ରାସ୍ତାରେ ଯାଉଥିବା
Read More...

ପଞ୍ଚାୟତ ସମିତିସ୍ତରୀୟ ଆଭିମୁଖିକରଣ ଶିବିର

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡିର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସେବା ଜଗତ ତରଫରୁ ସେଲ୍ କୋ ଫାଉଣ୍ଡେସନ ସୌଜନ୍ୟରେ ପଞ୍ଚାୟତ ସମିତିସ୍ତରୀୟ ଆଭିମୁଖିକରଣ ଶିବିର କାର୍ଯ୍ୟକ୍ରମ ବୁରାଟ ସ୍ଥିତ ତାଲିମ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସେଲ୍ କୋ ଫାଉଣ୍ଡେସନର ସ୍ୱାଗତିକା
Read More...

ଜର୍ମାନୀରେ ଆରମ୍ଭ ହେଇଥିବା ଆନ୍ତର୍ଜାତୀୟ ଧାତବ ବାଣିଜ୍ୟ ମେଳାରେ କଳାହାଣ୍ଡିର ଯୁବଦ୍ୟୋଗୀ ବିଭୁ ପ୍ରସାଦ

ମ.ରାମପୁର, (ହେମନ୍ତ ସାହୁ) : ଜର୍ମାନୀର ଡୁସେଲଡ଼ର୍ଫଠାରେ ଆରମ୍ଭ ହୋଇଥିବା ଦ ବ୍ରାଇଟ୍ ୱାର୍ଡ଼ ଅଫ୍ ମେଟାଲ ଶିର୍ଷକ ସମ୍ମିଳନୀ (ଆନ୍ତର୍ଜାତୀୟ ଧାତବ ବାଣିଜ୍ୟ ମେଳା) ବିଶ୍ଵର ଅଗ୍ରଣୀ ବାଣିଜ୍ୟ ମେଳାରେ ଓଡ଼ିଶାର ଯୁବଦ୍ୟୋଗୀ ଯୋଗଦେଇଛନ୍ତି । ନିଜର ସ୍ୱତନ୍ତ୍ର ଜ୍ଞାନ କୌଶଳ ପ୍ରୟୋଗ କରି ଧାନ
Read More...

ଗରିମା ପରିବାରର ରଜ ପ୍ରତିଯୋଗିତା ଆରମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ସାଂସ୍କୃତିକ ପରିଷଦର ଗରିମା ପରିବାର ତରଫରୁ ଦ୍ୱିତୀୟ ରଜ ପ୍ରତିଯୋଗିତା ସେକ୍ଟର ୨ ସାହାନାଇ ମଣ୍ଡପଠାରେ ଆରମ୍ଭ ହୋଇଯାଇଛି । ଅନୁଷ୍ଠାନର ସାଧାରଣ ସଂପାଦକ ଶଙ୍କର ଜେନାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା କବି
Read More...

ନୀଲମ ଫାଉଣ୍ଡେସନର ବିଶ୍ୱଶାନ୍ତି ମହାଯଜ୍ଞ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସାମାଜିକ ଅନୁଷ୍ଠାନ ନୀଲମ ଫାଉଣ୍ଡେସନ ତରଫରୁ କଟକ ସ୍ଥିତ ଗଡଚଣ୍ଡୀ ପୀଠରେ ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ତଥା ଆହତଙ୍କ ଆରୋଗ୍ୟ କାମନା କରାଯାଇ ବିଶ୍ୱ ଶାନ୍ତି ଯଜ୍ଞ ଆୟୋଜନ କରାଯାଇଥିଲା । ଏହି ଯଜ୍ଞରେ
Read More...

ପ୍ରଧାନମନ୍ତ୍ରୀ ଜୁନ୍ ୧୩ ତାରିଖରେ ରୋଜଗାର ମେଳା ଅଧୀନରେ ସରକାରୀ ବିଭାଗ ଗୁଡିକରେ ନବ ନିଯୁକ୍ତ ମାନଙ୍କୁ ପ୍ରାୟ…

ଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ୧୩ ଜୁନ୍‌, ୨୦୨୩ ପୂର୍ବାହ୍ନ ୧୦: ୩୦ ମିନିଟ୍‌ରେ ନୂତନ ଭାବେ ନିଯୁକ୍ତ ବ୍ୟକ୍ତିବିଶେଷ ମାନଙ୍କୁ ପ୍ରାୟ ୭୦,୦୦୦ ନିଯୁକ୍ତି ପତ୍ର ବଣ୍ଟନ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଏହି ନିଯୁକ୍ତି
Read More...

କୋୱିନ୍‌ ତଥ୍ୟ ଗୋପନୀୟତା ଉଲ୍ଲଂଘନ ପ୍ରସଙ୍ଗ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କୋ-ୱିନ୍‌ ପୋର୍ଟାଲ ତଥ୍ୟ ଗୋପନୀୟତା କ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତୱେବ୍‌ ଆପ୍ଲିକେସନ ଫାୟାରୱାଲ୍‌, ଆଣ୍ଟି-ଡିଡିଓଏସ, ଏସଏସଏଲ/ଟିଏଲଏସ, ନିୟମିତ ବିପଦ ମୂଲ୍ୟାଙ୍କନ, ପରିଚୟ ଏବଂ ଆକ୍ସେସ ପରିଚାଳନା ଆଦି ସୁବିଧା ସହିତ କୋ-ୱିନ ପୋର୍ଟାଲରେ ଯଥେଷ୍ଟ
Read More...

ଜି-୨୦ଉନ୍ନୟନ ମନ୍ତ୍ରୀଙ୍କ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

“କାଶୀ ଜ୍ଞାନ, ଆଲୋଚନା, ତର୍କ, ସଂସ୍କୃତି ଓ ଆଧ୍ୟାତ୍ମିକତାର କେନ୍ଦ୍ର ଭାବେ ଶହ ଶହ ବର୍ଷ ଧରି ରହି ଆସିଛି”“ସ୍ଥାୟୀ ଓ ନିରନ୍ତର ବିକାଶର ଲକ୍ଷ୍ୟ ଯେପରି ପଛରେ ନ ପଡେ ତାହା ଜନସାଧାରଣଙ୍କ ସମ୍ମିଳିତ ଦାୟିତ୍ୱ”“ଶହେରୁ ଅଧିକ ଆକାଂକ୍ଷୀ ଜିଲ୍ଲାର ବିକାଶ କରି ଜନସାଧାରଣଙ୍କ ଜୀବନମାନର ଉନ୍ନତି
Read More...

୯୨୦ କେଜି ଗଂଜେଇ ଜବତ୍‌ କଲା ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସକାଳୁ ସକାଳୁ ବଲାଙ୍ଗିର ସହରରୁ ପୁଣି ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ହିରୋ ସୋରୁମ୍‌ ନିକଟରୁ ପଶ୍ଚିମବଙ୍ଗର ମାଲବାହୀ ଗାଡ଼ିରୁ ଗଞ୍ଜେଇ ଜବତ ହୋଇଛି । ତେବେ ଜବତ ଗଞ୍ଜେଇକୁ ସ୍ଥାନୀୟ ରିଜର୍ଭ ବ୍ୟାରେକ୍‌କୁ ଆଣି
Read More...