Monthly Archives

May 2023

ପିକ୍‌ଅପ୍ ଓଲଟି ଜଣେ ମୃତ, ୧୩ ଆହତ

ଖଲ୍ଲିକୋଟ : ବେଗୁନିଆପଡା ତାନାବଇଡା ରାସ୍ତାରେ ଘଟିଛି ଏକ ବଡ ଦୁର୍ଘଟଣା । ରାସ୍ତାରେ ଯିବାବେଳେ ଏକ ପିକ୍‌ଅପ୍ ଗାଡ଼ି ଓଲଟି ଯିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଥିବା ଜଣାପଡିଛି । ଦୁର୍ଘଟଣାରେ ୧୩ ଜଣ ଯାତ୍ରୀ ଆହତଙ୍କ ମଧ୍ୟରୁ ୩ ଜଣ ଗୁରୁତର ହୋଇଛନ୍ତି ।
Read More...

ବାରାହା ଆକ୍ରମଣରେ ଚାଷୀ ଗୁରୁତର

ଆଠଗଡ : ଚାଷ ଜମିରେ କାମ କରୁଥିବା ବେଳେ ବାରାହା ଆକ୍ରମଣରେ ଜଣେ ଚାଷୀ ଗୁରୁତର ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ ଆଠଗଡ ରେଞ୍ଜ ଅନ୍ତର୍ଗତ ବନ୍ଧହଟା ଗ୍ରାମର ଅକୁର ସ୍ଵାଇଁ ବିଲରେ କାମ କରୁଥିବା ବେଳେ ବାରାହା ଆକ୍ରମଣ କରିଥିଲା । ଫଳରେ ଅକୁର ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି
Read More...

ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ହାତୀ

ଚମ୍ପୁଆ : ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ଗଳି ପଡ଼ିଥିବା ହାତୀ । ଟୁଣଟୁଣା ଅରଡେଇ ପୋଲ ନିକଟରେ ରାସ୍ତା ପାର ହେଉଥିବା ବେଳେ ରାସ୍ତା ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରେ ଏକ ହାତୀ ଗଳି ପଡିଥିଲା । ଚମ୍ପୁଆ ବନ ବିଭାଗ ପହଞ୍ଚି ହାତୀକୁ ଉଦ୍ଧାର କରିଥିବା ଜଣାପଡିଛି । ସୂଚନା ଅନୁସାରେ
Read More...

ପ୍ରକାଶ ପାଇଲା ମାଟ୍ରିକ ଫଳ

ଭୁବନେଶ୍ଵର : ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ । ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଆଜି ଦିନ ୧୦ଟାରେ କଟକ ବଜ୍ରକବାଟି ରୋଡ୍‌ସ୍ଥିତ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି । ଚଳିତ ବର୍ଷ ମାଟ୍ରିକ୍ ପାସ୍ ହାର ୯୬.୪୦ ପ୍ରତିଶତ ରହିଛି ।
Read More...

ଫସ୍‌ଫେଟ୍‌ ଓ ପଟାସ୍‌ ସାର ଉପରେ ପୋଷକ ତତ୍ତ୍ୱ ଆଧାରିତ ସବସିଡି ଦରରେ ସଂଶୋଧନ ଏବଂ ନୂଆ ଦର ନିର୍ଦ୍ଧାରଣକୁ କ୍ୟାବିନେଟ…

ରବି ଋତୁ ୨୦୨୨-୨୩ (୦୧.୦୧.୨୦୨୩ ଠାରୁ ୩୧.୦୩.୨୦୨୩ ପର୍ଯ୍ୟନ୍ତ) ପାଇଁ ପୋଷକ ତତ୍ତ୍ୱ ଆଧାରିତ ସବସିଡି (ଏନବିଏସ) ଦରରେ ସଂଶୋଧନ ଏବଂ ଖରିଫ ଋତୁ ୨୦୨୩ (୦୧.୦୪.୨୦୨୩ ଠାରୁ ୩୦.୦୯.୨୦୨୩ ପର୍ଯ୍ୟନ୍ତ) ପାଇଁ ପୋଷକ ତତ୍ତ୍ୱ ଆଧାରିତ ସବସିଡି (ଏନବିଏସ) ନିର୍ଦ୍ଧାରଣ କରାଗଲାଏହି ପଦକ୍ଷେପ ଯୋଗୁ
Read More...

ମେ’ ୧୮ ତାରିଖରେ ଓଡିଶାରେ ୮୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ…

ପୁରୀ ଏବଂ ହାୱଡା ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଆରମ୍ଭ କରିବେ ପ୍ରଧାନମନ୍ତ୍ରୀଓଡିଶାରେ ରେଳ ନେଟୱର୍କର ୧୦୦% ବିଦ୍ୟୁତିକରଣକୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀପୁରୀ ଏବଂ କଟକ ରେଳ ଷ୍ଟେସନର ପୁନଃବିକାଶ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ
Read More...

ହୃଦ୍‌ଘାତରେ ସାମ୍ବାଦିକଙ୍କ ପରଲୋକ : ବିଭିନ୍ନ ମହଲରୁ ଶୋକ ପ୍ରକାଶ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକର ନନ୍ଦିଘୋଷ ଟିଭି ପ୍ରତିନିଧି କୁନାଲ ବେହେରା ୩୭ ବର୍ଷ ବୟସରେ ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି । ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମଙ୍ଗଳବାର
Read More...

ସ୍ୱାସ୍ଥ୍ୟ ସଚିବଙ୍କ ଦ୍ଵାରା ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସମୀକ୍ଷା

ଆଗୁଆ ପୂର୍ଣ୍ଣ ପ୍ରସ୍ତୁତିରେ ରହିବା ପାଇଁ ନିର୍ଦ୍ଦେଶଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନରୋଗୀମାନଙ୍କ ସହ ସିଧାସଳଖ ଆଲୋଚନା ଭୁବନେଶ୍ୱର/ପୁରୀ : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ ଗତକାଲି ପୁରୀ ଗସ୍ତ କରି ମହାପ୍ରଭୁଙ୍କ ଚଳିତବର୍ଷ
Read More...

ପ୍ରାକ୍ତନ ସ୍ୱାସ୍ଥ୍ୟ ନିରୀକ୍ଷକଙ୍କ ବିୟୋଗରେ ଶୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡ଼ିଶାର ବଲାଙ୍ଗିର, ବାଲେଶ୍ଵର, ଖୋର୍ଦ୍ଧା, କଟକ, ଜଗତସିଂହପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ନିରୀକ୍ଷକ ଭାବେ ସୁଚାରୁରୂପେ କାର୍ଯ୍ୟ କରି ସମସ୍ତଙ୍କର ଅତି ଆପଣାର ହୋଇ ସୁନାମ ଅର୍ଜନ କରିଥିବା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଶ୍ରୀପୁରୁଷୋତ୍ତମପୁର ବ୍ରାହ୍ମଣ
Read More...

ରଥଖଳାରେ ୩୮ ଗୋଟି ଚକର ନିର୍ମାଣ କାର୍ଯ୍ୟ ଶେଷ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରଥଖଳାରେ ମେ' ମାସ ୧୬ ତାରିଖ ସୁଦ୍ଧା ତିନି ରଥର ୪୪ ଗୋଟି ଚକରୁ ୩୮ ଗୋଟି ଚକର ନିର୍ମାଣ କାର୍ୟ୍ୟ ଶେଷ ହୋଇଛି । ଏହା ବ୍ୟତୀତ ୩ଟି ରଥର ପାଞ୍ଚ ଗୋଟି ନାହାକା ଅଖ ନିର୍ମାଣ ମଧ୍ୟ ଶେଷ ହୋଇଥିବା ବେଳେ ନନ୍ଦିଘୋଷ ରଥ ଓ ଦର୍ପଦଳନ ରଥର ୨ ଟି ଲେଖାଏଁ ନିରାଡ଼ି
Read More...