Monthly Archives

May 2023

ବିଏସ୍‌ଏଫ୍‌ର କମ୍ବିଂ ଅପରେସନ୍‌ : କଲଭର୍ଟ ତଳୁ ମିଳିଥିବା ପାର୍ସଲରୁ ଗଞ୍ଜେଇ ଜବତ

ବୈପାରୀଗୁଡା : ଜାତୀୟ ରାଜପଥ କଡରେ ବିଏସ୍‌ଏଫ୍‌ ପକ୍ଷରୁ କମ୍ବିଂ ଅପରେସନ ଚାଲିଥିଲା । ଏହି ସମୟରେ କଲଭର୍ଟ ତଳେ ପଡିଥିବା ପ୍ୟାକିଂ ପାର୍ସଲରୁ ପଲିଥିନକୁ ଦେଖି ପାର୍ସଲ ବୋମା ସନ୍ଦେହ କରିଥିଲେ ବିଏସ୍‌ଏଫ୍‌ ଯବାନ । ତୁରନ୍ତ ବିଏସ୍‌ଏଫ୍‌ର ବୋମା ନିଷ୍କ୍ରିୟକାରୀ ଦଳ ଏବଂ ସନ୍ଧାନୀ କୁକୁର
Read More...

ମହାନଦୀ ବଞ୍ଚାଅ ଆନ୍ଦୋଳନ ସଙ୍ଗଠନ ପକ୍ଷରୁ ‘ମହାନଦୀ ସତ୍ୟାଗ୍ରହ’

ଝାରସୁଗୁଡା : ମହାନଦୀ ବଞ୍ଚାଅ ଆନ୍ଦୋଳନ ସଙ୍ଗଠନ ପକ୍ଷରୁ ଝାରସୁଗୁଡା ଜିଲ୍ଲା ଲୁହାବଗାଠାରେ ମହାନଦୀ ସତ୍ୟାଗ୍ରହ କରାଯାଉଛି । ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ, କଲମାଠାରେ ବ୍ୟାରେଜ କରି ଛତିଶଗଡ଼ ମହାନଦୀ ପାଣି ରୋକିବା ପରେ ଅଣ ମୌସୁମୀ ସମୟରେ ଓଡିଶାରେ ମହାନଦୀ ଶୁଖିଲା ରହୁଛି । ଫଳରେ
Read More...

ଦୀର୍ଘ ଦିନ ପରେ ଘରକୁ ଆସିଥିବା ପୁଲିସ କନେଷ୍ଟବଳଙ୍କ ଆତ୍ମହତ୍ୟା

ଘଟଗାଁ : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ହାତିନୋଟା ଗ୍ରାମରେ ଗତକାଲି ରାତିରେ ଗାଁର ପ୍ରେମାନନ୍ଦ ନାଏକ ତାଙ୍କ ଘର ପାଖରେ ଥିବା ସଜନା ଗଛରେ ବେକରେ ଓଢଣୀ ବାନ୍ଧି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ପ୍ରେମାନନ୍ଦ ପୁଲିସ୍ କନେଷ୍ଟବଳ (ଏ.ଏସ୍.ଏ.ପି) ଭାବରେ
Read More...

ଓଜେୟୁ ରାଜ୍ୟ ମହିଳା ଆବାହକ ସୁଶ୍ରୀ ବିଜୟାଲକ୍ଷ୍ମୀଙ୍କ ନିଆରା ପ୍ରୟାସ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଓଜେୟୁ ରାଜ୍ୟ ମହିଳା ଆବାହକ ତଥା ମାଧ୍ୟମ ଅନୁଷ୍ଠାନର ସଂଯୋଜିକା ସୁଶ୍ରୀ ବିଜୟାଲକ୍ଷ୍ମୀ ମହାଙ୍କୁଡ଼ଙ୍କ ନିଆରା ପ୍ରୟାସ ଦେଖିବାକୁ ମିଳିଛି । ପବିତ୍ର ସାବିତ୍ରୀ ବ୍ରତ ଉପହାର ନେଇ ବ୍ରହ୍ମପୁର ଜେଲ୍‌ରେ ଉପସ୍ଥିତ ରହି ମହିଳା କଏଦୀମାନଙ୍କୁ ସାବିତ୍ରୀ
Read More...

ନବରଙ୍ଗପୁର ଜିଲ୍ଲାରେ ମାଟ୍ରିକ୍ ପରୀକ୍ଷାରେ ୧୪,୩୯୬ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ

ନବରଙ୍ଗପୁର, (ଜଗନ୍ନାଥ ବିଷୋୟୀ) : ନବରଙ୍ଗପୁର ଜିଲ୍ଲାରେ ମୋଟ ୨୨୮ଟି ବିଦ୍ୟାଳୟରରୁ ମୋଟ ୧୫,୩୧୮ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଥିଲେ । ସେଥୁରୁ ମୋଟ ୧୪,୩୯୬ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ମାଲ ପ୍ରାକ୍ଟିସରେ ୬ ଜଣ ରହିଥିଲେ । ଜିଲ୍ଲାସ୍ତରୀୟ ପାସ୍‌ ହାର ୯୩.୯୮
Read More...

ସପ୍ତାହେ ବିଳମ୍ବରେ ଓଡ଼ିଶା ଆସିପାରେ ମୌସୁମୀ

ଭୁବନେଶ୍ୱର : ସପ୍ତାହେ ବିଳମ୍ବରେ ଓଡ଼ିଶା ଆସିପାରେ ମୌସୁମୀ । ରାଜ୍ୟର ପ୍ରାୟ ୧୮ ସହରର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ତାଲିକାରେ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନ ରହିଥିଲା । ତେବେ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର
Read More...

ଘରମାନଙ୍କ ଉପରେ ୧୧ କେଭି ତାର ଯିବା ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବିଦ୍ୟୁତ ବିଭାଗ ଲୋକଙ୍କୁ ସେବା ଯୋଗାଇବା ପାଇଁ ନୂତନ ପ୍ରଣାଳୀରେ ବିଦ୍ୟୁତ ତାର ଟାଣିବା, ତାର ପରିବର୍ତ୍ତନ କରିବା ଭଳି କାର୍ଯ୍ୟ କରୁଥିବା ବେଳେ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ବିଭିନ୍ନ ବ୍ୟବସ୍ଥା କରାଯାଉଛି । ପରିତାପର ବିଷୟ ୱାର୍ଡ ନମ୍ବର ୧୪
Read More...

ଜନନୀ ସମ୍ପର୍କ ଅଭିଯାନରେ ସମ୍ପର୍କ ସୁଦୃଢ ପାଇଁ ପ୍ରଶାନ୍ତଙ୍କ ଅଭିନବ ପ୍ରୟାସ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପଲ୍ଲୀର ବରିଷ୍ଠ କଂଗ୍ରେସ ନେତା ପ୍ରଶାନ୍ତ ସେଠୀ ଜନନୀ ସମ୍ପର୍କ ଅଭିଯାନରେ ଗତକାଲି ପବିତ୍ର ସାବିତ୍ରୀ ଅମାବାସ୍ୟାରେ ଯାଇ ପହଞ୍ଚିଥିଲେ ସେକ୍ଟର ୭ ବିନ ବସ୍ତି ଅଂଚଳରେ । ବସ୍ତି ଅଞ୍ଚଳ ପରିଦର୍ଶନ କରି ଅଞ୍ଚଳର ଥିବା ବିଭିନ୍ନ ସମସ୍ୟା ଉପରେ ଅବଗତ
Read More...

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର

ଓଡିଆ ସାହିତ୍ୟରେ ଅତ୍ୟାଧୁନିକତାର ପ୍ରବର୍ତ୍ତକ ଥିଲେ ସଚ୍ଚି ରାଉତରାୟ ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ସର୍ବପୁରାତନ ସାହିତ୍ୟ ଅନୁଷ୍ଠାନ ଆଦର୍ଶ ପାଠାଗାର ପକ୍ଷରୁ ମାସିକ ସାହିତ୍ୟ ଆସର ଆଦର୍ଶ ସାହିତ୍ୟ ଘରଠାରେ ଅନୁଷ୍ଠିତ ହୋଇଯାଇଛି । ପୂରାତନ ସାହିତ୍ୟିକ, କବିଙ୍କ କାଳଜୟୀ
Read More...

ଡୁଡୁକିପଦର ଗାଁରେ ଅଂଶୁଘାତରେ ଯୁବକଙ୍କ ମୃତ୍ୟୁ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ୍ ତେଲେନପାଲି ପଞ୍ଚାୟତ ଡୁଡୁକିପଦର ଗାଁରେ ଅଂଶୁଘାତରେ ଶୁକ୍ରବାର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଯୁବକ ଜଣକ କୀର୍ତ୍ତନ ନାଗ(୩୫)ବୋଲି ଜଣାପଡିଛି । ସୂଚନା ଅନୁସାରେ ମୃତ ଯୁବକ ଜଣକ ବିଦ୍ୟୁତ୍ ବିଭାଗରେ ମିଟର ରିଡର୍ ଭାବରେ ଠିକା
Read More...