Daily Archives

ଟିଟିଲାଗଡ଼ ମଧୁବନ ଏଫ୍‌ଏଲ୍‌ ଅଫ୍‌ ସପ୍‌ରେ ଅବକାରୀ ବିଭାଗର ଚଢ଼ାଉ : ଚଢାଉ ବେଳେ ବ୍ୟବହୃତ ହୋଇଥିବା ଗାଡ଼ି ଏବେ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରାଜ୍ୟ ସରକାର ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି, ସେଥିପାଇଁ ରାଜସ୍ୱ ମଧ୍ୟ ସେତିକି ପରିମାଣରେ ଆଦାୟ ହେବା ଆବଶ୍ୟକ । ସେଥିପାଇଁ ଖଣି ଖାଦାନ, ବାଲି ସ୍ରୋତ, ପଥର କୁଆରି, ଦେଶି ବିଦେଶୀ ମଦ ଦୋକାନ, ଟୋଲ୍‌ ଗେଟ୍‌ ଆଦିକୁ ଲିଜ୍‌
Read More...

ମଣ୍ଟେସୋରୀ ପବ୍ଲିକ ସ୍କୁଲରେ ଗ୍ରୀଷ୍ମକାଳୀନ ଶିବିର ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ସ୍ଥିତ ମଣ୍ଟେସୋରୀ ପବ୍ଲିକ ସ୍କୁଲରେ ଦୀର୍ଘ ୪୫ ଦିନ ବ୍ୟାପୀ ଆୟୋଜିତ ହୋଇଥିବା ଗ୍ରୀଷ୍ମକାଳୀନ ଶିବିର ଉଦ୍‌ଯାପିତ ହୋଇଯାଇଛି । ସ୍କୁଲର ଅଧ୍ୟକ୍ଷ ରବିଚନ୍ଦ୍ର ଉଦ୍‌ଗାତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ସଭାରେ ମାୟାବର୍ହା ହାଇସ୍କୁଲର ପ୍ରଧାନ
Read More...

ଦୁର୍ଘଟଣା ସମିଆଁ ଥି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କର ଉପସ୍ଥିତି କେ ନେଇ କରି ବୋବାଲ୍‌ କଲେ ପ୍ରତ୍ୟକ୍ଷଦର୍ଶୀ

ପାଟଣାଗଡ, (ଅଶୋକ ବାଗ) : ରାଜ୍ୟସଭା ସାଂସଦଙ୍କର୍‌ ଗାଡ଼ି ଧକ୍କା ଥି ଝନେ ଯୁବକଙ୍କର୍‌ ମୃତ୍ୟୁ ଘଟ୍‌ନା ବେଲ୍‌କେ ଗାଡ଼ି ଥି ସାଂସଦଙ୍କର ଉପସ୍ଥିତି କେ ନେଇ କରି ଏଛିନ୍‌ ଘୋଟ୍‌ ଘୁମର୍‌ ଚର୍ଚ୍ଚା । ଗଲାକାଲି ତମିଆଁ ଗାଁର ପ୍ରତ୍ୟକ୍ଷଦର୍ଶୀ ପ୍ରମୋଦ ବେହେରାଙ୍କର୍‌ ଗୁଟେ ସାମ୍ମାଦିକ
Read More...

ରୁପସା ଷ୍ଟେସନରେ ଛିଡା ହୋଇଥିବା ବେଳେ କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ

ବାଲେଶ୍ୱର : କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ରୁପସା ଷ୍ଟେସନରେ ଛିଡା ହୋଇଥିବା ଏକ କୋଇଲା ବେଝେଇ ଟ୍ରେନର ଗୋଟିଏ ବଗିରେ ନିଆଁ ଲାଗିଥିଲା । ବାଲେଶ୍ୱର ଅଗ୍ନିଶମ ବିଭାଗ ଦ୍ୱାରା ନିଆଁ ଲିଭା ଜାରି ରହିଥିବା ବେଳେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।
Read More...

ବୁଢ଼ାଭଟା ଗ୍ରାମରେ ଅଖଣ୍ଡ ଷୋହଳ ପ୍ରହର ନାମଯଜ୍ଞ

ବେଲପଡା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକ ସରମୁହାନ ଗ୍ରାମ ପଞ୍ଚାୟତର ବୁଢ଼ାଭଟା ଗ୍ରାମଠାରେ ବହୁ ଆନନ୍ଦ ଉଲ୍ଲାସର ସହିତ ଅଖଣ୍ଡ ଷୋହଳ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ବୁଧବାର ଦିନ ସନ୍ଧ୍ୟା ସମୟରେ ଶତାଧିକ ମହିଳାଙ୍କ ସହ ନାମ ସଂକୀର୍ତ୍ତନ ବିଭିନ୍ନ
Read More...

ଯୁକ୍ତ ଦୁଇ କଳାରେ ସର୍ବୋଚ୍ଚ ନମ୍ବର ରଖିଥିବା ଭିନ୍ନକ୍ଷମ ଛାତ୍ରୀ ପ୍ରିୟମ୍ବଦାଙ୍କୁ ସାକ୍ଷାତ କରିବା ସହ ତାଙ୍କୁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଯୁକ୍ତ ଦୁଇ କଳାରେ ବଲାଙ୍ଗିର ସହରରେ ସର୍ବୋଚ୍ଚ ମାର୍କ ରଖିଥିବା ଭିନ୍ନକ୍ଷମ ଛାତ୍ରୀ ପ୍ରିୟମ୍ବଦା ପଧାନଙ୍କୁ ଗତକାଲି ସଂଧ୍ୟାରେ ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ତାଙ୍କ ବାସ ଭବନକୁ ଆସି ସାକ୍ଷାତ କରିବା ସହ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଛାତ୍ରୀ
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିନବ ପରିକଳ୍ପନାରେ ଆୟୋଜନ କରାଯାଉଥିବା ରୋଜଗାର ମେଳା ସରକାରୀ ନିଯୁକ୍ତି…

କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନସନ ପ୍ରଶାସନ ମନ୍ତ୍ରଣାଳୟର ୯ ବର୍ଷର ଉପଲବ୍ଧିକୁ ନେଇ ଗଣମାଧ୍ୟମକୁ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ, କହିଲେ ଗତ ୯ ବର୍ଷ ମଧ୍ୟରେ ସରକାର ନିଯୁକ୍ତି ପ୍ରକ୍ରିୟା ଉପରେ ପ୍ରାଥମିକତା ଦେଇ ଏହାକୁ ଦ୍ରୁତ, ପାରଦର୍ଶୀ ଓ ନିରପେକ୍ଷ କରିଛନ୍ତି ପ୍ରଧାନମନ୍ତ୍ରୀ
Read More...

ଭବାନୀପାଟଣାଠାରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ପରିକ୍ରମାର ଶୁଭାରମ୍ଭ

କଳାହାଣ୍ଡି, (ପି.କେ. ସାହୁ) : ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ, କଳାହାଣ୍ଡି ତରଫରୁ ଏକ ଶିଶୁ ଶ୍ରମିକ ସଚେତନତା ରଥକୁ ଅତିରିକ୍ତ ଜିଲ୍ଲାପାଳ ସୁବ୍ରତ କୁମାର ନାୟକ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ସଚେତନତା ରଥ
Read More...

ରାଜ୍ୟସଭା ସାଂସଦଙ୍କ ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା : ଗାଡ଼ିରେ ସାଂସଦଙ୍କ ଉପସ୍ଥିତି ନେଇ ପ୍ରତ୍ୟକ୍ଷଦର୍ଶୀଙ୍କ…

ପାଟଣାଗଡ, (ଅଶୋକ କୁମାର ବାଗ) : ରାଜ୍ୟସଭା ସାଂସଦଙ୍କ ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣାରେ ଗାଡ଼ିରେ ସାଂସଦଙ୍କ ଉପସ୍ଥିତିକୁ ନେଇ ଏବେ ବି ଚର୍ଚ୍ଚା ଥମି ନଥିବା ବେଳେ ଗତକାଲି ସାମ୍ବାଦିକ ସମ୍ମିଳନୀରେ ଖୋଲମ୍‌ ଖୋଲା ଖୁଲାସା କରିଛନ୍ତି ଜଣେ ପ୍ରତ୍ୟକ୍ଷଦର୍ଶୀ । ଏହି ସାମ୍ବାଦିକ
Read More...

ମୁକ୍ତା ଯୋଜନାରେ ଗଞ୍ଜାମ ଏନ୍‌ଏସିରେ ଖର୍ଚ୍ଚ ହେବ ୧ କୋଟି ୯୦ ଲକ୍ଷ : ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍‌ଏସିରେ ମୁକ୍ତା ଯୋଜନାରେ ୧ କୋଟି ୯୦ ଲକ୍ଷ ଟଙ୍କା ବିନିମୟରେ ସହରର ୧୨ଟି ୱାର୍ଡର ଉନ୍ନତିକରଣ ହେବ । ଏନେଇ ମୁଖ୍ୟମନ୍ତ୍ରୀ ଭିଡିଓ କଂଫେରେନ୍ସ ମାଧ୍ୟମରେ ଅନୁମୋଦନ କରିଛନ୍ତି । ମୁକ୍ତା ଯୋଜନା ମାଧ୍ୟମରେ ରାସ୍ତା ଘାଟ ନିର୍ମାଣ, ଚଲାପଥ,
Read More...