Monthly Archives

May 2023

ଖର୍ସେଲପଡାରେ ବିବାହ ଭୋଜି ଚାଲୁଥିବା ସମୟରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ ଘଟଣା : ଏସ୍‌ପିଙ୍କ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଖର୍ସେଲପଡାରେ ବିବାହ ଭୋଜି ଚାଲିଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ଯୁବକ ଜୀବନ ହାରିଥିବା ଘଟଣାକୁ ନେଇ ସରକାରୀ ସହାୟତା ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ମୃତକଙ୍କ ମା’ । ସୂଚନାଯୋଗ୍ୟ ଯେ, ଗତ ୬ ତାରିଖରେ ଖର୍ସେଲପଡାରେ
Read More...

ଚୁଡାପାଲି ଛକରେ ନିଆଁ ଲାଗି ଜଳିଗଲା ଜଣଙ୍କ ଜଳଖିଆ ଦୋକାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଉପକଣ୍ଠ ଚୁଡାପାଲି ଛକରେ ଜଣକ ଜଳଖିଆ ଦୋକାନରେ ନିଆଁ ଲାଗିିଯାଇଥିବା ସୂଚନା ମିଳିଛି । ଉକ୍ତ ଅଗ୍ନିକାଣ୍ଡ କିପରି ଘଟିଲା ତାର କାରଣ ଅସ୍ପଷ୍ଟ ଥିବା ବେଳେ ଖବର ପାଇ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି । ତେବେ ଦୋକାନ
Read More...

ଭାରସାମ୍ୟ ହରାଇ ଗଛରେ ପିଟିହେଲା ବୋଲେରୋ : ୨ ମୃତ, ୨ ଗୁରୁତର

ଚମ୍ପୁଆ : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବୋଲେରୋ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ରାମଚନ୍ଦ୍ରପୁର ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟି ଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ମୃତକମାନେ ହେଲେ କୋଇଡ଼ା ଥାନା, କମଣ୍ଡୋ
Read More...

ଅତିରିକ୍ତ ଯୋଗାଣ ଅଧିକାରୀ ସଞ୍ଜୟ ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ଵର : ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଞ୍ଜନଗର ଅତିରିକ୍ତ ଯୋଗାଣ ଅଧିକାରୀ ସଞ୍ଜୟ ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ଭୁବନେଶ୍ଵରର ୪ଟି, ଗଞ୍ଜାମର ୨ଟି, ମୟୂରଭଞ୍ଜର
Read More...

ସଂସ୍କୃତି କାର୍ଯ୍ୟଗୋଷ୍ଠୀ ପ୍ରତିନିଧିସ୍ତରୀୟ ଆଲୋଚନାର ଦ୍ୱିତୀୟ ଦିନ ଅଧିବେଶନକୁ ସମ୍ବୋଧିତ କଲେ କେନ୍ଦ୍ର ସଂସ୍କୃତି…

ଭୁବନେଶ୍ୱରରେ ଆଜି ଶେଷ ହେଲା ଜି୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକ ଅଧୀନରେ ସଂସ୍କୃତି ମନ୍ତ୍ରଣାଳୟର ଆଲୋଚନା ଅଧିବେଶନକୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କଲେ ଜି-୨୦ ଦେଶ ଓ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧି ଭୁବନେଶ୍ୱର, (ପିଆଇବି) : ଭୁବନେଶ୍ୱରଠାରେ ଚାଲିଥିବା ଜି୨୦ ସଂସ୍କୃତି
Read More...

ବସ୍ ଓ ପିକ୍‌ଅପ୍ ମୁହାଁମୁହିଁ ଧକ୍କା : ୧ ଗୁରୁତର, ୪ ଆହତ

ପୁରୁଣାକଟକ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ହରଭଙ୍ଗା ତହସିଲ ଅଫିସ ସମ୍ମୁଖରେ ଏକ ବସ୍ ଓ ପିକ୍‌ଅପ୍ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ଜଣେ ଗୁରୁତର ହୋଇଥିବା ବେଳେ ୪ ଆହତ ହୋଇଛନ୍ତି । ତେବେ ଏକ ବଡ ଧରଣର ଦୁର୍ଘଟଣାରୁ ୪୦ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି
Read More...

ଓଇଏସ୍‌ରେ ଦେଓଗାଁ ପୁଅ ଆନନ୍ଦଙ୍କ କୃତିତ୍ୱ

ଦେଓଗାଁ, (ମନୀଷ କୁମାର ସାହୁ) : ଓଡ଼ିଶା ପବ୍ଲିକ ସର୍ଭିସ୍ କମିଶନ (ଓପିଏସସି) ମାଧ୍ୟମରେ ହୋଇଥିବା ଓଡ଼ିଶା ଏଜୁକେସନ ସର୍ଭିସ୍ (ଓଇଏସ) ସ୍କୁଲ ବ୍ରାଣ୍ଡିଂ ଚାକିରି ପାଇଁ ହୋଇଥିବା ସାକ୍ଷାତକାର ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଥିଲା । ଦେଓଗାଁର ଯୁବ ପ୍ରତିଭା ଆନନ୍ଦ ବେହେରା ୮୮ ନଂ
Read More...

ଓସ୍ତାଲି ଡ୍ୟାମର ଉନ୍ନତିକରଣ ଓ କେନାଲ ମରାମତି କରି ଚାଷ ପାଇଁ ପାଣି ଯୋଗାଇ ଦେବାକୁ ଦାବୀ କଲେ ବେଲପଡା ଜିଲ୍ଲା ପରିଷଦ…

ବେଲପଡା, (କେପିଏନ୍‌ଏସ୍‌) : ଓସ୍ତାଲି ଡ୍ୟାମର ଉନ୍ନତିକରଣ ଓ କେନାଲ ମରାମତି କରି ଧୁମାଭଟା ଓ ଦେଓଗାଁ ଅଞ୍ଚଳର ଚାଷୀଙ୍କୁ ଚାଷ ପାଇଁ ପାଣି ଯୋଗାଇ ଦେବାକୁ ଦାବୀ କରି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଜୋନ୍ ନଂ. ୨୬ ବେଲପଡାର ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଅନିମା ଦାଶ ।
Read More...

ପିଡିଏସ୍ ସବ୍ ସେଣ୍ଟର ପାଇଁ ନୂଆପଡା ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

ଖଡ଼ିଆଳ, (ନିରାକାର ମେହେର) : ପିଡିଏସ୍ ସବ୍ ସେଣ୍ଟର ପାଇଁ ନୂଆପଡା ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ସଭାଗୃହରେ ହୋଇଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳଙ୍କୁ ଭେଟି ଗ୍ରାମବାସୀ ଏକ ଦାବୀପତ୍ର ଦେଇଛନ୍ତି । ସୂଚନା ଅନୁସାରେ
Read More...

ରୋଗିଣା ସ୍ତ୍ରୀର ଆତ୍ମହତ୍ୟାରେ ମ୍ରିୟମାଣ ହୋଇ ସ୍ୱାମୀଙ୍କ ଆତ୍ମହତ୍ୟା ଘଟଣା : ନାବାଳିକା ଏବେ ଅସହାୟ

ତୁରେକେଲା, (କୈଳାଶ ସଗ୍ରିଆ) : ରୋଗିଣା ସ୍ତ୍ରୀର ଆତ୍ମହତ୍ୟାରେ ମ୍ରିୟମାଣ ହୋଇ ସ୍ୱାମୀଙ୍କ ଆତ୍ମହତ୍ୟା ଘଟଣାରେ ଜଣେ ନାବାଳିକା ଏବେ ଅସହାୟ ଅବସ୍ଥାରେ । ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ହିଆଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦାବ୍ରୀ ଗାଁର ମଲ୍ଲିକପଡାରେ ରହୁଥିଲେ ଗୋଧନ
Read More...