Daily Archives

ଆଗଲପୁର ବ୍ଲକ ଗାଁସାଥୀ ବୈଠକ ଅନୁଷ୍ଠିତ

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ ଗାଁସାଥୀ (ମେଟ) ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଉପସଭାପତି ପ୍ରକାଶ ଦୀପଙ୍କ ଅଧ୍ୟକ୍ଷତାରେ ବୁଦୁଲାଠାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗାଁସାଥୀ (ମେଟ)ମାନଙ୍କ ବିଭିନ୍ନ ସମସ୍ୟା ତଥା ସଂଘ
Read More...

ଡୁଙ୍ଗୁରିପାଲି ନୂତନ କଳାକାର ସଂଘ ଗଠିତ

କଳାକାର ବଂଚିଲେ କଳା ବଂଚି ରହିବ ସାଲେଭଟା, (କେପିଏନ୍‌ଏସ୍‌) : କଳାକାର ବଂଚିଲେ କଳା ବଂଚି ରହିବ । ଏହାକୁ ସବୁଦିନ ପାଇଁ ବଂଚାଇ ରଖିବା ଉଦ୍ଦେଶ୍ୟରେ ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ ଲୁହୁରାମୁଣ୍ଡା ଫାସଡ ଶିବ ମନ୍ଦିରଠାରେ ନୂତନ କଳାକାର ସଂଘ ଗଠିତ ହୋଇଯାଇଛି ।
Read More...

କାମରେ ଆସୁନି ଗୋଷ୍ଠୀ ଶୌଚାଳୟ : ଖତ ଖାଉଛି ସରକାରୀ ଟଙ୍କା, ସାଧାରଣରେ ଅଭିଯୋଗ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ସଦର ମହକୁମା ବସ୍‌ଷ୍ଟାଣ୍ଡ ପାଖରେ ଖପ୍ରାଖୋଲ ପଞ୍ଚାୟତ ତରଫରୁ ଯାତ୍ରୀ ଏବଂ ଜନସାଧାରଣଙ୍କ ସୁବିଧା ଓ ପରିମଳ ବ୍ୟବସ୍ଥାକୁ ସଫା ସୁତୁରା ରଖିବା ପାଇଁ ୨୦୨୧ ମସିହାରେ ୩ ଲକ୍ଷ୍ୟ ଟଙ୍କା ଅଟକଳ ପରିମାଣରେ ନିର୍ମିତ ଗୋଷ୍ଠୀ ଶୌଚାଳୟ
Read More...

ଅଗ୍ନିଶମ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ୍‌ ସୁଧାଂଶୁ ଷଡ଼ଙ୍ଗୀ

ଭୁବନେଶ୍ୱର : ଅଗ୍ନିଶମ ଡିଜି ବା ମହାନିର୍ଦ୍ଦେଶକ ଭାବେ ଗତକାଲି ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ୍‌ ସୁଧାଂଶୁ ଷଡ଼ଙ୍ଗୀ । କଟକ ଅଗ୍ନିଶମ ବିଭାଗର ମୁଖ୍ୟ କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ୪୫ତମ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଜଣାପଡିଛି । ତେବେ ସାଧାରଣ
Read More...

ଛତ୍ରପୁରକୁ ସଂଯୋଗ କରିଥିବା ୧୬ ନମ୍ବର ଜାତୀୟ ରାଜପଥ ଏବଂ ଶିଳ୍ପାୟନ ଅଞ୍ଚଳ ଗୋପାଳପୁରକୁ ଯାଇଥିବା ୫୧୬ ନମ୍ବର ଜାତୀୟ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ସହରକୁ ସଂଯୋଗ କରୁଥିବା ୧୬ ନମ୍ବର ଜାତୀୟ ରାଜପଥ ଏବଂ ଛତ୍ରପୁର ଡ଼ିଆରଡ଼ିଏ ଛକ ଠାରୁ ବାଟ-ଛତ୍ରପୁରରୁ ବାହାରି ଶିଳ୍ପାୟନ ଅଞ୍ଚଳ ଗୋପାଳପୁରକୁ ଯାଇଥିବା ୫୧୬ ନମ୍ବର ଜାତୀୟ ରାଜପଥର ସର୍ବବିଧ ଉନ୍ନତିକରଣ
Read More...

ମେ’ ୨୯ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ

ଭୁବନେଶ୍ୱର : ଚଳିତ ମାସ ୨୯ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ । ନାମଲେଖା ପାଇଁ ସାମ୍ସ ପୋର୍ଟାଲ ଖୋଲିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ରାଜ୍ୟରେ ଚଳିତବର୍ଷ ଠାରୁ ଅନଲାଇନରେ ସ୍ପଟ୍ ଆଡମିଶନ୍ ହେବ ବୋଲି ସୂଚନା
Read More...

ପୁରୀ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କଲେ 5T ସଚିବ

ପୁରୀ : ପୁରୀରେ 5T ସଚିବ ଭି. କେ. ପାଣ୍ଡିଆନ୍ । ସୋମବାର ସକାଳୁ 5T ସଚିବ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ କରି ଆଶିଷ ଲାଭ କରିଛନ୍ତି । ଏହାପରେ ମା ଲକ୍ଷ୍ମୀ, ବିମଳାଙ୍କ ଦର୍ଶନ ସହ ବେଢ଼ା ପରିକ୍ରମା ମଧ୍ୟ କରିଥିଲେ । ତେବେ ମହାପ୍ରଭୁଙ୍କ ବିଶ୍ୱ
Read More...

ପାଟ୍ରୋଲିଂ ବେଳେ ଶିକାରି ଗୁଳିରେ ଫରେଷ୍ଟ ଗାର୍ଡ ମୃତ

ବାରିପଦା : ବନବିଭାଗ ପକ୍ଷରୁ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ ପାଟ୍ରୋଲିଂ ଚାଲିଥିବା ସମୟରେ ଶିକାରୀଙ୍କ ଗୁଳିରେ ଗୁରୁତର ଆହତ ହେବା ପରେ ଜଣେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ବାରିପଦା ଭୁଗୁଡାକଟା ଅଞ୍ଚଳର ବିମଳ ଜେନା । ଘଟଣାଟି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ
Read More...

୩୦ କିଲୋ ଗଞ୍ଜେଇ ଜବତ, ୩ ଗିରଫ

ବାରଙ୍ଗ : ଗଞ୍ଜେଇ ଚୋରାଚାଲାଣ ବେଳେ ମାଡ଼ି ବସିଲା ପୁଲିସ୍ । ୩୦ କିଲୋ ଗଞ୍ଜେଇ ଜବତ । ଜଣେ ମହିଳା ଯୋଗାଣକାରୀଙ୍କ ସହିତ ଖୁଚୁରା ବେପାରୀ ଓ ଖାଉଟି ଗିରଫ । ମୈତ୍ରୀ ବିହାର ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଜବତ ଗଞ୍ଜେଇ ଓ ଗିରଫ ହୋଇଥିବା ମହିଳା
Read More...

ଦିନକୁ ଦିନ ବୃଦ୍ଧି ପାଉଛି ଗ୍ରୀଷ୍ମ ପ୍ରକୋପ

ବ୍ଲକ ପ୍ରଶାସନ ଦାୟିତ୍ୱ ଦେଇଛନ୍ତି ହେଲେ ଫଳ ଶୂନକିଛିଦିନ ପରେ ମୌସୁମୀ ଆସିବ କିନ୍ତୁ ଖପ୍ରାଖୋଲ ସଦର ମହକୁମାରେ ପାଣିଛତ୍ର ଗୋଟିଏ ଖୋଲି ପାରିଲାନି ପ୍ରଶାସନ ଖପ୍ରାଖୋଲ, (ଅଶୋକ ବାଗ) : ଦିନକୁ ଦିନ ବୃଦ୍ଧି ପାଉଛି ଗ୍ରୀଷ୍ମ ପ୍ରକୋପ । ସକାଳ ୮ଟାରୁ ଗ୍ରୀଷ୍ମପ୍ରବାହ ଏତେ ମାତ୍ରାରେ
Read More...