Monthly Archives

May 2023

ବାଲି ମାଫିଆଙ୍କ କବଜାରେ ନଦୀପଠା : ବାହାର ରାଜ୍ୟକୁ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ପ୍ରାୟ ୮ଟି ନଦନଦୀ ରହିଛି । ଏହି ନଦୀରୁ ବିପୁଳ ପରିମାଣର ବାଲି ଉଠୁଛି । ଜିଲ୍ଲାର ବିଭିନ୍ନ ତହସିଲ ଅଞ୍ଚଳରେ ବାଲିଘାଟ ଗୁଡିକ ଲିଜରେ ଦିଆଯାଇଛି । କିନ୍ତୁ ଲିଜଧାରୀମାନେ ଯେତେ ପରିମାଣରେ ରାଜସ୍ୱ ଦେଉଛନ୍ତି ତା’ଠୁ ଢେରଗୁଣ ବାଲି ଉଠାଇ
Read More...

ସିଙ୍ଗବାହାଲିପଡ଼ାକୁ ରାଜସ୍ୱ ଗ୍ରାମ କରାଯିବାକୁ ବିରୋଧ : ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଶିଶକେଲା ଗ୍ରାମବାସୀଙ୍କ ପକ୍ଷରୁ…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଶିଶକେଳା ପଂଚାୟତର ସିଙ୍ଗବାହାଲିପଡାକୁ ରାଜସ୍ୱ ଗ୍ରାମ କରାଯିବାକୁ ଶିଶକେଲା ଗାଁ ଲୋକେ ବିରୋଧ କରି ସଇଁତଲା ତହସିଲଦାରଙ୍କ ଜରିଆରେ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଦାବୀପତ୍ର ଦେଇଛନ୍ତି । ଏହି ଶିଶକେଲା ଗାଁର ପ୍ରଜାଙ୍କ ଜମି, ଉଠା
Read More...

ଗୋଟିଏ ପରିବାରର ୪ ଜଣଙ୍କୁ ଭୂଜାଲିରେ ଆକ୍ରମଣ ଅଭିଯୋଗ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଅନ୍ତର୍ଗତ ନଅଗାଁ (କ) ପଂଚାୟତ ମୁଣ୍ଡାପାଲି ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଟିଏ ପରିବାରର ୪ ଜଣଙ୍କୁ ଭୂଜାଲିରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଏହା ଆକ୍ରମଣରେ ପରିବାରର ୪ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।
Read More...

ଶାମୁକା ଚାଷ କରି ରୋଜଗାର କ୍ଷମ ହୋଇପାରିଛନ୍ତି ଦିବ୍ୟାଙ୍ଗ ଚାଷୀ ଲଛମନ ନାୟକ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ ପଲସାମାଲ ଗାଁର ଦିବ୍ୟାଙ୍ଗ ଚାଷୀ ଲଛମନ ନାୟକ । ଶାରୀରିକ ଅକ୍ଷମତା ସତ୍ତ୍ୱେ ଦୃଢ଼ ମନୋବଳ ଆଗରେ ଦିବ୍ୟାଙ୍ଗ ଶାମୁକା ଚାଷ କରି ମୋତି ଉତ୍ପାଦନ କରିବା ସହ ସ୍ୱାବଲମ୍ୱୀ ହୋଇପାରିଛନ୍ତି । ଲଛମନ ନିଜର ଦୁଇଟି ଗୋଡ଼ ହରାଇଥିଲେ ।
Read More...

ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ମାସିକ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ନୃସିଂହ ମନ୍ଦିରଠାରେ ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ସ୍ୱର୍ଗତ ମହେଶ୍ୱର ଶତପଥିଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ୨ ମିନିଟ ନୀରବ
Read More...

ଅଶୁର୍ଲା ଗାଁରେ ଚାଲିଥିବା ନୃସିଂହ ପାରାୟଣ ଉଦ୍‌ଯାପିତ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଞ୍ଚାୟତ ଅଶୁର୍ଲା ଗାଁରେ ଦୀର୍ଘ ୧୩ ଦିନ ଧରି ଚାଲିଥିବା ନୃସିଂହ ପାରାୟଣ ଉଦ୍‌ଯାପିତ ହୋଇଯାଇଛି । ଏହି ନୃସିଂହ ପାରାୟଣରେ କର୍ତ୍ତା ଭାବେ ହରିଶଙ୍କର ସଗରିଆ ଓ ତାଙ୍କ ସହ ଧର୍ମିଣୀ କୈକେୟୀ ସଗରିଆ
Read More...

ଜାରିଂରେ ଜନ ସଚେତନତା କାର୍ଯ୍ୟକ୍ରମ

ପ୍ରାଣୀଧନ ପ୍ରତି ନିଷ୍ଠୁରତା ଆଚରଣ ଅମାନବୀୟ ବରଗଡ, (ନିରୋଜ କୁମାର ପାଣୀ) : ପ୍ରାଣୀଧନ ପ୍ରତି ନିଷ୍ଠୁରତା ଆଚରଣ ଅମାନବୀୟ । କାହିଁକି ନା ସେମାନଙ୍କର ମଧ୍ୟ ମଣିଷ ପରି ଜୀବନ ଅଛି । ସୁଖ ସୁବିଧାରେ ବଞ୍ଚିବାର ଅଧିକାର ରହିଛି । ତାଙ୍କର ଏହି ଅଧିକାର କ୍ଷୁର୍ଣ୍ଣ କରିବା ଆଇନ ଅନୁଯାୟୀ
Read More...

ଗୁଣି ଗାରେଡି ଓ ଅନ୍ଧ ବିଶ୍ୱାସକୁ ରୋକିବା ଦିଗରେ ଗଞ୍ଜାମ ଜିଲ୍ଲା ପ୍ରଶାସନର ପ୍ରୟାସ ଉଦ୍ୟମରେ ମିଳିଛି ବେଶ ସଫଳତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୁଣି ଗାରେଡି ଓ ଅନ୍ଧ ବିଶ୍ୱାସକୁ ରୋକିବା ଦିଗରେ ଗଞ୍ଜାମ ଜିଲ୍ଲା ପ୍ରଶାସନର ପ୍ରୟାସ ଉଦ୍ୟମରେ ବେଶ ସଫଳତା ମିଳିଛି ବୋଲି ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ମତବ୍ୟକ୍ତ କରିଛନ୍ତି । ଗୁଣି ଗାରେଡି ଓ ଅନ୍ଧ ବିଶ୍ୱାସକୁ ରୋକିବା ଦିଗରେ
Read More...

ମାନସିକ ପୂରଣ ପାଇଁ ନୃସିଂହନାଥ ଆସିଲେ ୧୧୨ ବର୍ଷର ବୃଦ୍ଧ ଦଶରଥ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶ୍ରୀ ଶ୍ରୀ ନୃସିଂହନାଥ ପୀଠରେ ଦେଖିବାକୁ ମିଳେ ଅନେକ ଅଲୌକିକ ଘଟଣା । ପ୍ରତ୍ୟକ୍ଷ ଦେବତା ମାର୍ଜରକେଶରୀଙ୍କ କୃପାରୁ ଏଠାରେ ମାନସିକ ପୂରଣ ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି । ତେଣୁ ଦୂର ଦୂରାନ୍ତରରୁ ଆସିଥାନ୍ତି ଭକ୍ତଗଣ । ନୃସିଂହନାଥ ପୀଠର
Read More...

ହେଲମେଟ ଚେକିଂ ବେଳେ ଅଘଟଣ : ୨ ଅଟକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ଇନ୍‌ଫୋସିଟି ଛକରେ ହେଲମେଟ୍ ଚେକିଂ ବେଳେ ଅଘଟଣ ଘଟିଛି । ଚେକିଂ ସମୟରେ ଭୟରେ ପୋଲିସ ଗୋଡ଼ ଉପରେ ଗାଡ଼ି ଚଢ଼ାଇଲା ଅମାନିଆ ଚାଳକ । ଫଳରେ ଜଣଙ୍କର ଗୋଡ଼ ଭାଙ୍ଗିଥିବା ବେଳେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ତେବେ ୨ ଜଣ ଅମାନିଆ
Read More...