Daily Archives

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଳାନ୍ସର ରେଡ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା କୋମନା ଭବାନୀପାଟଣା କେନ୍ଦ୍ରୀୟ ସମବାୟ ସମିତି ବ୍ୟାଙ୍କ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବିସିସିବି ବ୍ୟାଙ୍କ ଆସିଷ୍ଟାଣ୍ଟ ପ୍ରଦୀପ ଚନ୍ଦ୍ରକାରଙ୍କ ଘରେ ଚଢ଼ାଉ ହୋଇଛି । ବିସିସିବି ବ୍ୟାଙ୍କ
Read More...

୧୨୦୫ ନୂତନ ଡାକ୍ତରଙ୍କୁ ନିଯୁକ୍ତି ମଧ୍ୟରୁ ଜିଲ୍ଲାକୁ ଆସିବେ ପାଖାପାଖି ୪୧ : ଟିଟିଲାଗଡକୁ ଆସିବେ କେତେ ?

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟେକ ଜୀବନ ମୂଲ୍ୟବାନ ଏହି ମନ୍ତ୍ରକୁ ସାର୍ଥକ କରୁଛି ସ୍ୱାସ୍ଥ୍ୟ ବିଭାଗ ଯାହାକି ସ୍ୱାସ୍ଥ୍ୟ କ୍ଷେତ୍ରରେ ନୂତନ ଅଧ୍ୟାୟ ସୃଷ୍ଟି କରିଛି । ରାଜ୍ୟରେ ନୂଆ ମେଡିକାଲ କଲେଜ ଖୋଲିବାଠୁ ନେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଜିଲ୍ଲା
Read More...

ବଲାଙ୍ଗିରଠାରେ ଶିଶୁ ଶ୍ରମିକ ନିରାକରଣ ପାଇଁ ସଚେତନତା ବୈଠକ

ବ୍ୟାପକ ଜନସଚେତନତା ଉପରେ ଗୁରୁତ୍ଵାରୋପ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ, ଏଡ୍‌ ଏଟ୍‌ ଏକ୍ସନ ଓ ୟୁନିସେଫ୍‌ ଦ୍ୱାରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ବଲାଙ୍ଗିର ଜିଲ୍ଲାରେ ଶିଶୁ ଶ୍ରମିକ ନିରାକରଣ ସମ୍ପର୍କିତ ଏକ
Read More...

ରୋଜଗାର ମେଳାର ଷଷ୍ଠ ପର୍ଯ୍ୟାୟରେ ୩୦୩ ଜଣଙ୍କୁ ନିଯୁକ୍ତିପତ୍ର ବିତରଣ କଲେ କେନ୍ଦ୍ରମନ୍ତ୍ରୀ

“ବିଶ୍ୱ ସମସ୍ୟାର ସମାଧାନ ଆପଣଙ୍କ ପାଖରେ ଅଛି, ଏପରିମନୋଭାବ ନେଇ ଯୁବବର୍ଗ ସେବା କରନ୍ତୁ” : ଧର୍ମେନ୍ଦ୍ର ପ୍ରଧାନ• ରାଷ୍ଟ୍ରାୟତ ବ୍ୟାଙ୍କ୍ ସମୂହ, ଭାରତୀୟ ରେଳ, ଡ଼ାକ ବିଭାଗ, ଇଏସଆଇସି, ଏଏସଆଇ, ଇନକମ ଟ୍ୟାକ୍ସ, ଡିଆରଡିଓ, ଏମ୍ସ ଭୁବନେଶ୍ୱର, ଆଇଆଇଟି ଭୁବନେଶ୍ୱର ସମେତ ବିଭିନ୍ନ ବିଭାଗରେ
Read More...

ମହାରାଣୀସାଗରର ଉନ୍ନତିକରଣ ପାଇଁ ପୌରପାଳିକାର ଶିଳାନ୍ୟାସ

୧୨ କୋଟି ୧୮ଲକ୍ଷ ଟଙ୍କାରେ ହେବ ପୁସ୍କରିଣୀର ପଙ୍କୋଦ୍ଧାର ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମହାରାଣୀ ସାଗରର ଉନ୍ନତିକରଣ ପାଇଁ ବଲାଙ୍ଗିରରେ ରାଜନୀତି ଜୋର ଧରିଛି । ଆଜି ମହାରାଣୀସାଗର ପୁସ୍କରିଣୀର ଉନ୍ନତିକରଣ ପାଇଁ ପୌରପାଳିକା ପକ୍ଷରୁ ଶିଳାନ୍ୟାସ କରାଯାଇଛି । ରାଜ୍ୟ
Read More...

ସହିଦ ଧରମସିଂମାଝୀ ମାନଧାତାଙ୍କ ବିଷୟରେ ଏନ୍‌ସିଆର୍‌ଟିର ପାଠ୍ୟକ୍ରମରେ ସାମିଲ ଦାବୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତୀୟ ସ୍ୱାଧୀନତା ସଂଗ୍ରାମ ପୂର୍ବରୁ ୧୮୫୩ ମସିହାରେ ବ୍ରିଟିଶ ଶାସନ ବିରୁଦ୍ଧରେ ସଂଗ୍ରାମ ଆରମ୍ଭ ହୋଇଥିଲା । ତତ୍‌କାଳୀନ ପାଟଣା ଗଡଜାତର ଆଟଗାଁ ଜମିଦାର ଅନ୍ୟାନ୍ୟ ଆଦିବାସୀ ସଂଗ୍ରାମୀଙ୍କ ସହିତ ମିଶି ଏହି ଲଢେଇ କରିଥିଲେ । ଗଞ୍ଜାମର ଘୁମୁସର ଅଞ୍ଚଳରୁ
Read More...

ଛାତ୍ରଛାତ୍ରୀଙ୍କୁ ପୁସ୍ତକ ମନସ୍କ କରିବା ପାଇଁ ନୂତନ ପ୍ରୟାସ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବିଦ୍ୟାଶ୍ରୀ ଭ୍ରାମ୍ୟମାଣ ପାଠାଗାର ଚାଣ୍ଟିପଲା, ଟିଟିଲାଗଡ଼, ନୃତ୍ୟ, ଗୀତ ଓ କୁଇଜ୍ ମାଧ୍ୟମରେ ପୁସ୍ତକ ପ୍ରତି ଆକର୍ଷିତ ହେବାର ଅଭିନୟ ପ୍ରୟାସ ଜାରି ରଖିଛି । ଗ୍ରୀଷ୍ମ ଅବକାଶରେ କିପରି ସମୟ ଅପଚୟ ନକରି ପୁସ୍ତକ ମନସ୍କ ହୋଇ ସମୟକୁ ସୁବିନିଯୋଗ କରି
Read More...

କାଳ ବୈଶାଖୀ ପାଇଁ ଛତ୍ରପୁର ବ୍ଲକରେ ବ୍ୟାପକ କ୍ଷୟକ୍ଷତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସୋମବାର ଅପରାହ୍ନରେ ହଠାତ୍‌ କାଳବୈଶାଖୀ ପାଇଁ ଛତ୍ରପୁର ବ୍ଲକରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଛତ୍ରପୁର ବ୍ଲକରେ ବିଦ୍ୟୁତ ଖୁଣ୍ଟ ଓ ତାର ଉପରେ ବଡ଼ ବଡ଼ ଗଛ ପଡ଼ି ଛତ୍ରପୁର ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ବିଦ୍ୟୁତ ବିଚ୍ଛିନ
Read More...

ଅମଲା ସଂଘ କର୍ମଚାରୀଙ୍କ ଧାରଣା : ସମର୍ଥନ କଲେ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ସମୂହ ଛୁଟି ନେଇ ଧାରଣାରେ ବସିଥିବା ମିଳିତ ଅମଲା ମଞ୍ଚ କର୍ମଚାରୀଙ୍କୁ ୯ ଦିନ ବିତି ଯାଇଥିବା ବେଳେ ଗତକାଲି ତାଙ୍କ ଗହଣରେ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ପହଞ୍ଚି ସମର୍ଥନ ଜଣାଇବା ସହ ତାଙ୍କ ଦାବୀ ଉପରେ ଆଲୋଚନା କରି ସରକାରଙ୍କୁ ଯଥାଶୀଘ୍ର ଦାବୀ
Read More...

ବଦଳିଲେ ୧୦ ଥାନା ଅଧିକାରୀ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ବିଭିନ୍ନ ଥାନାରେ କାର୍ଯ୍ୟରତ ଥାନା ଅଧିକାରୀ (ଆଇଆଇସି)ଙ୍କ ଜିଲ୍ଲା ବାହାରକୁ ବଦଳି ପରେ ସଂପୃକ୍ତ ଥାନା ଗୁଡ଼ିକରେ ନୂତନ ଆଇଆଇସିଙ୍କୁ ଅବସ୍ଥାପିତ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲା ପୋଲିସ ମୁଖ୍ୟାଳୟରୁ ପ୍ରଶାନ୍ତ କୁମାର
Read More...